ବଡ ଚଲାକ ଏବଂ ଚତୁର ହୋଇଥାନ୍ତି ଏହି ରାଶିର ପିଲାମାନେ, ଜୀବନରେ ପ୍ରସିଦ୍ଧି ଲାଭ କରିଥାନ୍ତି ।

Spread the love

୬ ନମ୍ବର ରାଶିର ପିଲାମାନେ ଜୀବନରେ ବହୁତ ନାମ କମେଇଥାନ୍ତି । ଜାଣନ୍ତୁ ଆପଣଙ୍କ ପିଲା ଏହିସୂଚିରେ ନାହିଁ ତ ?

ମାନ୍ୟତା ରହିଛି ରାଶିଗୁଡିକ ଆପଣଙ୍କ ସ୍ଵଭାବ, ବ୍ୟକ୍ତିତ୍ଵ ବିଷୟରେ ଅନେକ କିଛି ସୁଚାଇ ଥାଏ । ଆପଣଙ୍କ ଜନ୍ମ ସମୟରେ ରାଶି ଏବଂ ନକ୍ଷତ୍ରର ସ୍ଥିତିକୁ ନେଇ ବ୍ୟକ୍ତିତ୍ଵ ବିଷୟରେ ଅନେକ କିଛି କୁହାଯାଇ ପାରିବ । ଆଜି ଆମେ ଆପଣଙ୍କୁ କିଛି ରାଶିଗୁଡିକ ବିଷୟରେ କହିବୁ, ଯେଉଁ ରାଶିର ପିଲାମାନେ ଜୀବନରେ ସଫଳତା ସହ ଅନେକ ନାମ କମେଇ ଥାନ୍ତି । ଏହି ରାଶିର ପିଲାମାନଙ୍କର ଜାତକ ଏମାନଙ୍କୁ ଜୀବନରେ ଆଗକୁ ବଢାଇବା ସହ ମାନ ସମ୍ମାନ ଦେଇଥାଏ । ପ୍ରତି ପିତାମାତା ଚାହିଁଥାନ୍ତି ଯେ, ସେମାନଙ୍କର ପିଲାମାନେ ଜୀବନରେ ପ୍ରସିଦ୍ଧି ଲାଭ କରନ୍ତୁ । ପ୍ରତି ପିଲା ନିଜ ନିଜ ମଧ୍ୟରେ ଭିନ୍ନ ଭିନ୍ନ ଧରଣର ହୋଇଥାନ୍ତି କିନ୍ତୁ କିଛି ପିଲା ଅନ୍ୟମାନଙ୍କ ଠାରୁ ବହୁ ଆଗକୁ ଚାଲି ଯାଆନ୍ତି । ଆସନ୍ତୁ ଜାଣିବେ କେଉଁ ରାଶି ଗୁଡ଼ିକର ପିଲାମାନଙ୍କ ବିଷୟରେ ଆମେ କହୁଛୁ ।

ମେଷ :

ଏହିରାଶିର ପିଲାମାନେ ଭିନ୍ନ ଧରଣର ହୋଇଥାନ୍ତି । ଏମାନଙ୍କୁ ଲେଖା ପଢା କରିବା ପାଇଁ ବହୁତ ପସନ୍ଦ ଥାଏ । ଏହି ରାଶିର ପିଲାମାନେ ସର୍ବଦା ଜୀବନରେ ଆଗକୁ ବଡିବା ପାଇଁ ଚେଷ୍ଟା କରିଥାନ୍ତି । ଏହିରାଶିର ପିଲାମାନେ ସର୍ବଦା ଅନ୍ୟମାନଙ୍କୁ ଚକିତ କରି ଦେଇଥାନ୍ତି । ଏହି ରାଶିର ପିଲାମାନେ ବହୁତ ଚତୁର ହୋଇଥାନ୍ତି କିନ୍ତୁ ନିଜକୁ ନିଜେ ଏହି ରାଶିର ପିଲାମାନେ ବିପଦରେ ପକାଇ ଥାନ୍ତି ।

ବୃଷ :

ଏହି ରାଶିର ପିଲାମାନେ ଭିନ୍ନ ଧରଣର ହୋଇଥାନ୍ତି । ଏମାନଙ୍କୁ ଲେଖା ପଢା କରିବା ପାଇଁ ବହୁତ ପସନ୍ଦ ଥାଏ । ଏହି ରାଶିର ପିଲାମାନେ ସର୍ବଦା ଜୀବନରେ ଆଗକୁ ବଡିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନଙ୍କର ସର୍ବଦା ଚେଷ୍ଟା ରହିଥାଏ, ଜୀବନରେ କିପରି ଉନ୍ନତି କରିବେ । ଦ୍ଵିତୀୟ କିମ୍ବା ତୃତୀୟ ସ୍ଥାନ ହାସଲ କରିବା ପରେ ମଧ୍ୟ ଏହି ରାଶିର ପିଲାମାନେ ସନ୍ତୁଷ୍ଠ ହୋଇନଥାନ୍ତି । ଏମାନଙ୍କ ସର୍ବଦା ଚେଷ୍ଟା ରହିଥାଏ କିପରି ପ୍ରଥମ ହେବେ ।

କର୍କଟ :

ଏହି ରାଶିର ପିଲାମାନେ ପରିଶ୍ରମ କରିବା ପାଇଁ ଡ଼ରନ୍ତି ନାହିଁ । ଜୀବନରେ ହାରି ଗଲେ ମଧ୍ୟ ଏହି ରାଶିର ପିଲାମାନେ ନିରାଶ ହୁଅନ୍ତି ନାହିଁ । ନିଜ ଭୁଲରୁ ଶିକ୍ଷା ଲାଭ କରି ଜୀବନରେ ସଫଳତା ହାସଲ କରିଥାନ୍ତି । ଜୀବନରେ ମାତାପିତାଙ୍କ ନାମକୁ ପ୍ରସିଦ୍ଧ କରିଥାନ୍ତି ।

କନ୍ୟା :

ଏହି ରାଶିର ପିଲାମାନେ ପରିଶ୍ରମ କରିବା ପାଇଁ ଡ଼ରନ୍ତି ନାହିଁ । ଏହି ରାଶିର ପିଲାମାନେ ହୃଦୟ ଏବଂ ମନରୁ ଭଲ ହୋଇଥାନ୍ତି । ଲୋକେ ଏମାନଙ୍କ ବିଷୟରେ କଣ ଭାବିଥାନ୍ତି; ଏମାନଙ୍କର କୌଣସି ପ୍ରକାରର ଫରକ ପଡିନଥାଏ ।

ମକର :

ଏହି ରାଶିର ପିଲା ମାନଙ୍କର ସ୍ମୃତି ଶକ୍ତି ପ୍ରଖର ଥାଏ । ଥରେ କୌଣସି ବିଷୟ ମନେ ରଖିଲେ ସହଜରେ ଭୁଲନ୍ତି ନାହିଁ । କୌଣସି ବିଷୟକୁ ଘୋଷିବା ଅପେକ୍ଷା ବୁଝିବା ପାଇଁ ଚେଷ୍ଟା କରିଥାନ୍ତି । ଜୀବନରେ ଶିଖିଥିବା ପ୍ରତିଟି ବିଷୟ ନିଜ ଜୀବନର କାର୍ଯ୍ୟରେ ଲଗାଇଥାନ୍ତି । ଜୀବନରେ ମାତାପିତାଙ୍କ ନାମକୁ ପ୍ରସିଦ୍ଧ କରିଥାନ୍ତି ।

କୁମ୍ଭ :

ଏହି ରାଶିର ପିଲାମାନଙ୍କର ସ୍ମୃତି ଶକ୍ତି ପ୍ରଖର ଥାଏ । ଏହି ରାଶିର ପିଲାମାନେ ମଜା ମସ୍ତିରେ ସଫଳତା ହାସଲ କରିଦିଅନ୍ତି । ଜୀବନରେ କୌଣସି କ୍ଷେତ୍ରରେ ମଧ୍ୟ ଏହି ରାଶିର ପିଲାମାନେ ଚିନ୍ତା ଗ୍ରସ୍ତ ହୁଅନ୍ତି ନାହିଁ ।