ସୁନା ଦୋକାନୀ ଟିକସ ଫାଙ୍କିଲେ ଅର୍ଚ୍ଚନା ପାଖେ । ଅର୍ଚାନ ସହ ସୁନା ଦୋକାନୀର ପିରତି Archana Nag

archana nag 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ସେ ଫୋଟ ରଖିଛନ୍ତି ମାନେ ମୋ ସହିତ ଏହି ମାନେ ସବୁ ରହିଛନ୍ତି ତାଙ୍କୁ ଯଦି ବାଡେଇବ ତେବେ ମତେ ବାଡାଅ ମୋର ଇଚ୍ଚା ହେଉଛି ସେହି ସବୁ କରିଲେ ଯେଉଁ ଝିଅ ମାନେ କରିଛନ୍ତି । ଆମର ଆର୍ଥିକ ଅବସ୍ଥାକୁ ଏହା ବଢି ବଢି ମୁକେଶ ଅମ୍ବାନୀ ଙ୍କ ଇନକମ୍ ଏବଂ ଗୌତ୍ତମ ଆଦିନି ଙ୍କ ଇନକମ୍ ଏବଂ ଗରିବ ଲୋକ ମାନଙ୍କ ଇନକମ୍ ମଧ୍ୟରେ ନିଶ୍ଚିତ ପାର୍ଥକ୍ୟ ରହିବ ନା ।

ତେବେ ଏହି ଝିଅ ସେହ ଭଳିଆ ଗୋଟେ ତରିକା ନଚିହ୍ନେଇଲେ ବା ସେ ଭାବିଛନ୍ତି ଯେ ୟାଙ୍କ ବିଷୟ ରେ ରେକଡିଂ କରି ରଖିଲେ ଯେଉଁ ସ୍ପାଇ କ୍ୟାମେରା ରେ ଫୋଟ ଉଠେଇ ରଖିଲେ ଏମାନେ ମତେ କଣ ଦାଣ୍ଡରେ ଛିଡା କରିବେ ମୁଁ ସେମାନଙ୍କୁ ଆଗ ଲଙ୍ଗାଳା କରିଦେବି । ଆଉ ଦେଖିବା ପାଇଁ ଗଲେ ଏହି ଝିଅର ସେମିତି କିଛି ତାକତ ନାହିଁ । ଇଏ ସେହି ଇୟଙ୍ଗ ଝିଅ ଏବଂ ଇୟଙ୍ଗ ଲୋକ ମାନଙ୍କ ମଧ୍ୟରେ ଆସନ୍ତି ।

archana nag 1

ଏଠାରେ ବୁଢା ମାନେ ଗ୍ରାହାକ ହେଉନଥିବେ । ଏବଂ କଦାବି କେବେ ଜଣେ ଇୟଙ୍ଗ ଲେଡି ଯିଏ ନୂଆ ବିବାହ କରିଛନ୍ତି ତାହାର ଭୂମିକା କେବେବି ନିଭେଇ ପାରିବେ ନାହିଁ । ତେବେ ଯିଏବି ସେଠାକୁ ଜାଇଛନ୍ତି ସେମାନେ କଣ ପାଇଁ ତାଙ୍କ ଦ୍ୱାରରେ ଜାଇ ହାଜର ହୋଇଥିଲେ । ସେ କଣ ନବିନ ବାବୁଙ୍କର ଅତି ନିଜର ଲୋକ ନାଁ କଣ ପଲ୍ଟିକାଲ ଟିକଟ ମିଳିବ ଆସନ୍ତା ଇଲେକ୍ସନ ରେ । କଣ ସେ ମ୍ୟାଡାମ୍ ପାଖକୁ ଗଲେ କଣ ହୋଇ ପାରିବ ।

ଇଏତ ନୁହେଁ ସେ କେଉଁ ଦଳର କିଛିବି ନୁହଁନ୍ତି ତେଣୁ ସେମାନେ କଣ ପାଇଁ ତାଙ୍କ ପାଖକୁ ଜାଇଥିଲେ । ତେବେ ଏଠାରେ ଦେଖିବା ପାଇଁ ଗଲେ ଏମାନଙ୍କର ଦରକାର ଆଉ ସେମାନେ ସେହିଥି ପାଇଁ ମଧ୍ୟ ଜାଇଥିଲେ । ଆଉ ସେ ଝିଅର ସାନିଧ୍ୟ ଲାଭ କରିବା ପାଇଁ । ତେବେ ଏଠାରେ ଯେଉଁ କଥା ପଡୁନି ସେ ଅନ୍ତବାସୀମାନଙ୍କ ସହିତ ସହଜ ରେ ମିଶି ପାରୁନାହାଁନ୍ତି ।

ତେଣୁ ବହୁତ ସମୟ ରେ ତାଙ୍କୁ ଏକୁଟିଆ ତଳକୁ ମୁହଁ କରି ବସି ରହୁଥିବା ଦେଖିବା ପାଇଁ ମିଳିଛି । ତେବେ ସବୁ ପଛରେ କେବଳ ଅର୍ଚ୍ଚନା କଣ ଦୋଶୀ ନାଁ ଯେଉଁ ମାନେ ଅର୍ଚ୍ଚନା ଜାଲରେ ପଡିଥିବା ବିଲ୍ଡର , ଅଫିସର , ପ୍ରୋଜଜକ , ନେତା ଏମାନେ ସବୁ ବି ଦୋଶୀ । ତେବେ ଲୋକ ଚର୍ଚ୍ଚା କରୁଛନ୍ତି ତଦନ୍ତ କଣ ଅର୍ଚ୍ଚନା ପାଖରେ ଅଟକି ଯିବ ତେବେ ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ