ସରକାର କଲେ ବଡ଼ ଘୋଷଣା । କାଲିଠାରୁ ଦେଶରେ ଲାଗୁ ଏହି ସବୁ ନୂଆ ନିୟମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଏହି ରାଜ୍ୟର ମୂଖ୍ୟ ମନ୍ତ୍ରୀ କଲେ ଘୋଷଣା ଆସନ୍ତା ଆର୍ଥିକ ବର୍ଷରୁ ବେରୋଜଗାର ମାନଙ୍କୁ ମିଳିବ ମାସିକ ଭତ୍ତା । କର୍ମଚାରୀ ଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ସେପଟେ ଆଇଟି କମ୍ପାନୀ ମାନେ ଦୈନିକ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ହେଲେ କେନ୍ଦ୍ର ସରକାର ଏହି ନେଇ ବିଶେଷ ଚିନ୍ତିତ ରହିଥିବା ବେଳେ ମନେଇ ହେଉ ନାହିଁ ।

ତେବେ ଏହି ସବୁ ଭିତରେ ଛତିଶଗଡ ମୂଖ୍ୟ ମନ୍ତ୍ରୀ ଭୁବେଶ ବଘେଲ । 74 ତମ ଗଣତନ୍ତ୍ର ଦିବସ ଅବସର ରେ ରାଜ୍ୟର ବେରୋଜଗାରୀ ମାନଙ୍କ ପାଇଁ । ବେକାରୀ ଭତ୍ତା ଘୋଷଣା କରିଛନ୍ତି ।

Bakhel

ପରବର୍ତି ଖବର ଟି ହେଲା ଗ୍ରାହାକ ମାନଙ୍କ ପାଇଁ ଆସିଲା ଖୁସୀ ଖବର ହ୍ରାସ ପାଇବା ଗହମ ମୂଲ୍ୟ । ଗ୍ରାହାକ ମାନଙ୍କ ପାଇଁ ଆସିଲା ଆଉ ଏକ ବଡ ଖୁସୀ ଖବର । ଖାଦ୍ୟ ମନ୍ତ୍ରାଳୟ OMSS ନୀତି ଅନୁଯାୟୀ 30 ଲକ୍ଷ ଟନ ଗହମ ବୀକ୍ରି କରିବେ ଗତ କିଛି ଦିନରେ ଗହମ ଏବଂ ମୈଇଦା ର ମୂଲ୍ୟ ଦୃତ ଗତି ରେ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ମୂଦ୍ରା ସ୍ଥିତି ଆକାରର ଦେଖିବାକୁ ମିଳୁଛି ।

ଦର ବୃଦ୍ଧି କୁ ରୋକିବା ପାଇଁ ସରକାର ଖୋଲା ବଜାରରେ ବଫର ଷ୍ଟୋକ୍ ରୁ 30 ଲକ୍ଷ ଗହମ ମୈଦା ବୀକ୍ରି କରିବେ । ଏହି ନେଇ ଆଗାମୀ ସମୟ ରେ ଗହମ ର ଦର କମିବ । ଯେଉଁଥି ପାଇଁ ସାଧାରଣ ଗ୍ରାହାକ ମାନେ ବହୁତ ପରିମାଣ ରେ ଉପକୃତ ହେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ