ଆଉ ନାହାଁନ୍ତି ଏହି ପ୍ରସିଦ୍ଧ ଅଭିନେତା – 4 ଆଡେ ଶୋକର ଛାୟା

actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଳାଜଗତ ପାଇଁ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି । ଆମ ଦେଶ ହେଉଛି କଳାକାର ସଂସ୍କୃତି ର ଦେଶ । ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ ବା ଗୀତ ସବୁଠାରୁ ଆଗରେ । ଯଦି କାହାର ମୃ-ତ୍ୟୁ ହେବାର ଥିବ ତାଙ୍କୁ ଯିଏ ଯେତେ ଅଟକାଇଲେ ମଧ୍ୟ ରୋକି ପାରିବେ ନାହିଁ ।

ଯଦି ଜଣେ ସାଧାରଣ ଲୋକର ମୃ-ତ୍ୟୁ ହୁଏ ତାଙ୍କ ପାଇଁ କେହି ଲୁହ ଗଡିନଥାନ୍ତି ଯଦି ଜଣେ କେହି ସଲିବ୍ରେଟି ପରିବାର କେହି ମୃ-ତ୍ୟୁ ହୁଏ ତାଙ୍କ ପାଇଁ ସମସ୍ତେ ଲୁହ ଗଡିଥାନ୍ତି । କାରଣ ସେ ନିଜର କଳାକୁ ଲୋକଙ୍କ ଆଗରେ ପ୍ରଦଶିତ ବେଶ୍ ଲୋକ ପ୍ରିୟତା ହାସଲ କରିଥାନ୍ତି । ସେ ଗତ କିଛିଦିନ ହେବ ଅସୁସ୍ଥ ଥିଲେ । ବୟସ ଜନିତ ସମସ୍ୟାରେ ସେ ପିଡୀତ ଥିଲେ ତାଙ୍କର ଚିକିତ୍ସା ଚାଲିଥିଲା ।

ତେବେ ଶେଷରେ ସେ ଜୀବନ ଯୁନ୍ଧରେ ହାରି ଯାଇଛନ୍ତି । ହାଇଦ୍ରାବାଦ ସ୍ଥିତ ନିଜ ବାସ ଭବନରେ ବିଜୟଲକ୍ଷ୍ମୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱାମୀ ବିଶ୍ୱ ନାଥଙ୍କ ମୃ-ତ୍ୟୁ ର ୨୫ଦିନ ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଡକାଡକି ହୋଇ ଚାଲିଗଲେ ଜଣାଶୁଣା କଳାକାର ତଥା ଫିଲ୍ମ ନିର୍ଦ୍ଦେଶକ ଓ ତାଙ୍କ ସ୍ତ୍ରୀ । ବିଜୟ ଲକ୍ଷ୍ମୀଙ୍କ ମୃ-ତ୍ୟୁ ଖବର ଶୁଣି ସାଉଥ୍ ମେଘାଷ୍ଟାର ଚିରଞ୍ଜିବ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Papular star

ସେ କିଛିଦିନ ପୂର୍ବରୁ ବିଜୟ ଲକ୍ଷ୍ମୀଙ୍କୁ ଭେଟି ତାଙ୍କ ସହିତ କଥା ହୋଇଥିଲେ । ଏହି ଭେଟଘାଟ ବେଳର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ସେପଟେ ବିଜୟ ଲକ୍ଷ୍ମୀଙ୍କ ମୃ-ତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ ମାନେ ଶୋକ ବ୍ୟକ୍ତ କରିଛନ୍ତି । ସ୍ୱାମୀ ଯିବାର ୨୫ଦିନ ପରେ ସେ ବିଜୟ ଲକ୍ଷ୍ମୀ ଆଖି ବୁଜିଦେବା କଥା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଏହି ମହାନ ଅଭିନେତାଙ୍କ ସହ ସହ ଗତ 1 ମାର୍ଚରେ ଓଡିଆ ଆଭିନେତା ପିଣ୍ଟୁ ନନ୍ଦଙ୍କର ବି ହୋଇ ଜାଇଛି ଦେହାନ୍ତ । ତାଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ତଳ ଲିଙ୍କରେ କ୍ଲିକ କରନ୍ତୁ ।

ପିଣ୍ଟୁ ନନ୍ଦଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ କ୍ଲିକ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ