ରାସନ କାର୍ଡକୁ ନେଇ ସରକାର କରିଦେଲେ ବଡ ଘୋଷଣା । କାର୍ଡ ଥିଲେ ଶିଘ୍ର ଦେଖନ୍ତୁ ।

Ration card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ରାସନ କର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବଡ ଖୁସୀ ଖବର ଏବେ ଗହମ ଚାଉଳ ସହିତ ଏହି ସମଗ୍ରୀ ମଧ୍ୟ ମିଳିବ ମାଗଣା । ଜାରି ହେଲା ନୂଆ ନିର୍ଦ୍ଦେଶ ରାସନ କାର୍ଡ ହୀତାଧିକାରୀ ମାନଙ୍କ ପାଇଁ ଆସିଛି ଆଉ କିଛି ବଡ ଖବର ଯଦି ଆପଣ ମାନେ ମାଗଣା ରାସନ ସେବାର ଲାଭ ଉଠାଉଛନ୍ତି । ତେବେ ସରକାର ଏବେ ଆପଣ ମାନଙ୍କ ପାଇଁ ଏକ ଖାସ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଯାହା ସହିତ ଚାଉଳ , ଗହମ , ସହିତ ଆଉ କିଛି ସାମଗ୍ରୀ ମାଗଣା ରେ ମିଳିବ ।

ration

ତେବେ ସରକାର ଏବେ ଆପଣ ମାନଙ୍କ ପାଇଁ ଏକ ଖାସ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଯାହା ଫଳରେ ଆପଣ ମାନଙ୍କୁ ମାଗଣା ଗହମ ଏବଂ ଚାଉଳ ସହିତ ଆଉ କିଛି ସାମଗ୍ରୀ ବି ଆପଣ ମାନଙ୍କୁ ମାଗଣା ରେ ମିଳିବ । ତେବେ ଖାଦ୍ୟ ମନ୍ତ୍ରରୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ସରକାର ଙ୍କ ପକ୍ଷରୁ ଅନେକ ସୁବିଧା ମଧ୍ୟ ଯୋଗେଇ ଦେଉଛନ୍ତି ।

ତେବେ ରାସନ କାର୍ଡ ରେ ପୂର୍ବରୁ ଚାଉଳ , ଗହମ ସହିତ ଚିନି ମଧ୍ୟ ବଣ୍ଟନ ହେଇଥିଲା । ହେଲେ ଏବେ ଏହାକୁ ସରକାର ଦୋହରେଇବାକୁ ଯାଉଛନ୍ତି । ଖୁବ ଶୀଘ୍ର ରାସନ କାର୍ଡ ରେ ହୀତାଧିକାରୀ ମାନଙ୍କୁ ଚିନି ଏବଂ ଲୁଣ ଯୋଗେଇ ଦେବାକୁ ଯୋଜନା ରଖିଛନ୍ତି । ତେବେ ଉତ୍ତରା ଖଣ୍ଡର ଖାଦ୍ୟ ମନ୍ତ୍ରୀ କହିଛନ୍ତି ଯେ ବିଭାଗ ମଧ୍ୟ ଏହି ଯୋଜନା ପାଇଁ ବଜେଟ ପ୍ରସ୍ତାବ କରୁଛି । ଯାହାକୁ ନେଇ କେବିନେଟ ରେ ଉପସ୍ଥାପନ କରାଯିବ ।

ପରିବର୍ତି ଖବର ଟି ହେଲା ଅନୁଭବ ଙ୍କ ମହତ୍ୱ ପଣିଆ ବୃଦ୍ଧ ଟଲି ଚାଳକ ଙ୍କୁ ଆର୍ଥିକ ସହାୟତା କରି ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ରାଜନୀତି ଠାରୁ ଆରମ୍ଭ କରି ନିଜର ମହତ୍ୱ ପଣିଆ କୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ତେବେ ନିକଟରେ ଅନୁଭବ ଏମିତି କାର୍ଯ୍ୟ କରିଛନ୍ତି ଯେଉଁଥି ପାଇଁ ତାଙ୍କର ନାମ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

anubhav

ତେବେ କେନ୍ଦ୍ରାପଡା ସାଂସଦ ନିଜର ଗସ୍ତ ରେ ଆସିଥିବା ବେଳେ ଏକ ଟର୍ଲି ଚାଳକ ଙ୍କ ଦୁଖଃ ବୁଝି ତାଙ୍କର ମଣିଷ ପଣିଆ ର ପରିଚୟ ଦେଇଥିବା ବେଳେ ଏହି ଖବର ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *