ଫିଜ୍ ଦେବା ପାଇଁ ଜଣେ ବାଳକ ମହିଳା ଶିକ୍ଷକଙ୍କ ଘରକୁ ଯାଇଥିଲା । ଶିକ୍ଷକ କହିଥିଲେ ଟଙ୍କା ନୁହେଁ କିଛି ଅନ୍ୟ ଜିନିଷ ଦରକାର ।

Spread the love

ପଞ୍ଜାବ : ରାଜପୁର, ମନ୍ଦାରପୁର ଏକ ବିଦ୍ୟାଳୟରେ ଛାତ୍ରମାନଙ୍କ ସହିତ ପ୍ରିନ୍ସପଲ ଖେଳୁଥିଲେ ଅନୈତିକ କାର୍ଯ୍ୟ । ମିଳିଥିବା ସୂଚନା ଅନୁସାରେ, ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରର ନାମ କାଟିବାରେ ଧମକୀ ଦେଇ ମହିଳା ପ୍ରିନ୍ସପଲ ଘରକୁ ଡାକି ସେକ୍ସ କରିଥିଲେ । ଏଠାରେ ଏକ ସ୍କୁଲର ମହିଳା ପ୍ରିନ୍ସପଲଙ୍କ ଉପରେ ଦ୍ୱାଦଶରେ ପଢୁଥିବା ଜଣେ ନାବାଳକ ଛାତ୍ର ଉପରେ ସେକ୍ସ କରିବାର ଆରୋପ ଲାଗିଛି । ଛାତ୍ର ଜଣଙ୍କ କହିଛି ପ୍ରିନ୍ସପଲ ଘରକୁ ଡାକି ଅନେକ ଥର ସେକ୍ସ କରିବା ପାଇଁ କହୁଥିଲେ । ଯେତେବେଳେ ଛାତ୍ର ଜଣଙ୍କ ମନା କରୁଥିଲା, ପ୍ରିନ୍ସପଲ ସ୍କୁଲରୁ ନାମ କାଟିବାର ଧମକି ଦେଉଥିଲେ ।

ପୀଡିତ ପରିବାରର କହିବା ଅନୁସାରେ, ତାଙ୍କ ପୁଅକୁ ଅନେକ ଥର ଆରୋପୀ ପ୍ରିନ୍ସପଲ ଘରକୁ ଡାକୁଥିଲେ ଏବଂ ଭିନ୍ନ ଭିନ୍ନ ସ୍ଥାନରେ ସେକ୍ସ କରୁଥିଲେ । ଛାତ୍ର ସେକ୍ସ କରିବା ପାଇଁ ମନା କଲେ ତାକୁ ଧମକୀ ମିଳୁଥିଲା । ଛାତ୍ର ଜଣଙ୍କ କହିଛି ସେ ୫ ରୁ ୧୦ ଥର ପ୍ରିନ୍ସପଲଙ୍କ ଘରକୁ ଯାଇଛି ଏବଂ ସେଠାରେ ମୋର ଏବଂ ପ୍ରିନ୍ସିପାଳଙ୍କ ସହ ଶାରୀରିକ ସମ୍ବନ୍ଧ ହୋଇଛି ।

ଆମର ଫୋନ ଏବଂ ହ୍ଵାଟ୍ସଆପରେ କଥାବାର୍ତ୍ତା ହେଉଥିଲା । ମୋ ପୂର୍ବରୁ ଅନ୍ୟ ଜଣେ ଛାତ୍ର ସହ ମଧ୍ୟ ପ୍ରିନ୍ସିପାଳଙ୍କ ଶାରୀରିକ ସମ୍ବନ୍ଧ ରଖିଥିଲେ । ବର୍ତ୍ତମାନ ସେହି ଛାତ୍ର ଜଣଙ୍କ ବିଦେଶ ଚାଲିଯାଇଛି । ଥରେ ଛାତ୍ର ଜଣଙ୍କ ଜିଦ ଧରିଥିଲା, ସେ ସେକ୍ସ କରିବ ନାହିଁ । ସେହି ଘଟଣା ପରେ ଶିକ୍ଷୟତ୍ରୀ ଛାତ୍ର ଉପରେ ଆରୋପ ଲଗାଇଥିଲେ ଏବଂ ଛାତ୍ରଟିର ନାମ ସ୍କୁଲରୁ କାଟି ଦେଇଥିଲେ । ଦ୍ଵିତୀୟ ଥର ସ୍କୁଲରେ ନାମ ଲେଖିବା ପାଇଁ କହିବାରୁ ପ୍ରିନ୍ସିପାଳ ଶାରୀରିକ ସମ୍ବନ୍ଧ ରଖିବା ପାଇଁ କହିଥିଲେ । ପ୍ରିନ୍ସିପାଳ କହିଥିଲେ, ଶାରୀରିକ ସମ୍ବନ୍ଧ ରଖିବା ପରେ ହିଁ ଦ୍ଵିତୀୟ ଥର ସ୍କୁଲରେ ନାମ ଲେଖାଯିବ । ସେ ଶାରୀରିକ ସମ୍ବନ୍ଧ ରଖିଥିଲା ଏବଂ ଛାତ୍ରଟିର ନାମ ସ୍କୁଲରେ ଲେଖା ଯାଇଥିଲା ।

ବାପା କହିଛନ୍ତି ମୋ ପୁଅର ଜୀବନ ପ୍ରିନ୍ସିପାଳ ମ୍ୟାଡେମ ବର୍ବାଦ କରି ଦେଇଛନ୍ତି :

ଜଣ୍ଡ ମଙ୍ଗୋଲି ଗାଆଁର ବଲବୀନ୍ଦ୍ର ସିଂହ କହିଛନ୍ତି, ତାଙ୍କର ପୁଅ ମରନ୍ଦାପୁର ଗାଆଁର ସରକାରୀ ସ୍କୁଲରେ ପଡିବା ପାଇଁ ଯାଏ । ସେଠାକାର ପ୍ରିନ୍ସିପାଳ ତାକୁ ଧମକ ଦେଇ ଶାରୀରିକ ସମ୍ବନ୍ଧ ରଖୁଥିଲେ । ଏଥିପାଇଁ ସେ ମୋ ପୁଅକୁ ଅନେକ ଥର ଘରକୁ ଡାକି ଅନୈତିକ ଶାରୀରିକ ସମ୍ବନ୍ଧ ରଖୁଥିଲେ । ଯେତେବେଳେ ଛାତ୍ରଟିର ବାପା ଗାଆଁ ଲୋକଙ୍କୁ ନେଇ ଆରୋପୀ ପ୍ରିନ୍ସିପାଳଙ୍କ ପାଖକୁ ଯାଇଥିଲେ, ସେହି ସମୟରେ ପ୍ରିନ୍ସିପାଳ ଗାଆଁ ଲୋକଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ । ଆମେ ଯେତେବେଳେ ମିଡ଼ିଆକୁ କହିଥିଲୁ, ପ୍ରିନ୍ସିପାଳ ପଛ ଗେଟ ଦେଇ ଚାଲିଯାଇଥିଲେ ।

ଅନେକ ଛାତ୍ର ମହିଳା ପ୍ରିନ୍ସିପାଳଙ୍କୁ ନେଇ ଚିନ୍ତାରେ ଥିଲେ :

ମରନ୍ଦାପୁରର ଭାଇସ୍ ପ୍ରିନ୍ସିପାଳ ସରୋଜ ଶର୍ମା କହିଛନ୍ତି, ସ୍କୁଲ ଷ୍ଟାଫ ଏବଂ ଛାତ୍ରଛାତ୍ରୀ ଉଭୟ ସେହି ମହିଳା ପ୍ରିନ୍ସିପାଳ ପାଇଁ ଚିନ୍ତିତ ରହୁଥିଲେ । ଯେତେବେଳେ ଶିକ୍ଷା ବିଭାଗର ଦଳ ସ୍କୁଲ ପହଞ୍ଚି ଥିଲା, ସେହି ସମୟରେ ଶହେରୁ ଅଧିକ ଛାତ୍ରଛାତ୍ରୀ ଏବଂ ସ୍କୁଲ ଷ୍ଟାଫ ପ୍ରିନ୍ସିପାଳଙ୍କ ବିରୁଦ୍ଧରେ ଲିଖିତ ଆରୋପ ଦେଇଥିଲେ ।