ଦଶମ ଛାତ୍ର ଛାତ୍ରୀଙ୍କ ପାଇଁ ବଡ ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ ।

school 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ମ୍ୟାଟ୍ରିକ ଛାତ୍ର ଛାତ୍ରୀ ଙ୍କ ପାଉଁ ଆସୁଛି କିଛି ବଡ ଖବର ଯାହାକି ଏଥର ଚଳିତ ବର୍ଷ 2022 – 23 ଆରମ୍ଭ ହେବା ପୁର୍ବ ରୁ ଆରମ୍ଭ ହେବାକୁ ଯାଉଛି କିଛି ନୂଆ ପାଠ୍ୟ ପୁସ୍ତକ ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ସୋମ୍ୟରଞନ ଦାସ ସୂଚନା ଦେଉଛନ୍ତି । ତେବେ ସୁଚନା ଅନୁଯାଇ ଆଗରୁ ଯେମିତି ପାଠ୍ୟ ପୁସ୍ତକ ରହିଥିଲା ସେଥିରେ ଆଉ କିଛି ନୁଆ ପାଠ୍ୟ ପୁସ୍ତକ ଅଧ୍ୟାୟ ଯୋଡା ଯିବ । ତେବେ ଆସନ୍ତୁ ଜାଣିବା ସେହି ନୁଆ ପାଠ୍ୟ ପୁସ୍ତକ ଗୁଡିକ କଣ କଣ ରହିଛି । ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ ଏ ବର୍ଷ କୋଭିଡ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କୀତ ଏ ବର୍ଷ ପାଠ ପଢିବେ , ଏଥିଲାଗି ଚଳିତ 2022-23 ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ର ଜୀବ ବିଜ୍ଞାନ ପାଠ୍ୟ ପୁସ୍ତକ ରେ ମାଧ୍ୟମିକ ଶିଖା ବୋର୍ଡ ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି ଜୀବ ବିଜ୍ଞାନ ବହିରେ ପୁର୍ବ ରୁ 10 ଟି ବିଷୟ ରହିଥିବା ବେଳେ ଏବେ ବିଶ୍ୟ ମହାମାରୀ କୋଭିଡ-19 ଓ ତାହାର ପରିଚାଳନା ନାମକ ଏକ ନୂତନ ଏକ ଅଧ୍ୟାୟ ଯୋଡା ହେବ ଫଳରେ ଜୀବ ବିଜ୍ଞାନ ବହିର ଅଧ୍ୟାୟ ସଂଖ୍ୟା ଏବେ 11 ହୋଇଯିବ ।

school

ତେବେ ଚଳିତ ବର୍ଷ ଛାତ୍ର ଛାତ୍ରୀ ମାନେ ଜୀବ ବିଜ୍ଞାନ ରେ ଉକ୍ତ 11 ଟି ଅଧ୍ୟାୟ ରେ ପାଠ ପଢି ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସେହିପରି ଭୋଗଳ ବହିରେ ମଧ୍ୟ ଆଉ ଏକ ଅଧ୍ୟାୟ ଅର୍ନ୍ତଭୁକ୍ତ କରାଯାଇଥିବାର ସୂଚନା ମିଳିଛି । ଜୌବ ଜନିତ ବିପତି ଏବଂ ପରିଚାଳନା ଜନିତ ଏକ ନୂତନ ଅଧ୍ୟାୟ ବହିରେ ଯୋଡା ହୋଇଛି ଏହା ବ୍ୟତିତ ସଂସ୍କୃତ ବହିରେ ଥିବା ଶୃଗାଳ ଶିଶୁ କଥା ଅଧ୍ୟାୟ ପୂର୍ବୁ ରୁ ପଢାଉ ନଥିବା ବେଳେ ଚଳିତ ଶିକ୍ଷା ବର୍ଷ ରେ ଇଚ୍ଛା କୃତ ଭାବରେ ସଂସ୍କୃତ ରଖିଥିବା ଛାତ୍ର ଛାତ୍ରୀ ମାନେ ଉକ୍ତ ବିଷୟ ଟି ପଢିବେ ବୋଲି ସୁଚନା ମିଳିଛି ।

ତେବେ କୋଭଡ ରୋଗ ଏବଂ ଏହାର ପରିଚାଳନା ପାଠ ପଢିଲେ ପିଲା ମାନେ ଅନେକ ଶିକ୍ଷା ଲାଭ କରିବା ସହ ସେମାନ ଙ୍କର ପରିବାର ର ସମସ୍ତ ସଦସ୍ୟ ସଚେତନତା ହୋଇପାରିବେ ବୋଲି ଶିକ୍ଷାବିତ ମାନେ ମତ ଦେଇଛନ୍ତି । ତେବେ ଏହା ହେଉଛି ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରହିଥିଲା ଏକ ବଡ ସୂଚନା ଯାହା ହେଉଛି ଏହି କିଛି ନୂତନ ଅଧ୍ୟାୟ ମାନ ଚଳିତ ଶିକ୍ଷା ବର୍ଷ 2022-23 ରେ ଯୋଡି ଯାଇଅଛି ।

ବନ୍ଧୁଗଣ, ଆପଣ ଏହି ସୂଚନାକୁ କିପରି ପସନ୍ଦ କଲେ, ମନ୍ତବ୍ୟ ଦେଇ ଆମକୁ କହିବାକୁ ଭୁଲନ୍ତୁ ନାହିଁ ଏବଂ ଯଦି ଆପଣଙ୍କର କୌଣସି ପରିଚିତ ଅଛନ୍ତି, ଯାହାଙ୍କ ପାଇଁ ଏହି ଆର୍ଟିକିଲ୍ ଉପଯୋଗୀ ହୋଇପାରେ, ତେବେ ନିଶ୍ଚିତ ଭାବରେ ଏହି ଆର୍ଟିକିଲ୍ ପହଞ୍ଚନ୍ତୁ |

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ