ମହିଳା ଜଣଙ୍କ ରାତିରେ ହେଉଛି ଖେଳ ସୁଇ ସୁଇ କଣ କରୁଥିଲା ପୁଅ ଦେଖନ୍ତୁ ଆଶ୍ଚର୍ଯ୍ୟ ହେଇଯିବେ ଭିଡ଼ିଓ ଦେଖନ୍ତୁ

video 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି କାଲିର ଝିଅ ବାହାରେ ରହୁଛନ୍ତି । ଆଉ କେଉଁ ଭଳିଆ କାରନାମା କରୁଛନ୍ତି । ଜାହାକୁ ଆପଣ ମାନେ ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଜିର ସମୟ ରେ ବହୁତ କିଛି ଏମିତି ଘଟଣା ମାନ ହୋଇଥାଏ ଜାହା ଆମକୁ ଆଶ୍ଟର୍ଯ୍ୟ ଜନକ ଲାଗିଥାଏ । ତେବେ ଏହି ପରି ଏକ ଘଟଣା ଆପଣ ମାନଙ୍କୁ ଏଠାରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ।

ତେବେ ବନ୍ଧୁଗଣ ଏଠାରେ ଆପଣ ମାନଙ୍କୁ ଯେଉଁ ଭିଡ଼ିଓ ବିଷୟ ରେ ଆମେ କହିବା ପାଇଁ ଯାଉଛୁ ସେହିଥିରେ ଯୁବତୀ ଜଣଙ୍କ ହୋଷ୍ଟେଲ ମଧ୍ୟକୁ ଯୁବକ ଙ୍କୁ ରାତି ଅଧରେ ଡାକିଥିବାର ଦେଖିବା ପାଇଁ ମିଳିଥିଲା । ହେଲେ ପୁଅ ଜଣଙ୍କ ପଡିଗଲେ ଧରା । ତେବେ ଆପଣ ମାନେ ବି ଏଠାରେ ସେହି କାରନାମା ଭିଡ଼ିଓ ଦେଖି ପାରିବେ ।

video

ଜାହା ସଂମ୍ପର୍ଣ୍ଣ ଇଣ୍ଟରନେଟ ରେ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ଜଣେ ଯୁବକ ଯୁବତୀ ଙ୍କୁ ମେଡିସିନ ଦେବା ବାହାନା ରେ ରାତି 1.00 ବେଳେ ଲେଡେଜ ହୋଷ୍ଟେଲ ମଧ୍ୟରେ ପସିଛନ୍ତି । ଏବଂ ପାଖା ପାଖି 1 ରୁ 2 ଘଣ୍ଟା ପାଖା ପାଖି ସେ ସେଠାରେ ବସିଥିବାର ଦେଖିବା ପାଇଁ ମିଳିବା ପରେ ହୋଷ୍ଟେଲ ର ୱାଡେନ ଙ୍କ ଦ୍ୱାରା ଗାଳି ସୁଣୁଥିବାର ମଧ୍ୟ ଦେଖିବା ପାଇଁ ମିଳୁଛନ୍ତି ।

ତେବେ ଏମିତି କିଛି ଘଟଣା ଘଟେଇ ଧରା ପଡିଥିବାର ଆପଣ ମାନେ ଜାହା ଏହି ଭିଡ଼ିଓ ରେ ଦେଖିବା ପାଇଁ ପାଉଥିବେ । ତେବେ ବନ୍ଧୁଗଣ ଏହି ଭିଡ଼ିଓ କୁ ନେଇ ଆପଣ ମାନେ କଣ ପ୍ରତିକ୍ରାୟା ରଖିବେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *