ଦଶମ ପିଲାଙ୍କ ପାଇଁ ସରକାର କରିଦେଲେ ବଡ ଘୋଷଣା ।

10th

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କର ସମେଟିଭ ୱାନ ଆସୋସମେଣ୍ଟ ପରିକ୍ଷା ସରିଜାଇ ଥିବା ବେଳେ ସମେଟିଭ ଟୁ ହେବାର ରହିଛି । ଜାହା ପାଇଁ ଆପଣ ମାନେ ସଂମ୍ପର୍ଣ୍ଣ ପ୍ରସ୍ତୁତି କରି ସାରିଥିବେ । ହେଲେ ଏହା ମଧ୍ୟରେ ଆପଣ ମାନଙ୍କ ମନରେ ଏସେ ଟୁ ପରିକ୍ଷା କୁ ନେଇ ଏହାର ରେଜଲ୍ଟ କୁ ନେଇ ଅନେକ ପ୍ରଶ୍ନ ନିଶ୍ଚିତ ଉଙ୍କି ମାରୁଥିବ ।

ତେବେ ସଂମ୍ପର୍ଣ୍ଣ ମେଟ୍ରିକ ରେ ଆପଣ ମାନଙ୍କର ପ୍ରଥମେ FA-1 FA-2 SA-1 FA-3 FA-4 SA-2 ପରିକ୍ଷା ହେଉଥିବା ବେଳେ ଗୋଟେ FA ପରିକ୍ଷା ର ସଂମ୍ପର୍ଣ୍ଣ ମାର୍କ ହେଲା 120 ତେବେ ଚାରୋଟି FA ପରିକ୍ଷା ର ସଂମ୍ପର୍ଣ୍ଣ ମାର୍କ ହେଲା 480 ହେଲେ ପିଲାଟି ସ୍କୋର କରିଲା 432 ସ୍କୋର କରିଲା କେତେରୁ ନାଁ 480 ରୁ ସେହି ପରି SA ପରିକ୍ଷା ର ମାର୍କ ଆମେ ଯଦି କାଲ୍କୁଲେଟ କରିବା ତେବେ ମନେ କର ପ୍ରତ୍ୟୋକ ବିଷୟ ପାଇଁ 80 ରୁ 70 ହେଲେ ବି 6 ଗୋଟି ବିଷୟ ପାଇଁ 420 ମାର୍କ ହେବ ।

school

ଏବଂ ସେହି ପରି SA 2 ରେ ବି ସେମିତି ମାର୍କ 420 ପାଇବେ । ତେବେ ସେହି ପରି ବେଳେ ଆପଣ ମାନଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚିତ ଭାବେ ରହିଥିବ କି କେମିତି ଭାବେ ସଂମ୍ପର୍ଣ୍ଣ ମାର୍କ ବାହାର କରାଯିବ । ନାଁ ସବୁ FA ର 20% SA1/2 ର 40/40% ନିଆଁଯିବ । ତେବେ ଆପଣ ମାନଙ୍କର ସଂମ୍ପର୍ଣ୍ଣ ମାର୍କ ବାହାରିବ ।

ତେବେ ତେବେ ସବୁ FA 86.4 SA1- 168 SA2- 168 ତେବେ ସଂମ୍ପର୍ଣ୍ଣ ଏଠାରେ 422.4 ହେଉଛି 480 ମାର୍କରୁ । ଜାହା ଆପଣ ମାନେ ମଧ୍ୟ କାଲ୍କ୍ୟୁଲେଟ କରି ଦେଖି ପାରିବେ । ଏବଂ ଯଦି ଆପଣ ମାନଙ୍କ ମନରେ ଏହାକୁ ନେଇ ଆଉ ଅଧିକ କିଛି ଡାଉଟ ରହିଛି ତେବେ ଆମର ଓଡିଆ ମନିଟର ଇୟୁଟ୍ୟୁବ ଚେନ୍ନାଲ ରେ କେମେଣ୍ଟ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *