ଶିକ୍ଷକ ଟ୍ରେନିଂ ସେଣ୍ଟରରେ ଜବରଦସ୍ତ ଡ୍ୟାନ୍ସ କରି ସ୍ୱାଗତ କଲେ ଏହି ଝିଅ ମାନେ ମାତ୍ର 4 ଘଣ୍ଟାରେ 04 Million ରୁ ଅଧିକ ଲୋକ ଦେଖି ସାରିଲେଣି ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆରେ ବହୁତ ସମୟରେ ଅନେକ ଭାଇରାଲ ଭିଡିଓ ଦେଖୁଥିବେ ଏବଂ ଏହା ଯଦି ମଜାଦାର ହୋଇଥାଏ ତେବେ ଏହାକୁ ଦେଖି ବହୁତ ଖୁସି ମଧ୍ୟ ହେଉଥିବେ ଏବଂ ଏହାର ମଜା ନେଉଥିବେ। ଆଉ ଯଦି କିଛି ଭିନ୍ନ ଧରଣର ଭିଡିଓ ଆପଣ ମାନଙ୍କୁ ଦେଖିବାକୁ ମିଳେ ତେବେ ଏହାକୁ ଦେଖି ବିଶ୍ୱାସ କରି ନପାରିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥାଉ । ଆପଣ ଜାଣିଛନ୍ତି ଯେ ଆମେ ଦେଖୁଥିବା କିଛି ଭିଡିଓ ମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଜାହା ଏତେ ଆଖି ଦୃଶିଆ ହୋଇଛି ଯେ ଯାହା ବହୁତ ମାତ୍ରାରେ ସେୟାର ମଧ୍ୟ ହେଉଛି ଏବଂ ଲୋକେ ଏହାକୁ ବହୁତ ପସନ୍ଦ କରିଥାନ୍ତି।

ଏହା ସହିତ ଲୋକେ ମଧ୍ୟ ଏହାକୁ ଦେଖି ବହୁତ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ହେଲେ କିଛି ଭିଡିଓ ଏମିତି ଥାଏ ଏହାର ବିପରୀତ ହୋଇଥାଏ। ଯାହାକୁ ଦେଖି ଲୋକ ପ୍ରତିକ୍ରିୟାଶୀଳ ହୋଇ ଜାଆନ୍ତି ।ତେବେ ସେହିପରି ଆଜି ଆମେ ଜାଣିବା ଗୋଟିଏ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଏହା ଏପରି ଗୋଟିଏ ଭିଡିଓ ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡ଼ିଆରେ ଏହା ବହୁତ ସେୟାର ହେବାରେ ଲାଗିଛି।

dans

ତେବେ ଆସନ୍ତୁ ଜାଣିନେବା ସେହି ଭିଡିଓ ବିଷୟରେ। ସୋସିଆଲ ମିଡିଆରେ ଏବେ ଯେଉଁ ଘଟଣା ଏବେ ସେୟାର ହେବାରେ ଲାଗିଛି ତାହା ହେଉଛି ଏକ ଶିକ୍ଷକ ମାନଙ୍କ ପାଇଁ ହେଉଥିବା ଟ୍ରେନିଂ ସ୍କୁଲ ର ପିଲାଙ୍କର ଡାନ୍ସ ଭିଡିଓ। ତେବେ ଆପଣଙ୍କୁ କହି ଦେବୁକି ଯେ ଏହି ଦୃଶ୍ୟ ହେଉଛି କେଉଁଝର ର ଶିକ୍ଷକ ତାଲିମ କେନ୍ଦ୍ରର ଗୋଟିଏ ଭିଡିଓ। ଏଠାରେ ସିଖିବା ପାଇଁ ଏଡମିସନ୍ ହୋଇଥିବା ପ୍ରଥମ ବର୍ଷର ପିଲା ମାନଙ୍କ ପାଇଁ ଗୋଟିଏ ସ୍ୱାଗତ ସମ୍ବର୍ଦ୍ଧନା ସଭା ର ଆୟୋଜନ ହୋଇଛି ।

ଆଉ ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭା ରେ ପିଲାମାନେ ନୂଆ ପିଲାମାନଙ୍କୁ ସ୍ଵାଗତ କରିବା ପାଇଁ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ସେଥିରେ ସେମାନେ ଡାନ୍ସ କରୁଥିବାର ଗୋଟିଏ ଭିଡିଓ ଏବେ ସାମ୍ନାକୁ ଆସିଛି। ସ୍କୁଲ୍ ୟୁନିଫର୍ମ ପିନ୍ଧି ସେମାନେ ବହୁତ ସୁନ୍ଦର ଭାବେ ଏହି ନୃତ୍ୟ କରୁ ଥିବାର ଦେଖିବାକୁ ମିଳିଛି। ତେବେ ଏକ ପୁରୁଣା ଆଲବମ ଗୀତ ଡେଉଁଛି ମୋ ବାଁ ଆଖି ଗୀତରେ ଛାତ୍ରୀ ମାନେ ଡାନ୍ସ କରୁଛନ୍ତି।

ସେମାନେ ଏହି ନାଚକୁ ଉପଭୋଗ କରୁଛନ୍ତି ଏବଂ ଖୁସିର ସହିତ ଏହାକୁ ପ୍ରଦର୍ଶନ କରୁଥିବା ବେଳେ ସେଠାରେ ଉପସ୍ଥିତ ଅନ୍ୟ ପିଲାମାନେ ତାଳି ମାରି ସେମାନଙ୍କୁ ଉତ୍ସାହିତ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଦୃଶ୍ୟକୁ ରେକର୍ଡ କରି ଏବେ ୟୁ ଟ୍ୟୁବ୍ ଚ୍ୟାନେଲରେ ଅପଲୋଡ କରାଯାଇଛି। ଏହାକୁ ଦେଖି ଦର୍ଶକ ମାନେ ବହୁତ ଖୁସି ମଧ୍ୟ ହେଉଛନ୍ତି। ତେବେ ଆପଣ ମାନେ ଏହି ଭିଡ଼ିଓ ଦେଖି ନିଜର ପ୍ରତିକ୍ରିୟା ନିଶ୍ଚିତ ରଖନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *