ଐଶ୍ଚର୍ଯ୍ୟାଙ୍କ ଜୀବନର କଳଙ୍କିତ ଅଧ୍ୟାୟ କେବଳ ଅଳ୍ପ କିଛି ଲୋକେ ହିଁ ଜାଣିଛନ୍ତି ।

Spread the love

ସୁନ୍ଦରତାର ଉଦାହରଣ ହେଉଛନ୍ତି ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ । ସୁନ୍ଦରତା ମାମଲାରେ ଆଜି ମଧ୍ୟ ଅନ୍ୟ ଅଭିନେତ୍ରୀଙ୍କ ତୁଳନାରେ କମ ନୁହଁନ୍ତି । ଐଶ୍ଚର୍ଯ୍ୟା ଆଜି ନିଜ ପତି ଅଭିଷେକ ବଚ୍ଚନ ଏବଂ ପୁତ୍ରୀ ଆରଧ୍ୟା ବଚ୍ଚନଙ୍କ ସହ ଖୁସିରେ ଜୀବନ ଅତିବାହିତ କରୁଛନ୍ତି କିନ୍ତୁ ଐଶ୍ଚର୍ଯ୍ୟାଙ୍କ ଜୀବନରେ ଅନେକ ଏହିପରି କଳଙ୍କିତ ଅଧ୍ୟାୟ ରହିଛି; ଯାହାଫଳରେ ସେ ଲଜ୍ୟା ଅନୁଭୂତ କରନ୍ତି ଏବଂ ଏହି କଳଙ୍କିତ ଅଧ୍ୟାୟକୁ ଅନ୍ୟ ସହ ଚର୍ଚ୍ଚା କରିବା ପାଇଁ ପସନ୍ଦ କରନ୍ତି ନାହିଁ । ଏହି ବିଷୟ ଗୁଡିକ ମଧ୍ୟରେ ସଲମାନ ଏବଂ ଐଶ୍ଚର୍ଯ୍ୟାଙ୍କ ସମ୍ପର୍କର ଖବର ସମସ୍ତେ ଜାଣନ୍ତି କିନ୍ତୁ ଏହା ବ୍ୟତୀତ ଆପଣମାନେ ଗୋଟିଏ ବିଷୟ ଜାଣିନଥିବେ, ଯେତେବେଳେ ଐଶ୍ଚର୍ଯ୍ୟା ଫିଲ୍ମ ଜଗତକୁ ଆସିବା ପାଇଁ ଚିଷ୍ଟିତ ଥିଲେ ସେହି ସମୟରେ ସେ ଜଣେ ନିର୍ଦେଶକଙ୍କ ସହ ସମ୍ବନ୍ଧ ରଖିଥିଲେ ।

ଏହା ଆମେ ନୁହେଁ ବରଂ ଗୋଟିଏ ବହିରେ ଛପା ହୋଇଥିବା ଶବ୍ଦ କହୁଛି ଯେ, ଐଶ୍ଚର୍ଯ୍ୟା ଜଣେ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ସହ ସମ୍ବନ୍ଧ ରଖିଥିଲେ । Dear miss Bollywood ନାମକ ଗୋଟିଏ ବହିରେ ଇଜରାଇଲ ମଡେଲ ରୀନା ଗୋଲନ ସୁଭାଷ ଘାଇଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକଳାପ ବିଷୟରେ ବିସ୍ତାରରେ ଲେଖିଥିଲେ । ଯେଉଁଥିରେ ଗୋଟିଏ କାର୍ଯ୍ୟକଳାପ ସୁଭାଷ ଏବଂ ଏଶ୍ୱର୍ଯ୍ୟାଙ୍କ ମଧ୍ୟ ରହିଛି ।କେବଳ ଏତିକି ନୁହେଁ, ଅଭିନେତା ଶକ୍ତି କପୁର କହିଛନ୍ତି ୧୯୯୯ରେ ସୁଭାଷ ଘାଇ ଐଶ୍ଚର୍ଯ୍ୟାଙ୍କୁ ନିଜ ଫିଲ୍ମ “ତାଲ”ରେ କାଷ୍ଟ କରିବା ପାଇଁ ଆଶ୍ଚର୍ଯ୍ୟାଙ୍କ ସହ ସମ୍ବନ୍ଧ ରଖିବା ପାଇଁ ଡିମାଣ୍ଡ ରଖିଥିଲେ ।

ଏହି ବିଷୟ ଉପରେ ଐଶ୍ଚର୍ଯ୍ୟା କଦାପି କେବେ ମଧ୍ୟ କଥାବାର୍ତ୍ତା କରି ନାହାଁନ୍ତି କିନ୍ତୁ ଯେଉଁଭଳି ରୂପରେ ଲୋକେ କଥାବାର୍ତ୍ତା କରନ୍ତି ଯେ, “ତାଲ” ଫିଲ୍ମ ଐଶ୍ଚର୍ଯ୍ୟାଙ୍କ ଜୀବନର “ଟରନିଙ୍ଗ ପଏଣ୍ଟ” ଅଟେ ଏବଂ ଏହି ଫିଲ୍ମ ଐଶ୍ଚର୍ଯ୍ୟାଙ୍କ ଜୀବନକୁ ଏକ ଭିନ୍ନ ପରିଚୟ ପ୍ରଦାନ କରିଥିଲା ।ଲୋକେ ବହୁତ କିଛି ଭାବିଥିଲେ ଏବଂ ବିବାଦ ମଧ୍ୟ ହୋଇଥିଲା ।

କହିବା ପାଇଁ ଚାହୁଁଛୁ ସୁଭାଷ ଘାଇଙ୍କ ନାମ ପ୍ରଥମଥର ପାଇଁ ଐଶ୍ଚର୍ଯ୍ୟାଙ୍କ ସହ ଯୋଡି ହୋଇନଥିଲା । ଏହା ପୂର୍ବରୁ ସୁଭାଷଙ୍କ କୁକର୍ମର ପରଦାଫାସ ହୋଇସାଇଛି । ମହିମା ଚୋୖଧରି ଏବଂ ମନୀଷା କୋଇରାଲା ସୁଭାଷଙ୍କ ଉପରେ କଷ୍ଟିଙ୍ଗ କାଉଚର ଆରୋପ ଲଗାଇଥିଲେ ।