“କୁଛ୍ କୁଛ୍ ହୋତା ହେ”ରେ ଅଭିନୟ କରିଥିବା ଅଞ୍ଜଲି ବର୍ତ୍ତମାନ ଦେଖାଯାଉଛନ୍ତି ଭାରି ସୁନ୍ଦର ! ଆସନ୍ତୁ ଦେଖିବ ସେ କିପରି ଦେଖାଯାଉଛନ୍ତି ।

Spread the love

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ୧୯୯୮ ମସିହାରେ ରିଲିଜ ହୋଇଥିବା ଚଳଚିତ୍ର “କୁଛ୍ କୁଛ୍ ହୋତା ହେ” । ଏହି ଚଳଚିତ୍ରରେ ବହୁତ ଲୋକପ୍ରିୟ ଅଭିନେତା ଶାହାରୁଖ ଖାନ୍, କାଜଲ ଓ ରାଣୀ ମୁଖର୍ଜୀ ଅଭିନୟ କରିଥିଲେ । ୧୯୯୮ ମସିହାର ଏହି ଚଳଚିତ୍ର ସବୁଠାରୁ ଅଧିକ ହିଟ୍ ହୋଇଥିଲା । ଏହି ଚଳଚିତ୍ର ସଭିଁଙ୍କ ହୃଦୟକୁ ଜିତିଥିଲା । ଏହି ଚଳଚିତ୍ରରେ ଶାହାରୁଖ ଖାନଙ୍କ ସ୍ତ୍ରୀ ରୂପେ କାଜଲ ଅଭିନୟ କରିଥିବା ବେଳେ ଅଞ୍ଜଳି ତାଙ୍କ ଝିଅ ରୂପେ ଅଭିନୟ କରିଥିଲେ । ଅଞ୍ଜଳୀକୁ ଆପଣ ସମସ୍ତେ ତ’ ନିଶ୍ଚୟ ଦେଖିଥିବେ । ତେବେ ଚାଲନ୍ତୁ ଆଜି ଆମେ ଅଞ୍ଜଳୀଙ୍କ କିଛି ବିଷୟରେ କିଛି ଜାଣିବା ।

ଅଞ୍ଜଳି ଏହି ଚଳଚିତ୍ରରେ ଭଲ ଅଭିନୟ କରି ବହୁତ ନାମ ଅର୍ଜନ କରିଥିଲେ । ସେ ନିଜ କ୍ୟୁଟ୍ ହସ ଦ୍ୱାରା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲେ । ସେହି ଅଞ୍ଜଳି ଏବେ ବହୁତ ବଡ଼ ହୋଇ ଯାଇଛନ୍ତି । ଛୋଟ ପିଲା ରୁପେ ଅଭିନୟ କରିଥିବା ଅଞ୍ଜଳିଙ୍କ ପ୍ରକୃତି ନାମ “ସନା” ଅଟେ । ସନାଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୮୮ରେ ମୁମ୍ବାଇରେ ହୋଇଥିଲା । ସେ ଛୋଟ ଆର୍ଟିଷ୍ଟ ରୂପେ ଅନେକ ଚଳଚିତ୍ରରେ ଅଭିନୟ କରିଥିଲେ ।

ଖାସ୍ କରି ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ଏତେ ସହଜ କାମ ହୋଇନଥାଏ । ପ୍ରାୟ ଅଧିକାଂଶ ଲୋକମାନେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହିଁଥାନ୍ତି । ଭାରତରେ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ପ୍ରତିଭାର ଅଭାବ ନାହିଁ । ଏଠାରେ ବହୁତ ଭଲ ଭଲ ପ୍ରତିଭାଙ୍କୁ ଆପଣ ଖୋଜି ବାହାର କରିପାରିବେ । ବଲିଉଡ ଇଣ୍ଡଷ୍ଟ୍ରି ସବୁବେଳେ ଡ଼ିମାଣ୍ଡରେ ଥାଏ । କାରଣ ଏଠାରେ ପ୍ରତିଭା ସମ୍ପର୍ଣ୍ଣ ଥିବା ଲୋକମାନେ ଅଧିକ ସଂଖ୍ୟାରେ ଅଛନ୍ତି କିନ୍ତୁ ସୁଯୋଗ ବହୁତ କମ ଲୋକଙ୍କୁ ହିଁ ମିଳିଥାଏ । ତେଣୁ ସନା ଏବେ କଠିନ ପରିଶ୍ରମ କରି ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ସନା ନିଜ ହୋଟ୍ ଲୁକିଙ୍ଗରେ ସଭିଙ୍କୁ ଦିୱାନା କରି ସାରିଛନ୍ତି । ସନା ଏବେ ବଲିଉଡରେ ପ୍ରବେଶ କରିବାକୁ କଠିନରୁ କଠିନ ପରିଶ୍ରମ କରି ନିଜକୁ ପ୍ରସ୍ତୁତ କରୁଛନ୍ତି । “କୁଛ୍ କୁଛ୍ ହତା ହେ” ଚକଚିତ୍ରରେ ଛୋଟ ପିଲାରୁପେ ଅଭିନୟ କରିଥିବା ଅଞ୍ଜଳି ଏବେ ଆପଣଙ୍କୁ କିଭଳି ଲାଗୁଛନ୍ତି, ତାହା କମେଣ୍ଟ କରି ଆପଣ ଆମକୁ ନିଶ୍ଚୟ ଜଣାନ୍ତୁ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ଅନୁଛେଦଟିରେ ପ୍ରଦାନ କରାଯାଇଥିବା ସୂଚନା ଆପଣଙ୍କୁ ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗ ମଧ୍ୟରେ ସେୟାର କରନ୍ତୁ । ଧନ୍ୟବାଦ ।