ନବ ବିବାହିତା କନ୍ୟା ଗୋଟିଏ ରାତିରେ ନିଜ ବରକୁ ଡାକ୍ତରଖାନା ପହଞ୍ଚାଇ ଦେଇଥିଲା । ବର କହିଲା କନ୍ୟା ଭାରି ନିର୍ଲଜ ଅଟେ । ଜାଣନ୍ତୁ ପୁରା ଘଟଣା ।

Spread the love

ମାତା ପିତା ନିଜ ପୁଅ ଝିଅଙ୍କର ବିବାହ ଖୁବ ଧୁମ୍-ଧାମ୍ ରେ କରାଇଥାନ୍ତି କିନ୍ତୁ ଯେତେବେଳେ ସେମାନେ ଜାଣନ୍ତି ନିଜ ପୁଅ କିମ୍ବା ଝିଅ କାହାର ଧୋକ୍କାର ଶିକାର ହୋଇଛନ୍ତି, ତେବେ ମାତା ପିତା ବହୁତ କଷ୍ଟ ଅନୁଭବ କରନ୍ତି ।

ଭାରତୀୟ ସମାଜରେ ବିବାହକୁ ବିଶ୍ୱାସର ଅତୁଟ ବନ୍ଧନ ବୋଲି ସ୍ଵୀକାର କରାଯାଇଥାଏ । ମାନ୍ୟତା ରହିଛି ଯଦି କାହାର ବିବାହ ହୋଇଥାଏ, ତେବେ ଏହା ଜନ୍ମ ଜନ୍ମର ସମ୍ପର୍କ ହୋଇଯାଇଥାଏ । ଏହି କାରଣରୁ ମାତା ପିତା ନିଜ ପୁଅ ଝିଅଙ୍କ ବାହାଘର ସମୟରେ ଟିକ୍-ନିଖ୍ ଯାଞ୍ଚ କରି ଥାଆନ୍ତି କିନ୍ତୁ ବେଳେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ସମ୍ପର୍କରେ ଧୋକ୍କା ମିଳିଥାଏ । ସେତେବେଳେ ଲୋକଙ୍କ ମାନରରୁ ବିଶ୍ୱାସ ଭାଙ୍ଗି ଯାଇଥାଏ । ଆଜିକାଲି ବହୁ ଚେଷ୍ଟା ପରେ ମଧ୍ୟ ବିବାହରେ ଧୋକ୍କା ମିଳିଥାଏ, ଜଣା ମଧ୍ୟ ପଡେନି କିନ୍ତୁ ବିଶ୍ୱାସରେ ଧୋକା ମିଳିଥାଏ ଲୋକେମାନଙ୍କୁ । ଏହିପରି ଉତ୍ତରପ୍ରଦେଶର ଏକ ଘଟଣା ଲୋକଲୋଚନକୁ ଆସିଛି । ଜଣାନ୍ତୁ ଘଟଣା ବିଷୟରେ ।

ମାତା ପିତା ନିଜ ପୁଅ ଝିଅଙ୍କର ବିବାହ ଖୁବ୍ ଧୁମ୍-ଧାମ୍ ରେ କରାଇଥାନ୍ତି । କିନ୍ତୁ ପରେ ଯଦି ଜଣାପଡେ, ନିଜ ସନ୍ତାନଙ୍କ ସହ ଧୋକ୍କା ହୋଇଛି । ତେବେ ପରେ ଘଟଣା ବହୁତ ଅସମ୍ଭାଳ ହୋଇପଡେ । ଏମିତି ହିଁ ଏକ ଘଟଣା ଉତ୍ତରପ୍ରଦେଶର ସିକହାବାଦ ଥାନା ଅଂଚଳର ଆରଂଜ ନିବାସୀ ଧର୍ମେନ୍ଦ୍ରଙ୍କ ସହ ଘଟିଛି । କହିବାକୁ ଚାହୁଞ୍ଛୁ, ଏଠି କନ୍ୟା କାହାରିକୁ ମାରିନି କିନ୍ତୁ ଏପରି କିଛି କାର୍ଯ୍ୟ କରିଛି ଯାହା ଫଳରେ ପୁଅର ପୁରା ପରିବାରକୁ ଡାକ୍ତର ଖାନା ଯିବାକୁ ପଡିଥିଲା ।

ବୋହୂର ଜବରଦସ୍ତ ସ୍ୱାଗତ କରାଯାଇଥିଲା :

ଏହି ବିବାହରେ ପୁଅଘର ପରିବାର ବହୁତ ଖୁସି ଥିଲେ । ବିବାହ ସମୟରେ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଖୁବ ଭଲ ଥିଲା । ଭଲ ସଂପର୍କ ଥିବାରୁ ଅବିଶ୍ୱାସର ପ୍ରଶ୍ନ ହିଁ ନଥିଲା । ତେଣୁ ବିନା କୌଣସି ବିଳମ୍ବରେ ନିର୍ବନ୍ଧ ଓ ବିବାହ ଶୀଘ୍ର ହୋଇଯାଇଥିଲା । ବିବାହ ପରେ ବୋହୁ ଘରକୁ ଆସିବା ପରେ, ପୁଅ ଘର ଲୋକେ ବୋହୂର ଖୁବ୍ ଆଦର ସତ୍କାର କରିଥିଲେ । ଏହା ଦେଖି ବୋହୂର ମନରେ କିଛି ଅଲଗା କରିବାର ଯୋଜନା ଚାଲିଥିଲା ।

ମିଷ୍ଟାନ୍ନରେ ନିଶା-ଔଷଧ ମିଶାଇ ଥିଲା :

ଝିଅଘର ପକ୍ଷରୁ ଆସିଥିବା ମିଷ୍ଟାନ୍ନରେ ନିଶା-ଔଷଧ ମିଶା ଯାଇଥିଲା । କାରଣ ବରପକ୍ଷ ମିଷ୍ଟାନ୍ନ ଖାଇ ଚେତା ହରାଇଲେ, ବୋହୁ ନିଜ କାମ ସାରି ଘର ଛାଡ଼ି ଚାଲି ଯାଇଥାନ୍ତା । ପରିବାର ଲୋକେ ଯେତେବେ ସେହି ମିଷ୍ଟାନ୍ନ ଖାଇଛନ୍ତି, ସମସ୍ତେ ଚେତା ହରାଇଥିଲେ, ପରେ ବୋହୁ ସମସ୍ତ ଗହଣା ଚୋରାଇ ଘର ଛାଡି ଚମ୍ପଟ ମାରିଥିଲା । ପରେ ଏହି ଘଟଣା ପୋଲିସରେ ଜଣା ଯାଇଥିଲା । ପୁଅ ଘର ଲୋକେ ଏହି ଚିନ୍ତାରେ ଅଛନ୍ତି, ନିଜ ବୋହୁ କେମିତି ସେମାନଙ୍କୁ ଲୁଟି ଘର ଛାଡି ଚମ୍ପଟ ମାରିଛି ।

ଡାକ୍ତରଖାନାରେ ଅଛନ୍ତି ବରର ପୁରା ପରିବାର :

ବିବାହର ଗୋଟିଏ ଦିନ ପରେ ହିଁ ବରର ପୁରା ପରିବାର ଡାକ୍ତରଖାନାରେ ଅଛନ୍ତି । ଘଟଣା ଅନୁସାରେ, ବୋହୁ ରାତିରେ ନିଜ ହାତରେ ସମସ୍ତଙ୍କୁ ମିଷ୍ଟାନ୍ନ ଖୁଆଇଥିଲା ପରେ ସମସ୍ତେ ଚେତ ହରାଇ ବସିଥିଲେ ସକାଳେ ଯେତେବେକେ କାହାରି ପାଟି ଶବ୍ଦ ଶୁଣାଯାଇ ନଥିଲା । ସାହି ପୋଡଶୀ ଲୋକେ କବାଟ ବାଡ଼ାଇବା ପରେ ଜଣାପଡିଥିଲା; ସମସ୍ତେ ବେହୋସ୍ ହୋଇପଡିଛନ୍ତି । ସେହି ସମୟରେ ଘଟଣା ବାହାରକୁ ଆସିଥିଲା । ପରେ ପଡ଼ୋଶୀଙ୍କ ସହାୟତାରେ ବରଘର ପରିବାରକୁ ଡାକ୍ତରଖାନା ନିଆଯାଇଥିଲା । ଏହି ଖବର ଥାନାକୁ ଯାଇଥିଲା । ବର୍ତ୍ତମାନ ପୋଲିସ ଘଟଣାର ଯାଞ୍ଚ କରୁଛି ।