ଜମି ହଳ କରୁଥିବା କୃଷକକୁ ମିଳିଥିଲା ଗହଣା ଭର୍ତ୍ତି ହୋଇଥିବା ଗୋଟିଏ ମାଠିଆ । ତାପରେ କଣ ହେଲା ଜାଣନ୍ତୁ…. ଦୁଃଖରେ ଭାଙ୍ଗି ପଡିଥିଲା କୃଷକ ଜଣକ

Spread the love

ଗୋଟିଏ ସମୟ ଥିଲା ଭାରତକୁ ସୁନାର ଚଢେଇ କୁହ ଯାଉଥିଲା । କିନ୍ତୁ ଇଂରେଜମାନେ ଆମ ଦେଶରୁ ସବୁ କିଛି ଲୁଟି ନେଇ ଚାଲିଗଲେ । ଆମ ଦେଶ ଭାରତକୁ କୃଷକର ଦେଶ ମଧ୍ୟ କୁହାଯାଏ । ଏଠାରେ କୃଷକ ଦିନ ରାତି ପରିଶ୍ରମ କରି ଫସଲ ଉତ୍ପାଦନ କରେ, ତେବେ ଯାଇ ସେମାନଙ୍କୁ ଗଣ୍ଡେ ଖାଇବା ପାଇଁ ମିଳିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଜଣେ କୃଷକ ବିଷୟରେ କହିବୁ, ଯିଏ ନିଜ କ୍ଷେତ ହଳ କରୁଥିବା ସମୟରେ ଗହଣା ବର୍ତ୍ତୀ ମାଠିଆଟିଏ ପାଇଥିଲା କିନ୍ତୁ ଯେତେବେଳେ ସେହି ମାଠିଆ ବିଷୟରେ ତାକୁ ଜଣା ପଡିଥିଲା, ତେବେ ସେ ମୂର୍ଛା ହୋଇ ଯାଇଥିଲା ।

ଭଟ ଗାଁ ନିବାସୀ ସୁଖଦେବ ଜଣେ କୃଷକ ଅଟେ । ନିଜ ଜମିରେ ହଲ କରୁଥିବା ସମୟରେ ତାକୁ ଗୋଟିଏ ଗହଣା ଭର୍ତି ମାଠିଆ ମିଳିଥିଲା, ଯାହାପରେ ସେ ମୂର୍ଛା ହୋଇ ଯାଇଥିଲା । ଏହି ଖବର ଯେତେବେଳେ ଗାଁର ଅନ୍ୟ ଲୋକଙ୍କୁ ଜଣ ପଡିଥିଲା, ସେମାନେ ପୋଲିସକୁ ଖବର ଦେଇ ଦେଇଥିଲେ ।

କିନ୍ତୁ ଘଟଣା ସ୍ଥଳରେ ଯେତେବେଳେ ପୋଲିସ ପହଞ୍ଚି ଥିଲା; ସେହି ସମୟରେ ପୋଲିସ ଓ ଗାଁ ବାସିନ୍ଦାଙ୍କ ମଧ୍ୟରେ ବଚସା ହୋଇଥିଲା । ପୋଲିସ ଅନୁସାରେ ସେହି ମାଠିଆ ସରକାରୀ ସମ୍ପତି ଅଟେ କିନ୍ତୁ ଗାଁ ଲୋକଙ୍କ ଅନୁସାରେ ଏହି ମାଠିଆ ସୁଖଦେବର ଅଟେ । କଣ ପାଇଁ ଏହି ମାଠିଆକୁ ପୋଲିସମାନେ ସରକାରୀ ସମ୍ପତି କହୁଛନ୍ତି ? ଯେତେବେଳେ ଏହି ଘଟଣା ତହସିଲଦାରଙ୍କ ପାଖରେ ପହଞ୍ଚିଲା ସେତେବେଳେ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ତହସିଲଦାର ବଣିଆକୁ ଡ଼ାକିଥିଲେ ଓ ସେ ବଣିଆ କହିଥିଲା, ଏହି ସୁନା ସବୁ ଅସଲି ନୁହେଁ ନକଲି ଅଟେ । ପୋଲିସ ଅଧିକାରୀ ଅନୁସାରେ କୌଣସି ବ୍ୟକ୍ତି ଜମିକୁ ନିଜ ଅଧିନକୁ ନେବା ଉଦ୍ଦେଶ୍ୟରେ ଏହା କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଠିକ ହୋଇନାହିଁ ପୁଲିସ ଏହି ଗହଣା ସବୁକୁ କୃଷକକୁ ଦେବ ନା ଏହା ସରକାରୀ ଖଜଣାକୁ ଯିବ ।