ଏହି ନାମର ଝିଅମାନେ ବିବାହ ପରେ ଶଶୁର ଘରକୁ ସ୍ୱର୍ଗ କରିଦିଅନ୍ତି ।

Spread the love

ଏହି ନାମର ଝିଅମାନେ ସର୍ବଦା ହସ ହସ ମୁହଁରେ ରହିଥାନ୍ତି । ଯେଉଁ ଘରକୁ ଏମାନେ ନବବୋଧୂ ସାଜି ଯାଆନ୍ତି, ସେହି ଘରକୁ ସୁଖ ଶାନ୍ତିରେ ଭରି ଦିଅନ୍ତି ।

ବିବାହ ଏହି ସଂସାରର ପବିତ୍ର ସମ୍ପର୍କ ହୋଇଥାଏ । ମାନ୍ୟତା ରହିଛି; ଯଦି ଆପଣଙ୍କୁ ଏକ ଭଲ ଜୀବନ ସାଥି ମିଳିଥାଏ; ତେବେ ଜୀବନ ସ୍ୱର୍ଗ ହୋଇଯାଇ ଥାଏ । ଜଣେ ଜୀବନ ସାଥି ଖୋଜିବା ପାଇଁ ଅନେକ ଜୋତିଷ୍କଙ୍କ ପରାମର୍ଶ ନେବା ପାଇଁ ପଡିଥାଏ । ଜୋତିଷ ଶାସ୍ତ୍ରରେ ଏପରି କିଛି ନାମର ଉଲ୍ଲେଖ ରହିଛି, ଯେଉଁ ନାମଧାରୀ ଝିଅଙ୍କ ସହ ବିବାହ କରିବା ପରେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ । ପ୍ରତି ଝିଅ ହେଉ କିମ୍ବା ପୁଅ ନିଜ ପାଇଁ ଭଲ ଜୀବନ ସାଥିଟିଏ ଖୋଜିଥାନ୍ତି । ବିବାହ ପରେ ପୁଅ ହେଉ କିମ୍ବା ଝିଅ, ସେମାନଙ୍କ ଜୀବନ ବଦଳି ଯାଇଥାଏ । ବିବାହ ପରେ ପୁଅ ଏବଂ ଝିଅ ଉଭୟଙ୍କ ଭାଗ୍ୟ ପରସ୍ପର ସହ ଯୋଡି ହୋଇ ଯାଇଥାଏ । ବେଳେବେଳେ ଭାଗ୍ୟ ଭଲ ହୋଇଥାଏ ତ ବେଳେବେଳେ ଭାଗ୍ୟ ଏପରି ବଦଳିଥାଏ, ଯେ ସବୁ କିଛି ଓଲଟ ପାଲଟ ହୋଇ ଯାଇଥାଏ ।

ଆଜି ଆମେ ଆପଣଙ୍କୁ କିଛି କହିବୁ, ଯାହା ଆପନଙ୍କ ପାଇଁ ଲାଭଦାୟକ ହୋଇପାରେ । ବିବାହ ସମୟରେ ଏହି କଥା ଗୁଡିକୁ ଧ୍ୟାନରେ ରଖିଲେ ଆପଣଙ୍କ ଭାଗ୍ୟ ମଧ୍ୟ ଚମକି ଉଠିବ । ଆମେ ଆଜି କହିବୁ, ସେହି ନାମ ଥିବା ଝିଅଙ୍କ ବିଷୟରେ ଯେଉଁମାନଙ୍କୁ ବିବାହ କଲେ ଆପଣଙ୍କ ଜୀବନରେ ଖୁସି ଏବଂ ଶାନ୍ତି ଭରି ହୋଇଯିବା । ଏହି ନାମ ଥିବା ଝିଅମାନେ ଶଶୁର ଘରେ ପାଦ ରଖିବା ପରେ ସୁଖ ଶାନ୍ତି ଭରି ହୋଇଯାଇଥାଏ ।

N ନାମର ଝିଅ :

ଶାସ୍ତ୍ର ଅନୁସାରେ ଏହି ନାମର ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ବିଷୟରେ ଏହା କୁହାଯାଇଛି ଯେ; ଏହି ନାମର ଝିଅମାନେ ଯେଉଁ ଘରେ ନିଜର ପାଦ ରଖିଥାନ୍ତି, ସେହି ଘରେ ସୁଖ ସମୃଦ୍ଧି ଭରି ହୋଇଯାଇ ଥାଏ । ଏହି ଝିଅମାନେ ଶଶୁରଙ୍କ ଘରକୁ ସ୍ୱର୍ଗ ବନାଇ ଦିଆନ୍ତି । ଏହି ଝିଅମାନେ ନିଜ ଜୀବନସାଥୀଙ୍କୁ ଏବଂ ନିଜ ଘର ଲୋକଙ୍କ ବହୁତ ଧ୍ୟାନ ରଖିଥାନ୍ତି । ଏହି ନାମର ଝିଅମାନେ ସର୍ବଦା ଘରକୁ ବାନ୍ଧି ରଖିଥାନ୍ତି ।

D ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

ଏହି ନାମର ଝିଅମାନେ ଭାଗ୍ୟରେ ଧନୀ ହୋଇଥାନ୍ତି । ଯେଉଁ ଘରକୁ ଏମାନେ ବିବାହ କରି ଯାଆନ୍ତି, ସେହି ଘରକୁ ସୁଖ ସମୃଦ୍ଧିରେ ଭରି ଦିଆନ୍ତି । ଏହି ଝିଅମାନଙ୍କ ଆଗମନରେ ଘର ଲୋକଙ୍କ ଭାଗ୍ୟ ବଦଳି ଯାଇଥାଏ; ଯାହାଫଳରେ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

G ଅକ୍ଷରରେ ଆରମ୍ଭ ହୋଇଥିବା ନାମ :

ଏହି ନାମରେ ଆରମ୍ଭ ହୋଇଥିବା ଝିଅଙ୍କ ନାମ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମାନେ ବହୁତ ହାସ୍ୟମୁଖ ସ୍ୱଭାବର ହୋଇଥାନ୍ତି । ଯେଉଁ ଘରକୁ ଏମାନେ ବିବାହ କରି ଯାଇଥାନ୍ତି; ସେହି ଘରେ ବହୁତ ଖୁସି ଭରି ହୋଇ ଯାଇଥାଏ । ଏମାନେ ଘର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସାକ୍ଷାତ ଲକ୍ଷ୍ମୀଙ୍କ ପରି ହୋଇଥାନ୍ତି ।