ସରକାର କଲେ ବଡ଼ ଘୋଷଣା । ରାସନ୍ କାର୍ଡ ଥିଲେ ଏବେ ହିଁ ଦେଖନ୍ତୁ…

Breaking

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ରାଜ୍ୟ ସରକାର ଙ୍କ ବଡ ପଦକ୍ଷେପ ହଟିବେ ସବୁ ନକଲି ଡାକ୍ତର । ଯାଞ୍ଚ ହେବ ଡାକ୍ତରୀ ପ୍ରମାଣ ପତ୍ର ଆଜିର ସମୟ ରେ ରାଜ୍ୟରେ ବହୁତ ନକଲି ଡାକ୍ତର ଚିହ୍ନଟ ହେଉଛନ୍ତି । ନକଲି ଡାକ୍ତର ଙ୍କ ଦ୍ୱାରା ଚିକିତ୍ସିତ ହେବା ପରେ ରୋଗୀ ଙ୍କର ଅବସ୍ଥା ବିଗୁଡୁ ଥିବା ବେଳେ ସ୍ୱାସ୍ଥ୍ୟ ସେବା ବିପର୍ଯିତ ହୋଇଛି । ଏହି ସମସ୍ୟା ର ସମାଧାନ ସହିତ ଗୁଣାତ୍ମକ ସ୍ୱାସ୍ଥ ସେବା ଯୋଗେଇ ଦେବା ନେଇ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ।

Fake doctor

ଏଲୋପାଥି ଡାକ୍ତର ମାନଙ୍କ ଡାକ୍ତରୀ ସାର୍ଟି ଫିକେଟ ଯାଞ୍ଚ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷ ରୁ ପକ୍ରିୟା ଆରମ୍ଭ ହୋଇଛି । ତେବେ ନିସ୍ପତି ଅନୁସାରେ ବିଭାଗ ପକ୍ଷ ରୁ ରାଜ୍ୟ ଡାକ୍ତରୀ ଶିକ୍ଷା ଏବଂ ତାମିଲ ନିର୍ଦ୍ଧାଳୟ , ଓଡିଶା ଆଇନ ବିଜ୍ଞାନ ପଞୀକରଣ ପରିଶଦ ଓ ସମସ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଚିଠି ଲେଖା ଜାଇଛି । ତେବେ ତେବେ ଉଭୟ ସରକାରୀ ଏବଂ ପ୍ରାଇଭେଟ ଡାକ୍ତର ଙ୍କ ସାର୍ଟିଫକେଟ ଯାଞ୍ଚ ହେବ ।

ପରବର୍ତି ଖବର ହେଲା ରାଜ୍ୟ ରେ ଆସନ୍ତା ସପ୍ତାହ ରୁ ବଢିବ ଖରା କୁହୁଡି ନେଇ ଜାରି ହେଲା ୟୋଲ ୱାର୍ଣ୍ଣିଂ । ଆଗାମୀ ତିନି ରୁ ଚାରି ଦିନ ମଧ୍ୟରେ ଦିନର ତାପମାତ୍ରା ରେ ବିଶେଷ ପରିବର୍ତନ ହେବ ନାହିଁ । ଦିନ ତାପମାତ୍ରା ସର୍ବଚ୍ଛ ଠାରୁ ସାମାନ୍ୟ ଅଧିକ ରହିବ । ମାତ୍ର ପରବର୍ତି ସମୟ ରେ ରାଜ୍ୟ ରେ ଅନେକ ସ୍ଥାନରେ ଦିନର ତାପମାତ୍ରା ଦୁଇରୁ ଚାରି ଡୀଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

temperature

ଫେବୃଆରୀ 27 ଏବଂ 28 ତାରିଖ ତଥା ଆସନ୍ତା ସପ୍ତାହ ଠାରୁ ଭୁବନେଶ୍ୱର ସମତେ ପଶ୍ଚିମ ଓଡିଶା ର ଅଧିକାଶଂ ସହର ରେ ଦିନର ତାପମାତ୍ରା 38 ଡୀଗ୍ରି ରୁ 40 ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଜାଇଛି । ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ମୂଖ୍ୟତଃ ସୁଖିଲା ରହିବ ଅର୍ଥାତ ଫେବୃଆରୀ ମାସରେ ବର୍ଷା ହେବାର ସମ୍ଭାବନା ନାହିଁ । ମାତ୍ର ଭୋର ସମୟ ରେ କୁହୁଡି କଲ ବଲ କରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ