ଏହି ସୁନ୍ଦରୀ, ସେ-କ୍ସି ଯୁବତୀର ମାୟାଜାଲରେ ପଡି ୮୦ ଲକ୍ଷ ହରାଇଲେ ବ୍ୟବସାୟୀ

namra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଖନ୍ତୁ ଏହି ସୁନ୍ଦରୀ ଏବଂ ସେ-କ୍ସି ଯୁବତୀ ଙ୍କୁ ୟାଙ୍କୁ ଦେଖିଲେ ୟାଙ୍କ ମାୟା ଜାଲରେ ଯେକେହି ବି ପଡିଯିବା ସ୍ୱଭାବିକ ଅଟେ । ହଁ ବନ୍ଧୁଗଣ ନାମ୍ରା କାଦିର ନାମକ ଏହି ଯୁବତୀ ଜଣଙ୍କ ହେଲେ ଜଣେ ଇୟୁଟ୍ୟୁବର ଆଉ ତାଙ୍କର ଇୟୁଟ୍ୟୁବ ଚେନ୍ନାଲ ର ସବସ୍କ୍ରାବର ର ସଂଖ୍ୟା 6 ଲକ୍ଷରୁ ଅଧିକ ଅଟେ । ଇନଷ୍ଟାଗ୍ରାମ ରେ ବି 2 ଲକ୍ଷ୍ୟରୁ ଅଧିକ ଫୋଲୟାର ରଖିଛନ୍ତି ।

ହେଲେ ନାମ୍ରାଙ୍କ ଏହି ସୁନ୍ଦର ଚେହେରା ପଛରେ ରହିଛି ଏକ ସୈତାନି ଦିମାଗ । ହନିଟ୍ରାପ୍ କରି ଓଡିଶା ରେ ଏବେ ଚର୍ଚ୍ଚାରେ ରହିଥିବା ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଙ୍କ ପରି ନାମ୍ରା ମଧ୍ୟ ନିଜର ସ୍ୱାମୀଙ୍କ ସହିତ ମିଶି ରୂପର ଜାଲରେ ଫସାନ୍ତି ବଡ ବଡିଆଙ୍କୁ । ଆଉ ଲୁଟି ନିଅନ୍ତୁ ମୋଟା ଅଙ୍କର ଟଙ୍କା । ପ୍ରଥମେ ବନ୍ଧୁତ୍ୱ , ପରେ ପ୍ରେମ ଆଉ ତା ପରେ ଆରମ୍ଭ ହୋଇଯାଏ ବ୍ଲାକମେଲିଂ । ହଁ ବନ୍ଧୁଗଣ ହରିଆଣା ଗୁରୁଗ୍ରାମ ସେକ୍ଟର 50 ରେ ଥିବା ଜଣେ ବ୍ୟବସାୟୀ ଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଛି ଏହି ସୁନ୍ଦରୀ ୟୁଟ୍ୟୁବର ନାମ୍ରା କାଦିର ଙ୍କ କଳା କାର୍ନାମା ।

namra

ସ୍ୱାମୀ ବିରାଟ ଙ୍କ ସହିତ ମିଶି ଜଣେ ବ୍ୟବସାୟୀ ଙ୍କୁ 80 ଲକ୍ଷ ଟଙ୍କାର ଚୂନା ଲଗେଇଛନ୍ତି ନାମ୍ରା କାଦିର । ଏହି ଠକ ଦମ୍ପତୀ ଙ୍କ ଶୀକାର ହୋଇଥିବା ଅଭିଯୋଗ ଅନୁସାରେ ପ୍ରଥମେ ଏକ ହୋଟେଲ ରେ ଦେଖା ହୋଇଥିଲେ ନାମ୍ରା କାଦିର ଙ୍କ ସହିତ ସେହି ସମୟ ରେ ସେ ନିଜର ସ୍ୱାମୀ ସହିତ ନିଜର ଏକ ସାଙ୍ଗ କହି ପରିଚୟ କରେଇଥିଲେ । ଆଉ ପରେ ସେହି ମିଟିଂ ରେ କାମ କରିବା 2 ଲକ୍ଷ ଟଙ୍କା ଆଡଭାନ୍ସ ନେଇଥଲେ । ପରେ ବିଜ୍ଞାପନ ଆଣିବା ପରେ ଆଉ 50 ହଜାର ଟଙ୍କା ଏକାଉଣ୍ଟ ଜରିଆରେ ଟ୍ରାନ୍ସଫର କରେଇ ନେଇଥିଲେ ।

ଆଉ କାମ ବାବଦ ରେ ଧରା ଛୁଆଁ ଦେଉ ନଥିବା ବେଳେ କାମ କଥା କହିବାରୁ ସେ କହିଥିଲେ କି କାମତ କେବଳ ବାହାନା ଥିଲା । ପ୍ରକୃତ ରେ ସେ ବିବାହ କରିବା ପାଇଁ ଚାହୁଁଛନ୍ତି ବୋଲି କହିଥିଲେ ଆଉ ପରେ ଏମିତି ଦିନେ ହୋଟେଲ କୁ ଡାକି ତାଙ୍କ ସହିତ ଗୋଟେ ରାତି ଶୋଇଥିଲେ । ପରେ ନାମ୍ରା କାଦିର ଙ୍କ ବ୍ଲାକମେଲିଂ ଆରମ୍ଭ ହୋଇଥିଲା ତାଙ୍କ ଦାମୀ ଘଣ୍ଟା ଏବଂ ଆଇ କାର୍ଡ ଚୋରୀକୁ ନେଇ ।

namra

ଏମିତିରେ ସେଠାରେ ବିରାଟ ସହିତ ମିଶି ତାଙ୍କୁ ମାରାଣାସ୍ତ୍ର ଦେଖେଇ ଥିଲେ । ଏହା ପରେ ପରେ ପରେ ଏମିତି ବହୁତ ଟଙ୍କା ତାଙ୍କ ଠାରୁ ଲୁଟି ନେଇଥିଲେ । ବର୍ତମାନ ସମୟ ରେ ସବୁ ସୁଣିବା ପରେ ପୋଲିସ ଏକ ଆଫାୟାର ଦେଇ ନାମ୍ରା କାଦିର ଙ୍କୁ ଗିରୋଫ କରିଥିବା ବେଳେ ବିରାଟ କାଦ୍ରି ଏବେ ଫେରାର ଅଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ