ସରକାର କଲେ ବଡ ଘୋଷଣା । ଆଜିଠାରୁ ଦେଶରେ ଲାଗୁ ହେଲା ଏହି ସବୁ ନୂଆ ନିୟମ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଶେଷ ହେବ ଦୁନିଆଁ । ପୃଥିବୀ ଆ଼ଡକୁ ମାଡି ଆସୁଛି ବିଶାଳ ଆଷ୍ଟ୍ରୋରୟେଡ୍ ଏହାକୁ ନେଇ ଆଲର୍ଟ ଜାରି କରିଲା ନାଶା । ପୃଥିବୀ ଭବିଷ୍ୟତ କୁ ନେଇ ଭୟଙ୍କର ତଥ୍ୟ ଦେଇଛି ନାଶା । ଖୁବ୍ ଶୀଘ୍ର ପୃଥିବୀ ଆଡକୁ ଏକ ବିଶାଳ କାୟ ଏଷ୍ଟ୍ରୋରୟଡ ମାଡି ଆସୁଥିବା ନେଇ ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ଏକ ବିଶାଳ କାୟ ଏଷ୍ଟ୍ରୋରୟଡ ପୃଥିବୀ ମୁହାଁ ହେଉଥିବା ନେଇ ନାଶା ପକ୍ଷ ରୁ ସୂଚନା ଦିଆଜାଇଛି । ଜାହାକି ପୃଥିବୀ ସହିତ ଧୋକା ହେଲେ ମହା ବିପଦ ଘଟିପାରେ ବୋଲି ନାଶା ସୂଚନା ଦେଇଛି ।

Asteroid

ତେବେ ନାଶା ର ବୈଜ୍ଞାନିକ ମାନେ ଏହା ଉପରେ ଲଗାତାର ଭାବେ ନଜର ରଖିଛନ୍ତି । ନାଶା ତରଫ ରୁ ମିଳିଥିବା ସୂଚନା ଅନୁସାରେ 2046 ମସିହା ରେ ଫେବୃଆରୀ 14 ତାରିଖ ରେ ଏକ ବିଶାଳ ଏଷ୍ଟ୍ରୋରୟଡ ପୃଥିବୀ ସହିତ ଧୋକା ହେବାର ସମ୍ଭାବନା ରହିଛି । ତେବେ ନାଶା ର ବୈଜ୍ଞାନିକ ମାନେ ଏହି ଏଷ୍ଟ୍ରୋରୟଡ ର ଗତି ବିଧି ଉପରେ ନଜର ରଖିଛନ୍ତି । ତେବେ ଏହାର ଆଶଂକା କମ୍ ରହିଥିବା ବେଳେ ଏହା ପରେ ବି ବୈଜ୍ଞାନିକ ମାନେ ଏହାକୁ ଲିଷ୍ଟ ର ଶୀର୍ଷ ରେ ସ୍ଥାନ ଦେଇଛନ୍ତି ।

ପରବର୍ତି ଖବର ଟି ହେଲା ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ 5 ଟି ଜିଲ୍ଲାରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ ହଠାତ୍ ବଦଳିଗଲା । ପାଣିପାଗ ପଞ୍ଚିମା ଝଡ ପ୍ରଭାବ ରେ ଉପକୂଳ ସମେତ ଆଭ୍ୟନ୍ତରଣିୟ ଜିଲ୍ଲା ମାନଙ୍କରେ ଆଜି ମେଘୁଆ ପାଗ ରହିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 5 ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।

rain 1

ସୁନ୍ଦରଗଡ , କେଉଁଝର , ଦେଓଗଡ , ମୟୁରଭଞୀ , ଏବଂ ବାଲେଶ୍ୱର କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଏହି 5 ଜିଲ୍ଲା ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଆଜି ଭୁବନେଶ୍ୱର ଆକାଶ ମଧ୍ୟ ମେଘାଛନ୍ନ ରହିଛି ହେଲେ ବର୍ଷା ବିଶେଷ କରି 24 ଘଣ୍ଟା ପାଇଁ ଏହି 5 ଜିଲ୍ଲା ଯେଉଁଥିେରେ ସୁନ୍ଦରଗଡ , କେଉଁଝର , ଦେଓଗଡ , ମୟୁରଭଞୀ , ଏବଂ ବାଲେଶ୍ୱର ରହିଛି । ଏହା ସହିତ ଅନ୍ୟାନ୍ନ ଜିଲ୍ଲା ଗୁଡିକ ରହିଛି ଯେଉଁଠାରେ ମଧ୍ୟ ଏହି ପଶ୍ଚିମା ଝଡ ପ୍ରଭାବ ରେ ବର୍ଷା ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ