ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସରକାର ଦେଲେ ନୂଆ ଦାଇତ୍ୱ ।

SHG

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଅର୍ଥାତ SHG ମହିଳା ମାନଙ୍କ ପାଇଁ ନେଇ ଜାରି ହୋଇଛି ଆଉ କିଛି ନୂଆ ସୂଚନା । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ତେବେ ସେମାନଙ୍କୁ ମିିବାକୁ ଯାଉଛି ଆଉ କିଛି ନୂଆ ଦାୟୁତ୍ୱ । ତେଣୁ ଏଣିକି ସ୍କୁଲ ରେ ମଧ୍ୟାନ ଭୋଜନ ଯୋଗେଇବେ ସ୍ୱୟଂ ସହାୟକ ଗୋଷ୍ଠୀ । ଦାୟୁତ୍ୱ ରୁ ମୁକ୍ତି ହେବେ ପ୍ରଧାନ ଶିକ୍ଷକ ।

ରାଜ୍ୟରେ ସବୁ ସରକାରୀ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଧୀନ ଭାବେ ଦାୟୁତ୍ୱ ନିର୍ବାହ କରିବେ । କୈଣସି କାମ ପାଇଁ ତାଙ୍କୁ ଆଉ ଅନୁମତି ନେବାକୁ ହେବନି । ବ୍ଲକ୍ ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଦୈଡିବାକୁ ପଡିବ ନାହିଁ । ସ୍ୱାଧୀନ ଭାବେ ତଦାରଖ କରି ସେମାନେ ନିଜର କାମକୁ ତଦାରଖ କରି ପାରିବେ ।

SHG Group

ତେଣୁ ଶିକ୍ଷା ଦାନ ଛଡା ଅନ୍ୟ କୈଣସି କାମରେ ସେମାନେ ଆଉ ନିୟଜିତ ହେବେ ନାହିଁ । ଏବେ ଏହି ସବୁରୁ ମୁକ୍ତ ହୋଇ ପିଲା ମାନଙ୍କ ପାଠ ପଢା ଉପରେ ଧ୍ୟନ କେନ୍ଦ୍ରିଭୂତ କରି ପାରିବେ । ତେବେ ଗୁଣାତ୍ମକ ଶିକ୍ଷା କୁ ଗୁରୁତ୍ୱ ଦେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ କିଛି ନିସ୍ପତି ଗ୍ରହଣ କରି ଥିବା ବେଳେ ଶିକ୍ଷାଦାନ ଢାଞ୍ଚା କୁ ଗୁଣାତ୍ମକ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ।

ତେଣୁ ଏହିଥି ପାଇଁ ରାଜ୍ୟରେ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଅର୍ଥାତ SHG ମହିଳା ମାନଙ୍କ ପାଇଁ ନେଇ ଏହି କାର୍ଯ୍ୟ ତୁଲେଇବାକୁ ନିସ୍ପତି ହୋଇଛି । ସ୍କୁଲ ରେ ମଧ୍ୟାନ ଭୋଜନ ଯୋଗେଇବେ ସ୍ୱୟଂ ସହାୟକ ଗୋଷ୍ଠୀ । ଦାୟୁତ୍ୱ ରୁ ମୁକ୍ତି ହେବେ ପ୍ରଧାନ ଶିକ୍ଷ ଏବଂ ପ୍ରଧାନ ଶିକ୍ଷୟତ୍ରୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ