ଝିଅ ଲୁଗା ଖୋଲିଲେ ଟୋକା ଲାଳ ଗଳାନ୍ତି , ଆମକୁ ଲଙ୍ଗଳା ନାଚ ପସନ୍ଦ: ଏମିତି କଣ କହିଦେଲେ

dance

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଏମିତି ବେକାର ଲୋକ ମାନଙ୍କୁ ଏହି ଅଧିକାର ଦେଲା କିଏ ଏହି ପରି ଭାବେ ଆମ ସଂସ୍କାର ଏବଂ ସଂସ୍କୃତି ଉପରେ ଏହି ପରି ଭାବେ ଏନକେରଜ କରିବା ଭଳି ଡେନ୍ସ କରୁଛନ୍ତି । ଏଠାରେ ଏମାନେ ମାଙ୍କଡ ନାଚୁଛନ୍ତି ପୁଣି ଅଧା ଡ୍ରେସ୍ ପିନ୍ଧିଥିବା ମହିଳା ମାନଙ୍କ ସହିତ । ତେବେ ଏଠାରେ ସେମାନେ କଣ ଦେଖେଇବା ପାଇଁ ଚାହୁଁଛନ୍ତି ଯାତ୍ରା କଳାକାର ଏଠାରେ କିଛିବି ବୁଝା ପଡୁନାହିଁ ।

ଏମିତିରେ ଠିକ୍ ଅଛି ତୁମେ ମାନେ ଅଧା ଡ୍ରେସ୍ ପିନ୍ଧି ନାଚୁଛ ଏବଂ ଜୋତା ମାଡ ବି ଖାଉଛ ଠିକ୍ ଅଛି ହେଲେ ଏଠାରେ ସଂସ୍କାର ଉପରେ ଆର୍ଟାକ୍ କରିବା କେତେ ଦୁର ଠିକ୍ ଅଟେ । ଆମେ ମାନେ ବି ଗୋଟେ ହିନ୍ଦୁ କାଣ୍ଟ୍ରି ରୁ ବିଲଙ୍ଗ୍ସ କରୁଥିବା ବେଳେ ଏହି ପରି କରିବା ଏକ ପ୍ରହସନ ନୁହେଁତ କଣ । ତୁମେ ମାନେ ଏଠାରେ ଯେଉଁ ଅ-ଶ୍ଳୀଳ ଡେନ୍ସ କରି ତୁମେ ମାନେ ଏହା ଦେଖେଇବା ପାଇଁ ଚାହୁଁଛ କି ରାମାୟଣ ରେ ମାଙ୍କଡ ମାନେ ଏମିତି କରୁଥିଲେ ।

ja

ତେବେ ଏମିତି କ୍ଷେତ୍ର ରେ ଜାହା ଇଚ୍ଛା ସେହି ପରି ଭାବେ ସେମାନେ କାମ କରୁିଥିବା ବେଳେ ଏମାନଙ୍କ ଉପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଟାନ ହେବା ଆବଶ୍ୟକ ଅଟେ । ତେବେ ଏହାକୁ ନିଶ୍ଚିତ ଭାବେ କେଉଁଠି ନା କେଉଁଠି ଏମାନଙ୍କୁ ସିଖା ଯାଉଛି କାରଣ ଆଜିର ସମୟ ରେ ଯୁବପୀଢି ମାନଙ୍କୁ ରାମାୟଣ ମହାଭାରତ ନିଶ୍ଚିତ ଭାବେ ବେସଲେସ୍ ଲାଗେ । ଆଉ ଏମାନଙ୍କୁ ତ ଆଜିର ସମୟ ରେ ନୂଆ ନୂଆ ଫେରିଟେଲ ଠୁ ଆରମ୍ଭ କରି ଆନ ରିୟଲ୍ଷ୍ଟିକ୍ ଷ୍ଟୋ୍ରୀ ଗୁଡିକ ଭଲ ଲାଗେ ।

ତେବେ ସେମାନଙ୍କୁ କଣ ଏହି ସବୁ ଭଲ ଲାଗିବ । ତେବେ ଏମାନେ ସତରେ ଯାତ୍ରା କରୁଛନ୍ତି । ତେବେ ଏହି ପରି ବେଳେ ତୁମେ ମାନେ ସବୁ ବେଳେ ଏହି ପରି କ୍ଷେତ୍ର ରେ ନିଜର ଲିମିଟ ଦେଖେଇବା ନିହାତି ଜରୁରୀ ଅଟେ । ସେହିଥି ପାଇଁ ନିଶ୍ଚିତ ଭାବେ ଏହା ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ଆବଶ୍ୟକ ଅଟେ ଜାହା ଫଳରେ ଆଗକୁ ଏହି ସବୁ ଯେମିତି ପୁନରାବୃତ୍ତି ନହୁଏ ବୋଲି ବିନ୍ଦୁଜା କହିଛନ୍ତି । ତେବେ ଆପଣ ମାନେ ତାଙ୍କର ଭିଡ଼ିଓ ଏଠାରେ ଦେଖିବା ପାଇଁ ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ