ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନାରେ ରେ ଆସିଲା ପ୍ରଥମ କିସ୍ତି । ଏହି ତାରିଖରେ ମିଳିବ ଟଙ୍କା…

Pradhanmantri Awas

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ 9ଲକ୍ଷ 69 ହଜାର ଘର ଆବଣ୍ଟିତ ହୋଇଛି ଜାହା ମଧ୍ୟ ଆପଣ ମାନେ ଚାହିଁଲେ ଲିଷ୍ଟ ବି ଚେକ୍ କରି ପାରିବେ । ଏମିତି କି ଅନଲାଇନ ଯୋଗେ ଦେଖିବା ପାଇଁ ହେଲେ ଏଠାରେ ଆମେ ଲିଙ୍କ୍ ମଧ୍ୟ ଦେଇଦେଇଛୁ । ଏହା ସହିତ ଆସିବାକୁ ଯାଉଛି ପ୍ରଥମ କିସ୍ତିର 40 ହଜାର ଟଙ୍କା । ତେବେ କେଉଁ ମାନଙ୍କୁ ମିଳିବ କଣ ରହିଛି ଏହାର ଲିଷ୍ଟ ଅପଡେଟ ସେହି ସବୁ ବିଷୟ ରେ ଆମେ ଏଠାରେ ଆପଣ ମାନଙ୍କୁ ସୂଚନା ଦେବୁ ।

ତେବେ ବନ୍ଧୁଗଣ ପ୍ରଥମେ ଯେଉଁ ଆପଣ ମାନଙ୍କୁ 40 ହଜାର ଟଙ୍କା ବିଷୟ ରେ କହିବୁ ସେହିଥି ପାଇଁ ଆପଣ ମାନଙ୍କୁ rhreporting.nic.in ରେ ଯିବାକୁ ହେବ ସେଠାରେ ସେଠାରେ ଆପଣ ମାନଙ୍କୁ Social Progress Reports ଦେଖିବାକୁ ପାଇବେ ସେଠାରେ ଆପଣ ମାନେ ବିନିଫିସାରି ଭେରିଫିକେସନ କୁ ଚେକ୍ କରି ପାରିବେ ।

pm

ତା ଉପରେ କ୍ଲିକ୍ କରିବା ପରେ ଆପଣ ମାନଙ୍କୁ ନିଜର ରାଜ୍ୟ ଓଡିଶା ସିଲେକ୍ଟ କରିବାକୁ ପଡିବ ପରେ ଆପଣ ମାନଙ୍କର ଡିଷ୍ଟିକ୍ ସିଲେକ୍ଟ କରିବେ ଏବଂ ପରେ ବ୍ଲକ୍ ଆଉ ତା ପରେ ନିଜର ପଞ୍ଚାୟତ କୁ ସିଲେକ୍ଟ କରିନେବେ । ଏବଂ ଶେଷରେ ଆପଣ ମାନଙ୍କପ ଇୟର ଏଠାରେ ଆପଣ ମାନେ 2021-2022 ଦେବେ ଏହା ପରେ ଆପଣ ମାନେ ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଯୋଜନା ସିଲେକ୍ଟ କରିବେ ।

ଏବଂ ପରେ ଆପଣ ମାନଙ୍କୁ ଏକ କେପ୍ଚା ଫିଲ୍ କରିବାକୁ ପଡିବ ଏବଂ ପରେ ସମିଟ୍ କରିବା ପରେ ଆପଣ ମାନଙ୍କ ସାମ୍ନକୁ ଆସିଯିବ ଡାଉନଲୋର୍ଡ PDF ଅଫସନ । ଏବଂ ଆପଣ ମାନେ ସେହି PDF କୁ ଡାଉନ ଲୋର୍ଡ କରି 28/12/2022 ରେ ଆଡ୍ ହୋଇଥିବା ନୂଆ ଲିଷ୍ଟ ର ନାମ ଆପଣ ମାନେ ନିଶ୍ଚିତ ଭାବେ ଦେଖିବାକୁ ପାଇବେ ।

ତେବେ ସବୁ ଗୁଡିକ ପ୍ରାୟ ନୂଆ ଆପଡେଟ ହୋଇଛି ଆପଣ ମାନେ ଚାହିଁଲେ ନିଶ୍ଚିତ ଭାବେ ଚେକ୍ କରି ପାରିବେ । ତଥା କିଛି ରାଜ୍ୟ ମାନଙ୍କରେ ଏହାର ପ୍ରଥମ କିସ୍ତି ଟଙ୍କା ମିଳି ସାରିଥିବା ବେଳେ ବହୁତ ଜଲ୍ଦି ଓଡିଶା ରେ ବି ଏହାର କିସ୍ତି ଟଙ୍କା ଆସିବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ