ଦଶମ ପିଲାଙ୍କ ପାଇଁ ସରକାର କରିଦେଲେ ବଡ ଘୋଷଣା । ନିଶ୍ଚୟ ଜାଣି ନିଅନ୍ତୁ

school 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ମେଟ୍ରିକ ଛାତ୍ରଛାତ୍ରୀ ଙ୍କ ପାଇଁ ଆସୁଛି ଆଉ କିଛି ନୂଆ ସୂଚନା । ଯେମିତି କି ଆପଣ ମାନେ ସମସ୍ତେ ଜାଣନ୍ତି ମେଟ୍ରିକ୍ ସମେଟିଭ ୱାନ ପରିକ୍ଷା ଶେଷ ହୋଇଛି । ତେବେ ଏହି ମଧ୍ୟରେ ବାକି ରହିଛି ପରିକ୍ଷା ରେଜଲ୍ଟ କୁ ନେଇ । ତେବେ କେବେ ସୁଧା ରେଜଲ୍ଟ ପ୍ରକାଶ ପାଇବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ସେହି ବିଷୟ ରେ ଜାଣିନେବା ।

ମେଟ୍ରିକ ସମେଟିଭ ୱାନ ପରିକ୍ଷା ଶେଷ ହୋଇଜାଇଛି । ଏହାର ମୂ୍ଲ୍ୟାୟନ ଆସନ୍ତା କାଲି ଆରମ୍ଭ ହେବାକୁ ଯାଉଛି । ଏହି ନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ନିହାର ରଂଞୀନ ମହାନ୍ତି । ମୋଟ 56 ଟି କେନ୍ଦ୍ରରେ ଦେଖାଯିବ ଏହି ଖାତା । ଏହି ନେଇ 12450 ଜଣ ଶିକ୍ଷକ ଙ୍କୁ ନିଯୁକ୍ତି କରାଜାଇଛି । ତେବେ ସକାଳ 9.00 ଟା ରୁ ସଂଖ୍ୟା 5.00 ଟା ପର୍ଯ୍ୟନ୍ତ ଦେଖାଯିବ ଏହି ଖାତା ।

school

ତେବେ ମୋଟ 10 ଦିନ ମଧ୍ୟରେ ଏହି ଖାତା କାମ ସାରିବା ପାଇଁ ଲକ୍ଷ୍ୟ ରଖାଜାଇଛି । ଅର୍ଥାତ 20 ତାରିଖ ସୁଧା ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ରହିଛି । ତେବେ ଯେତେ ବେଳେ ଏହି ସୂଚନା ଆସିବ ତେବେ ଆମେ ଆପଣ ମାନଙ୍କୁ ଜଣେଇ ଦେବୁ । ତେବେ ଚଳିତ ବର୍ଷ 5 ଲକ୍ଷ 40 ହଜାର 712 ଜଣ ପରିକ୍ଷାର୍ଥି 3 ହଜାର 29 ଟି କେନ୍ଦ୍ରରେ ପରିକ୍ଷା ଦେଇଛନ୍ତି ।

ସେହି ମଧ୍ୟରେ 2114 ଜଣ ପରିକ୍ଷାର୍ଥି 108 କେନ୍ଦ୍ରରେ ପରିକ୍ଷା ଦେଇଥିବା ବେଳେ ଅପନ ସ୍କୁଲ ସାର୍ଟିଫିକେଟ ପାଇଁ 7160 ଜଣ ଛାତ୍ରଛାତ୍ରୀ 142 ଟି କେନ୍ଦ୍ରରେ ପରିକ୍ଷା ଦେଇଛନ୍ତି । ତେବେ ଖୁବ ଶୀଘ୍ର ରାଜ୍ୟ ବୋର୍ଡ ୱେବସାଇଟ ରେ ରେଜଲ୍ଟ ମଧ୍ୟ ଆପଲୋର୍ଡ ହୋଇଯିବ । ତେବେ ସୂଚନା ମୁତାବକ 20 ତାରିଖ ସୁଧା ରେଜଲ୍ଟ ପ୍ରକାଶ ପାଇପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ