ବିବାହର ପ୍ରଥମ ରାତିରେ କନ୍ୟା କରିଲେ ଏପରି କିଛି କାମ, ଯାହାଫଳରେ ବାରକୁ ଯିବାକୁ ପଡିଲା ହସ୍ପିଟାଲ ! ଲୋକେ କହିଲେ ବଡ଼ ନିଲଜ୍ଜ୍ଵ କନ୍ୟାଟି… !

Spread the love

ମାତା ପିତା ନିଜ ପୁଅ ଝିଅଙ୍କର ବିବାହ ଖୁବ ଧୁମ୍-ଧାମ୍ ରେ କରାଇଥାନ୍ତି କିନ୍ତୁ ଯେତେବେଳେ ସେମାନେ ଜାଣନ୍ତି ନିଜ ପୁଅ କିମ୍ବା ଝିଅ କାହାର ଧୋକ୍କାର ଶିକାର ହୋଇଛନ୍ତି, ତେବେ ମାତା ପିତା ବହୁତ କଷ୍ଟ ଅନୁଭବ କରନ୍ତି ।

ଆମ ସମାଜରେ ବାହା ଘରକୁ ବହୁତ ମହତ୍ୱ ଦିଆଯାଇଛି । କାରଣ ଏହା ନା କେବଳ ଦୁଇ ହୃଦୟର ମିଳନ ହୋଇଥାଏ କେବଳ ଏତିକି ନୁହେଁ ବରଂ ଏହା ଜନ୍ମ ଜନ୍ମର ସମ୍ପର୍କ ହୋଇଯାଇ ଥାଏ । ଏହା ଦ୍ଵାରା ଦୁଇଟି ପରିବାର ମଧ୍ୟ ମିଳନ ହୋଇଥାଏ । ଏହି କାରଣ ଯୋଗୁଁ ପ୍ରତ୍ୟେକ ବାପା ମାଆ ନିଜ ସନ୍ତାନର ସମ୍ବନ୍ଧ ବହୁତ ଅନୁସନ୍ଧାନ କରି ଯୋଡି ଥାଅନ୍ତି । କିନ୍ତୁ ବହୁ ଚେଷ୍ଟା ସତ୍ୱେ କିଛି ଥର ଏମିତି ହୋଇଯାଏ, ଯେଉଁଠି ଆପଣଙ୍କୁ ଧୋକା ମିଳିଥାଏ । ଏହା କେବଳ ଝିଅମାନଙ୍କ ସହ ନୁହେଁ ବରଂ ପୁଅମାନଙ୍କ ସହ ମଧ୍ୟ ହୋଇଥାଏ । ଏହି କାରଣ ଯୋଗୁଁ ଲୋକଙ୍କର ବିବାହ ସମ୍ପର୍କରେ ବିଶ୍ୱାସ ରାହେ ନାହିଁ ।

ଆଜି ଆମେ ଆପଣଙ୍କ ଏପରି ଏକ ଖବର ଜଣାଇବୁ, ଯାହା ଉତ୍ତର ପ୍ରଦେଶର ଅଟେ । ଉତ୍ତର ପ୍ରଦେଶର ସିକହାବାଦର ଆରଂଜରେ ବସ କରୁଥିବା ଧର୍ମେନ୍ଦ୍ର ସହ ବିବାହ ସମୟରେ କିଛି ଏମିତି ଘଟିଥିଲା, ଯାହାଦ୍ୱାରା ସେ ପୁରା ଭାଙ୍ଗି ପଡିଥିଲେ । କୁହାଯାଏ କି, ଧର୍ମେନ୍ଦ୍ର ବଡ଼ ଧୁମଧାମରେ ବାହା ହୋଇଥିଲେ କିନ୍ତୁ ବାହାଘର ଦିନ କନ୍ୟା ବର ସମେତ ସପରିବାରକୁ ହସ୍ପିଟାଲ ପଠେଇ ଦେଲା । ଏହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ମନରେ କିଛି ପ୍ରଶ୍ନ ଉଠୁଥିବ ଯେ, କନ୍ୟା ଏପରି କଣ କଲା ଯେ ପୁରା ପରିବାର ହସ୍ପିଟାଲରେ ପହଞ୍ଚି ଗଲେ ।

ସଂପୂର୍ଣ୍ଣ ଘଟଣା :

ଆପଣଙ୍କ ଏହି ସବୁ ପ୍ରଶ୍ନର ଉତ୍ତର ହେଉଛି; କନ୍ୟା କିଛି ଏପରି କରାମତି କଲେ ଯାହା ଫଳରେ ପୁରା ପରିବାର ହସ୍ପିଟାଲ ଗଲେ । ଧର୍ମେନ୍ଦ୍ରର ଏହି ବାହାଘରରେ ପୁରା ପରିବାର ବହୁତ ଖୁସି ଥିଲା । ସବୁକିଛି ସଠିକ ରୂପେ ସମ୍ପୂର୍ଣ୍ଣ ହେଲା । ଏହାପରେ ଯେତେବେଳେ କନ୍ୟା ବାହା ହୋଇ ଘରକୁ ଆସିଲା, ସେତେବେଳେ ପରିବାରର ଲୋକେ ଆଦରର ସହ ପାଛୋଟି ନେବା ସଙ୍ଗେ ସଙ୍ଗେ ଧୁମଧାମରେ ସ୍ୱାଗତ ମଧ୍ୟ କରିଥିଲେ କିନ୍ତୁ ଏହି ସମୟରେ କନ୍ୟା ମନରେ ଅନ୍ୟ କିଛି ଚାଲିଥିଲା ।

ହଁ ବିବାହର ପରଦିନ କନ୍ୟା ଘରୁ ଯେଉଁ ମିଠେଇ ଆସିଥିଲା ସେଥିରେ ନିଶା ଦ୍ରବ୍ୟ ମିଶିଥିଲା, ଯାହା ଖାଇଲେ ଲୋକେ ଚେତା ହରେଇବେ ଏବଂ କନ୍ୟା ତାର କାମ କରି ଫେରାର ହୋଇଯିବ । ହଁ ଆଜ୍ଞ ! ସେ ଝିଅ ଘରର ଯାବତୀୟ ଜିନିଷ ଲୁଟିବା ପାଇଁ ନା ଧର୍ମେନ୍ଦ୍ରର ପତ୍ନୀ ହେବା ପାଇଁ ଆସିଥିଲା । ସେ ଝିଅ ସମସ୍ତଙ୍କୁ ବେହୋସ କଲା ପରେ ଘରର ସମସ୍ତ ସୁନାଗହଣା ନେଇ ଚାଲିଗଲା । ସକାଳୁ କିଛି କଥାବାର୍ତ୍ତା ନ ଶୁଭିବାରୁ ଘର ପଡୋଶୀ ଲୋକ କବାଟ ପିଟି ଦେଖିଲେ ଯେ, ସମସ୍ତେ ଅଚେତ ଅବସ୍ଥାରେ ଅଛନ୍ତି । ଏହା ପରେ ସମସ୍ତଙ୍କୁ ହସ୍ପିଟାଲ ନିଆଗଲା ଏବଂ ସମସ୍ତେ ଚେତା ଫେରିବା ପରେ ସତ ଜାଣିବାକୁ ପାଇଲେ, ପରେ ସମସ୍ତେ ପୋଲିସ ଷ୍ଟେସନ ଯାଇ କନ୍ୟା ନାମରେ କେସ ରଜ୍ଜୁ କରିଥିଲେ ।

ଏହି ଅନୁଛେଦଟିରେ ଆପଣ କଣ ମତାମତ ପ୍ରଦାନ କରିବେ ?