ଏହି 3 ନାମର ଝିଅମାନେ ହୋଇଥାନ୍ତି ବହୁତ ଖତରନାକ ।

3 girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରର ଝିଅ ଏବଂ ବୋହୁ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି । ଏହି କଥା ପୂରାପୂରି ସତ୍ୟ ଅଟେ । ଘରେ ଝିଅ ଜନ୍ମ ହେବା କିମ୍ବା ଘରେ ବୋହୁ ପ୍ରବେଶ କରିବା ଘରେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ପ୍ରବେଶ କରିବା ସହିତ ସମାନ ଅଟେ । ଝିଅମାନେ ପୁଅମାନଙ୍କ ଠାରୁ ଅଧିକ ଘରକୁ ସୁଖ ଓ ସମୃଦ୍ଧି ଦେଇଥାନ୍ତି । ଯେଉଁଠି ଗୋଟିଏ ଝିଅ ବିବାହ ପରେ ପିତା ଘର ଛାଡି ଚାଲିଯାଇ ଥାଏ ଅନ୍ୟ ପଟେ କାହାର ଝିଅ ଆମ ଘରକୁ ବୋହୁ ରୂପରେ ପ୍ରବେଶ କରିଥାଏ ।

ଏହିଭଳି ଭାବରେ ଆମ ଘରେ ସବୁବେଳେ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ହେଲେ କଣ ଆପଣ ଜାଣିଛନ୍ତି କି କେତେ ଥର ଘରର ଝିଅ ଓ ବୋହୁ ମାନେ ଏହିଭଳି କାର୍ଯ୍ୟରେ ଲିପ୍ତ ହୋଇ ଯାଆନ୍ତି ଯେଉଁ କାରଣରୁ ମାତା ଲକ୍ଷ୍ମୀ ତାଙ୍କ ଉପରେ ରାଗି ଯାଆନ୍ତି ଓ ମାତା ଲକ୍ଷ୍ମୀ ସେହି ଘରେ କେବେ ବି ପ୍ରବେଶ କରି ନଥାନ୍ତି । ତେବେ ଚାଳନ୍ତୁ ଜାଣିବା ସେହି ତିନୋଟି ନାମର ଝିଅମାନଙ୍କ ବିଷୟରେ ଯେଉଁମାନେ ବହୁତ ଭୟଙ୍କର ଅଟନ୍ତି ।

girl 1

B ନାମ ର ଝିଅମାନେ

ଯେଉଁ ଝିଅ ମାନଙ୍କର ନାମ B ଅକ୍ଷରୁ ଆରମ୍ଭ ହୋଇଥାଏ ସେମାନଙ୍କ ସ୍ଵଭାବ ସଫା ହୃଦୟର ହୋଇଥାଏ । ହେଲେ କଥା କଥାରେ ରାଗିଯିବା ଏମାନଙ୍କର ସବୁଠୁ ବଡ ସମସ୍ୟା ହୋଇଥାଏ । ଏହି ନାମର ଝିଅମାନେ ଅନ୍ୟ ଉପରେ ନିଜର ରାଗ ଦେଖାଇଥାନ୍ତି ।ହେଲେ ବହୁତ ରାଗି ହେବା ସତ୍ୱେ ବି ଏହି ନାମର ଝିଅମାନେ ଭଲ ମଣିଷର ଗଣତି ହୋଇଥାନ୍ତି ।

L ନାମ ର ଝିଅମାନେ

ଏହି ନାମର ଝିଅମାନେ ଏହିଭଳି କୌଣସି କାମ କରିବାକୁ ପସନ୍ଦ କରନ୍ତି ନାହିଁ ଯେଉଥି ପାଇଁ ଏମାନଙ୍କ ନାମ ଖରାପ ହେଉ । ଏହି ନାମର ଝିଅମାନେ ସବୁ କାମରେ ଆଗୁଆ ରୁହନ୍ତି । ଏହି ନାମର ଝିଅମାନଙ୍କୁ ଜୀବନରେ ନୂତନ କାମ କରିବାକୁ ଓ ନୂଆ ନୂଆ ସ୍ଥାନ ବୁଲିଯିବାକୁ ଭଲ ଲାଗେ । ହେଲେ ଏମାନଙ୍କର ରାଗ ଏମାନଙ୍କୁ କମଜୋର କରି ଦିଏ । ଏମାନେ କାହା ଉପରେ ବି କେତେବେଳେ ବି ରାଗି ଯାଆନ୍ତି ।

women 2

R ନାମ ର ଝିଅମାନେ

ଏହି ନାମର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହା ସହିତ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହି କାରଣରୁ ଲୋକମାନେ ଏମାନଙ୍କ ଆଡକୁ ଅତି ସହଜରେ ଆକର୍ଷିତ ହୋଇଥାନ୍ତି । ଏହିଭଳି ମହିଳାମାନେ ସମାଜ ପାଇଁ ହିଁ କାର୍ଯ୍ୟ କରନ୍ତି । ହେଲେ ଏମାନଙ୍କ ରାଗ ଏମାନଙ୍କର ସବୁଠୁ ବଡ କମଜୋରି ରହିଥାଏ । ଏମାନେ ରାଗିବା ଓ ଭଲ ପାଇବା ଉଭୟ ଜାଣିଛନ୍ତି । ହେଲେ ଏମାନେ ନିଜେ ଲୁଚାଇ ପାରନ୍ତି ନାହିଁ ଏହି ସବୁକୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *