ତାରିଖ ଗଡୁଛି, ହ୍ୟୁମାନ-ଶ୍ରୀୟାଙ୍କ ସମ୍ପର୍କ ଛିଡୁଛି !

Shriya a

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିଜ ଅହଙ୍କାର ପାଇଁ ଭାଙ୍ଗିବାକୁ ବସିଛି ଗୋଟିଏ ସୁଖର ସଂସାର । ଦାମ୍ପତ୍ୟ କଳହ କମିବା ବଦଳରେ ବଢୁଛି । ଆଉ ଏହି ଧାରାରେ ତାରିଖ ମଧ୍ୟ ଗଡୁଛି । ପ୍ରତିଦିନ ଆସୁଛି ନୂଆ ନୂଆ ମୋଡ । ପରସ୍ପର ମଧ୍ୟରେ ଥିବା ବିବାଦକୁ ଦୂର କରି ଉଭୟ ଏକାଠି ଜୀବନଯାପନ କରିବା କଥା କହୁଥିଲେ ମଧ୍ୟ ଏଥିପାଇଁ ଆବଶ୍ୟକ ହେଉଥିବା ଆଲୋଚନା ଲାଗି କୌଣସି ପକ୍ଷ ନିଜ ଆଡୁ ପ୍ରଥମ ପାଦ ଉଠାଇବାକୁ ନାରାଜ । ଅପେକ୍ଷା କରିଛନ୍ତି ଉଭୟ ଉଭୟଙ୍କୁ ।

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଆଉ ତାଙ୍କ ସ୍ତ୍ରୀଙ୍କ ର ଆଜି କାଉସେଲିଂ ପାଇଁ ତାରିଖ ଥିବା ବେଳେ ଏହାକୁ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି । ଶ୍ରେୟା ମିଶ୍ରଙ୍କ କିଛି ବ୍ୟକ୍ତିଗତ କାର୍ଯ୍ୟ ଥିବାରୁ ଏହି ତାରିଖକୁ ଘୁଞ୍ଚା ଯାଇଛି । ହ୍ୟୁମାନଙ୍କୁ ମଧ୍ୟ ଏହି ସୂଚନା ଦିଆଯାଇଥିବା ବେଳେ ଏହି କଥାରେ ମଧ୍ୟ ରାଜି ଅଛନ୍ତି ହ୍ୟୁମାନ । ପତି ପତ୍ନୀଙ୍କ ବିବାଦରେ ଆପାସ ବୁଝାବଣା ର ମହଲତ୍ ସମୟ ଆଜି ଶେଷ ହେବାର ଥିଲା । ଆଉ ଆଜି ହାଜର ହୋଇଥାନ୍ତେ ଏହି ଦମ୍ପତି ।

Human 3

ବର୍ତ୍ତମାନ ଏହି ତାରିଖକୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚା ଯାଇଛି । ତେବେ ପୋଲିସ ପକ୍ଷରୁ ମଧ୍ୟ ସୂଚନା ମିଳିଛି ଯଦି କାଉସେଲିଂ ପରେ କୌଣସି ସମାଧାନ ନହୁଏ ତେବେ ଶ୍ରେୟାଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ କରାଯିବ ଏବଂ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । କାରଣ ହ୍ୟୁମାନଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଇଥିଲେ ଶ୍ରେୟା । ମଦ ପିଇ ମାରିବା ଶାରୀରିକ, ମାନସିକ ନିର୍ଯାତନା ଦେବା ଅଭିଯୋଗ କରିଥିଲେ ।

ଏପରିକି ଗତକାଲି ପ୍ରେସ୍ ମିଡିଆ କୁ ଡାକି ଏହିସବୁ କଥାର କାରଣ ବଖାଣି ଥିଲେ । ଅନ୍ୟପଟେ ହ୍ୟୁମାନ ସାଗର ମଧ୍ୟ କହିଥିଲେ ଏହି ସଂପୂର୍ଣ୍ଣ ଅଭିଯୋଗ ମିଥ୍ୟା । ଜୀବନରେ ଆଉ କେହି ତୃତୀୟ ବ୍ୟକ୍ତି ନଥିବା କଥା ମଧ୍ୟ କହିଛନ୍ତି ହ୍ୟୁମାନ ସାଗର । ହେଲେ ଶ୍ରେୟା ଏବେବି ଚାହୁଁଛନ୍ତି ସମାଧାନ ।

sa

କିନ୍ତୁ ହ୍ୟୁମାନ ତାଙ୍କୁ ପତ୍ନୀ ର ସମ୍ମାନ ମର୍ଯାଦା ଦେଲେ ହିଁ ସେ ହ୍ୟୁମାନଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ଏହା ସହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୟକୁ ସେ ଅପେକ୍ଷା କରିଥିବା କଥା ମଧ୍ୟ କହିଛନ୍ତି । ସେପଟେ କେହି ଶ୍ରେୟାକୁ ଭୁଲ୍ ବାଟରେ ନେଇଥାଇ ପାରେ ବୋଲି ଅଭିଯୋଗ କରିଛନ୍ତି ହ୍ୟୁମାନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ