ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ସରିଲା। ଆସୁଛି ଆଉ ଗୋଟିଏ । ଆଜିଠାରୁ ଆଉ ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଭାରତ ଉପରେ ପଡ଼ିବ।

storm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରିଲା ପଶ୍ଚିମା ଝଡର ପ୍ରଭାବ । ଆସୁଛି ଆଉ ଏକ ପଶ୍ଚିମା ଝଡ । ଆଜିଠାରୁ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଭାରତ ଉପରେ ପଡିବ । ଆଉ ଏହାର ପ୍ରଭାବରେ ଭିଜିବ ଓଡ଼ିଶା। ଆଉ ଏ ପଶ୍ଚିମା ଝଡର ପ୍ରଭାବ ଓଡିଶା ଉପରେ ପଡିବ । ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ରାଜ୍ୟରେ ଗୋଟିଏ ପଶ୍ଚିମା ଝଡର ତାଣ୍ଡବ ନସରୁଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ ।

ଏହାର ପ୍ରଭାବରେ ଆସନ୍ତା ୨୫ ତାରିଖ ବେଳକୁ ଓଡିଶାରେ ବର୍ଷା ହୋଇପାରେ । ଯାହାକୁ ନେଇ ପୂର୍ବାନୁମାନ କଲେଣି ପାଣିପାଗ ବିଭାଗ । ୨୫ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ଓ ୨୬ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପଡିବ ପ୍ରଭାବ । ଗୋଟିଏ ପଶ୍ଚିମା ଝଡର ପ୍ରଭାବ ସରିଲା କିନ୍ତୁ ଆସୁଛି ଆଉ ଏକ ପଶ୍ଚିମା ଝଡ । ଆଜିଠାରୁ ଗୋଟିଏ ପଶ୍ଚିମା ଝଡ ର ପ୍ରଭାବ ଭାରତ ଉପରେ ପଡିବାକୁ ଯାଉଛି ।

rain 1

ମଧ୍ୟ ରାତିରୁ ଦେଶର ଉତ୍ତର ପଶ୍ଚିମ ଭାଗରୁ ଆରମ୍ଭ ହେବ ପଶ୍ଚିମା ଝଡ । ଆଉ ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ଓଡିଶାରେ ବର୍ଷା ହୋଇପାରେ ଯାହାକୁ ନେଇ ପୂର୍ବାନୁମାନ କଲେଣି ପାଣିପାଗ ବିଭାଗ । ୨୫ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ଆଉ ୨୬ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରଭାବ ପକାଇବ ବୋଲି ପୂର୍ବାନୁମାନ କରାଯାଉଛି ।

ଓଡିଶାରେ ଏଥର ପଶ୍ଚିମା ଝଡ ତାର ଦମ୍ ଦେଖାଇଛି । ପୁଣିଥରେ ୨୫,୨୬ ରେ ଆଉ ଏକ ପଶ୍ଚିମା ଝଡ ଯାହା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ପୁଣି ଦମ୍ ଦେଖାଇବ ବୋଲି କୁହାଯାଉଛି । ପୁଣି ବିଜୁଳି ଚମକିବ ଘଡ଼ଘଡ଼ି ମାରିବ ବର୍ଷା ବର୍ଷିବ କୂଆ ପଥର ବର୍ଷା ହେବ ପୁଣିଥରେ ଏହାକୁ ଭାବି ଲୋକେ ଭୟଭୀତ ହେଲେଣି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *