ସମ୍ପର୍କର ସୀମା ଭୁଲିଗଲା ବାପା ,କା-ମ-ନାରେ ଅନ୍ଧ ହୋଇ ନିଜ ଝିଅକୁ ଝୁଣି ପକାଇଲା

daughter

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସମ୍ପର୍କ ର ସୀମା ଭୁଲିଗଲା ସଇତାନ ବାପା । କାମନାରେ ଅନ୍ଧ ହୋଇ ଝିଅକୁ ଦୁ-ଷ୍କ-ର୍ମ କଲା । ଜନ୍ମ ଦେଇଥିବା ବାପା ଝିଅକୁ ଝୁଣି ପକାଇଲା । ଚିତ୍କାର କରିବାରୁ ଝିଅର ମୁହଁକୁ ବନ୍ଦ କଲା ମାଁ । ମାଁ ଆଗରେ ଝିଅକୁ ଦୁ-ଷ୍କ-ର୍ମ କରିଚାଲିଲା ବାପା । ବାପା ଭୁଲିଗଲା ମାନବିକତା । ଆଉ ଦେ-ହ ସୁଖ ପାଇଁ ଝିଅକୁ କରି ଚାଲିଲା ଦୁ-ଷ୍କ-ର୍ମ । ଆଉ ଯେତେବେଳେ ଝିଅ ପାଟି କଲା ସେତେବେଳେ ଝିଅର ପାଟିକୁ ବନ୍ଦ କରିଦେଲା ମାଁ । ଆଉ ମାଁ ର ଆଖି ସାମ୍ନା ରେ ଝିଅକୁ ଦୁ-ଷ୍କ-ର୍ମ କରିଚାଲିଲା ବାପା ।

ଏ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଅମାନବୀୟ ଓ ଘୃଣ୍ଣ୍ୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ପରେରି ରେ । ଦ୍ୱିତୀୟ ପତ୍ନୀ ସହ ମିଶି ଜଣେ ବ୍ୟକ୍ତି ନିଜ ଝିଅକୁ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ କୁନି ଝିଅର ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବାପା ଓ ସାବତ ମାଁ କୁ ଗିରଫ କରିଛି । ଏହା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଏଇ କିଛିଦିନ ପୂର୍ବେ କୌଣସି ଏକ କାରଣ ପାଇଁ ଜେଲ୍ ଯାଇଥିଲା ବାପା । ଆଉ ଜେଲ୍ ରୁ ବାହାରି ଘରକୁ ଯାଇ ନିଜ ଝିଅକୁ ଦୁ-ଷ୍କ-ର୍ମ କଲା । ସବୁଠାରୁ ଲଜ୍ଜା କର କଥା ଏସବୁ ପଛରେ ଝିଅଟିର ସାବତ ମାଁ ର ହାତ ଅଛି । ଏସବୁ କାମ ପାଇଁ ମହିଳା ଜଣକ ସ୍ୱାମୀଙ୍କ ସାତ୍ ଦେଇଥିଲେ । ଯେଭଳି ଝିଅଟିର ଚିତ୍କାର କାହାକୁ ନଶୁଭିବ ସେଥିପାଇଁ ଝିଅର ମୁହଁକୁ ବନ୍ଦ କରିଦେଇଥିଲେ ସମ୍ପକ୍ତ ମହିଳା ।

ପୋଲିସ ସୂଚନା ଅନୁସାରେ ବହିଟିର ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁ-ଷ୍କ-ର୍ମ ଆଧାରରେ ମାମଲା ରୁଜୁ କରାଯାଇଛି । ଝିଅକୁ ତାଙ୍କ ବାପା ଦୁ-ଷ୍କ-ର୍ମ କରିଥିବା ଝିଅର ସମ୍ପର୍କୀୟ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଅଭିଯୁକ୍ତ ଆଉ ତାର ସ୍ତ୍ରୀ କୁ ଗିରଫ କରାଯାଇଛି । ଏଭଳି ମାମଲା ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ଜେଲ୍ ମଧ୍ୟ ଯାଇ ସାରିଛନ୍ତି । ପୁରା ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଉଭୟ ସ୍ୱାମୀ, ସ୍ତ୍ରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ