ଅଚାନକ ରାସ୍ତାରେ ଚେତାଶୁନ୍ୟ ହୋଇ ପଡିଯାଇଥିଲେ ଛାତ୍ରୀ ଜଣକ, ହସ୍ପିଟାଲରେ ଡାକ୍ତର ଯେତେବେଳେ ବ୍ୟାଗ୍ ଖୋଲିଲେ ! ମିଳିଥିଲା ଏହି ଜିନିଷ

Spread the love

ବିହାରରେ ଏକ ଆଶ୍ଚର୍ଯ୍ୟ କରିବା ଘଟଣା ସମ୍ମାକୁ ଆସିଛି । ବୁଧବାର ଦିନ, ଗୋଟିଏ କଲେଜ ଅଧୟନରତ ଛାତ୍ରୀ ରାସ୍ତରେ ଯିବା ସମୟରେ ଅଚାନକ ବେହୋସ ହୋଇଯାଇଥିଲେ ବେହୋସ ହୋଇ ରାସ୍ତାରେ ପଡିଯାଇଥିଲେ. ରାସ୍ତାର ପଥିକମାନେ ଓ ଛାତ୍ରୀ ଜଣକର ସାଙ୍ଗମାନେ ସହାୟତାରେ, ବେହୋସ ହୋଇଥିବା ଛାତ୍ରୀକୁ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତର ଯେତେବେଳେ ଛାତ୍ରୀର ବ୍ୟାଗ ଖୋଲିଥିଲେ, ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣାଟି କଣ ଥିଲା ।

ସମ୍ପୂର୍ଣ୍ଣ ଘଟଣାଟି :

ଏହି ଘଟଣାଟି ବିହାରର ଭୋଜପୁର ଅଟେ । ବୁଧବାର ଦିନ ଛାତ୍ରୀ ଜଣକ ନିଜ ସାଙ୍ଗ ସାଥି କଲେଜକୁ ଯାଉଥିଲେ । କଲେଜକୁ ଯିବା ସମୟରେ ଛାତ୍ରୀ ଜଣକ ବେହୋସ ହୋଇଯାଇଥିଲେ । ଛାତ୍ରୀ ଜଣକ ବେହୋସ ହୋଇ ପଡିଯିବା ପରେ ତାର ସାଙ୍ଗ ଏବଂ ରାସ୍ତାର ପଥିକମାନେ ସେହି ଛାତ୍ରୀକୁ ହସ୍ପିଟାଲ ନେଇ ଯାଇଥିଲେ । ହସ୍ପିଟାଲ ପହଂଚିବା ପରେ ଯେଉଁ ସତ୍ୟ ସମ୍ମାକୁ ଆସିଲା ତାହା ଜାଣିବା ପରେ ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲେ ଏବଂ ପରେ ସମସ୍ତଙ୍କ ହୋସ ଉଡିଯାଇଥିଲା ।

ବ୍ୟାଗରୁ ମିଳିଥିଲା ଏହି ଜିନିଷ :

ହସ୍ପିଟାଲରେ ଡାକ୍ତର ଯେତେବେଳେ ଛାତ୍ରୀର ବ୍ୟାଗ ଖୋଲିଥିଲେ, ଡାକ୍ତରଙ୍କୁ ବ୍ୟାଗ ମଧ୍ୟରୁ ଏକ ବୋତଲ ମିଳିଥିଲା । ସାଙ୍ଗସାଥିମାନେ କହିଲେ, ସେହି ବୋତଲରୁ ସେ ପିଉଥିଲା । ଆମ୍ଭେମାନେ ପଚାରିବାରୁ କହିଲା, ଏହି ବୋତଲରେ ଔଷଧ ଅଛି, ଦେହ ଖରାପ ଥିବାରୁ ନିର୍ଧାରିତ ସମୟରେ ଔଷଧ ପିଉଛି । ପିଇବା ପରେ ତାର ଅବସ୍ଥା ଶୋଚନୀୟ ହେବାକୁ ଲାଗୁଥିଲା ।

କିନ୍ତୁ ଡାକ୍ତର ଯେତେବେଳେ ନିରକ୍ଷଣ କରିଲେ, ତାହା କାନାସୀ ଔଷଧ ନାହିଁ ବରଂ ସେହି ବୋତଲରେ ମଦ ରହିଥିଲା । ଛାତ୍ରୀ ଜଣକ ତାହା ପିଇବା ଫଳରେ ନିଶା ହୋଇଯାଇଥିଲା, ଯାହାଫଳରେ ସେ ରାସ୍ତାରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଡାକ୍ତର ଯେତେବେଳେ ଛାତ୍ରୀ ଜନକକୁ ଇଂଜେକସନ ଦେଇଥିଲେ, ସେତେବେଳେ ଛାତ୍ରୀ ଜଣକ ନିଶାରେ ପାଟି କରିବାକୁ ଲାଗିଲେ ଏବଂ ହସ୍ପିଟାଲରେ ଜରାରେ ପାଟି କରି ଗାଳିଗୁଲ୍ଲଜ କରିଥିଲେ ।

ଝିଅଟି ଜାଣତରେ ହେଉ ଅବା ଅଜାଣତରେ ହେଉ କିନ୍ତୁ ଗୋଟିଏ ପାଇଁ ସମସ୍ତକୁ ଅପମାନିତ ହେବାକୁ ପଢୁଛି ।