ପିଣ୍ଟୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମିତି କହିଲେ ଡାକ୍ତର ,ଯାହାକୁ ଶୁଣି କାନ୍ଦି ପକେଇଲେ ପିଣ୍ଟୁ …

Pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତ୍ୱର ହୋଇ ପଡିଛି । ଯିଏ ଦିନ ଗଳା ଫୁଟେଇ ଡାଇଲଗ୍ କହୁଥିଲା । ଆଜି ସେହି ଗଳା କଥା ଦୁଇ ପଦ ଭଲରେ କହି ପାରୁ ନାହିଁ । ଆଖିରେ ଲୁହ ମନରେ ଅନେକ କଥା । ମଣିଷ ଲକ୍ଷ ଲକ୍ଷ ଲୋକ ମାନଙ୍କ ଆଗରେ ନିଜର ପରିଚୟ ସାଉଣ୍ଟିଲା ଆଉ ଏବେ ଏହି ଭଳି ଦିନ ଦେଖିବାକୁ ମିଳୁଛି । ଯାହାକି କେବେ ଭାବି ନଥିଲେ ପିଣ୍ଟୁ ନନ୍ଦ । ଆଉ ଦିଲ୍ଲୀୂ ରେ ଏବେ ପିଣ୍ଟୁ ନନ୍ଦ ଛଳ ଛଳ ଆଖିରେ ମନରେ ଅନେକ ସାରା ଅଭିନୟ କରୁଛନ୍ତି ।

କିଏ ତାଙ୍କ ନାମ ନେଇ ଭୀକ ମାଗୁଛି ତ କିଏ ରାଜନୀତି କରୁଛି । ହେଲେ ଏମିତି ତାଙ୍କ ନାମକୁ ଅପବ୍ୟବହାର କରାଜାଉଛି । ଯାହା ତାଙ୍କୁ ଆଦୁ ବି ଭଲ ଲାଗୁନି । ଏହି ଭଳି ପରିସ୍ଥିତି ରେ ଦିଲ୍ଲୀ ରେ ଚିକିତ୍ସା କରୁଥିବା ଡାକ୍ତର ବି ଏହି ପରି କିଛି କହିଥିଲେ ଯେଉଁଠାରେ ତାଙ୍କୁ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ ଡାକ୍ତର ଏବଂ ଏହା ପରେ ଆଖି ଛଳ ଛଳ ହୋଇ ଜାଇଥିଲା ପିଣ୍ଟୁ ନନ୍ଦ ଙ୍କର କାନ୍ଦି ପକେଇଥିଲେ ପିଣ୍ଟୁ ନନ୍ଦ ।

Pintu

ବର୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ବସ୍ଥା ବିଗିଡିବାରେ ଲାଗିଛି । ଦିଲ୍ଲୀରେ ଏକ ବସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତରିତ କରାଯିବ । ଲିଭର ସିରୋସିସ ରେ ପୀଡିତ ପିଣ୍ଟୁ ନନ୍ଦ ଙ୍କର ଲିଭର ଟ୍ରାନ୍ସପ୍ଲାନ ହେବାର ଥିଲା । ତେବେ ଏହିଥି ପାଇଁ କୈଣସି ଡୋନର ମିଳୁ ନାହାଁନ୍ତି । ସେପଟେ ଅର୍ଥ ବି ଅଭାବ ରହୁଛି । ଯେତିକି ଆବଶ୍ୟକ ଅର୍ଥ ସେତିକି ହୋଇ ପାରି ନାହିଁ ଜାହାକି ପିଣ୍ଟୁ ନନ୍ଦ ଙ୍କ ଭାଇ କହିଛନ୍ତି ।

ତେବେ ଏବେ ଯେତେ ବେଳେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ଗୁରତ୍ୱ ରହିଛି ସେତିକି ବେଳେ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି । ଏଠାରେ କହି ରଖିବା ପାଇଁ ଚାହିଁବୁ ପିଣ୍ଟୁ ନନ୍ଦ କେତେ ବେଳେ ଖଳନାୟକ ତ କେବେ ବେଳେ ହାସ୍ୟ ଅଭିନେତା ଭାବେ ନିଜର ନିକ୍ଷୁଣ ଅଭିନୟ କୁ ନେଇ ଦର୍ଶକ ମାନଙ୍କ ପାଖରେ ସ୍ୱତନ୍ତ୍ର ସ୍ଥାନ ହାସଲ କରି ପାରିଛନ୍ତି । ତେବେ ଏହାରି ମଧ୍ୟରେ ସୂଚନା ରହିଛି କି ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ଗୁରତ୍ୱ ରହିଛି ଠିକ୍ ସେତିକି ବେଳେ ହାଇଦ୍ରାବଦ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ