ନିଛାଟିଆ ଜାଗା ଦେଖି କରୁଥିଲେ ଖେଳ ,ତାପରେ ଯାହା ହେଲା…

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରେମ ସପ୍ତାହ ରେ ପ୍ରେମ କରି ପ୍ରେମି ଯୁଗଳ ହଟହଟା । ତାପରେ ଜାହା ହେଲା ଆପଣ ମାନେ ନ ଦେଖିଲେ ବିଶ୍ୱାସ ମଧ୍ୟ କରିବେ ନାହିଁ । ହଁ ବନ୍ଧୁଗଣ ଏବେ ଚାଲିଛି ପ୍ରେମର ସପ୍ତାହ ପ୍ରେମ ର ଚଢେଇ ମାନେ ଖୋଲା ଆକାଶ ତଳେ ନିଛାଟିଆ ନିରୋଳା ଜାଗା ଦେଖି ଟିକେ ପ୍ରେମର ଆଦାନ ପ୍ରଦାନ ରେ ଲାଗି ପଡିଥିବା ବେଳେ କିଛି ଯୁବକ ଏହାକୁ ବିରୋଧ କରିବାରେ ଲାଗି ପଡିଛନ୍ତି ।

ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବିହାର ରାଜ୍ୟରେ ବିବାହର ର ଦୁଇ ପ୍ରେମି ଯୁଗଳ ପ୍ରେମର ସପ୍ତାହରେ ନିଜ ପ୍ରେମକୁ ଆହୁରୀ ନିର୍ବିଡ କରିବାକୁ ଏକ ମନ୍ଦିର ରେ ଦେଖା ହୋଇ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଏହି ସମୟ ରେ କିଛି ଯୁବକ ସେମାନଙ୍କୁ ଧରିବା ସହିତ ଉଭୟ ଙ୍କୁ ବିବାହ କରିବାକୁ ବାଧ୍ୟ କରେଇ ଥିଲେ ।

love 1

ଏହା ପରେ ହିନ୍ଧୁ ରିତି ନିତି ଅନୁସାରେ ପ୍ରେମିକା ର ମୁଣ୍ଡରେ ସିନ୍ଦୁର ଦେଇ ବିବାହ କରିଥିବାର ଦେଖିବା ପାଇଁ ମିଳିଛନ୍ତି ପ୍ରେମିକ । କିଛି ପିଲା ଏହି ଦୃଶ୍ୟ କୁ ନିଜର ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡିଆ ରେ ପୋଷ୍ଟ କରିବା ପରେ ଏହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ତେବେ ବନ୍ଧୁଗଣ ଏବେ ପ୍ରେମ ସପ୍ତାହ ଚାଲିଥିବା ବେଳେ ବର୍ତମାନ ସମୟ ରେ ଏମିତି ବହୁତ ଘଟଣା ମାନ ଆପଣ ମାନେ ସୋସିଆଲ ମିଡିଆ ରେ ଦେଖିବାକୁ ପାଉଥିବେ । ଏହି ସବୁ ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିବ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *