ଦେହକୁ ଦେଲେନି ରେଷ୍ଟ , ବର୍ଷକୁ ବର୍ଷ ଦେଇଚାଲିଲେ ଛୁଆ । ଆଉ ତା ପରେ

baby

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଫଟା ଫଟ ଜନ୍ମ କଲେ 9 ସନ୍ତାନ 12 ବର୍ଷ ପର୍ଯ୍ୟନ୍ତ ଲଗାତାର କଲେ ଛୁଆ ଜନ୍ମ ବାହାଘର କୁ 12 ବର୍ଷ ହେଲେ ଜନ୍ମ ଦେଇଛନ୍ତି 9 ସନ୍ତାନ କୁ ମାନେ ଦେଢ ବର୍ଷ ରୁ କମ୍ ସମୟ ମଧ୍ୟରେ ଛୁଆ ଜନ୍ମ କଲେ 28 ବର୍ଷରେ ସେ ଏବେ 9 ଟି ସନ୍ତାନ ର ମାଆ । ତେବେ ଡାକ୍ତର ଙ୍କ କହିବା କଥା ହେଉଛି ଗୋଟେ ଛୁଆ ଜନ୍ମ ହେବାର 3 ବର୍ଷ ପରେ ଆଉ ଗୋଟେ ଛୁଆ ଜନ୍ମ କରିବା କଥା । ହେଲେ ଏଠାରେ ପ୍ରତି ବର୍ଷ ଗୋଟେ ଛୁଆ ଜନ୍ମ କରିଛନ୍ତି ଗୋଟେ ମହିଳା ।

ଗୋଟେ ଛୁଆ ଜନ୍ମ ହେବାର ଗୋଟେ ବର୍ଷ ମଧ୍ୟରେ ଆଉ ଗୋଟେ ଛୁଆ ଜନ୍ମ କରିଛନ୍ତି ଏହି ମହିଳା । ଯାହା ପାଇଁ ସେ ଅନେକ କଷ୍ଟ ମଧ୍ୟ ସହିଛନ୍ତି । ଯେଉଁଥି ପାଇଁ ତାଙ୍କୁ ଏବେ ସୁପର ଉମେନ ବୋଲି କୁହାଜାଉଛି । ତେବେ ଏହି ପରି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଆମେରିକା ର ଲସ ଭେଗାସ୍ ରେ ତାଙ୍କୁ ଏବେ 28 ବର୍ଷରେ ସେ ଏବେ 9 ଟି ସନ୍ତାନ ର ମାଆ ।

maa

କୈରା ଙ୍କ ବିବାହ 16 ବର୍ଷ ବୟସ ରେ 3 ବର୍ଷ ବଡ ଆନ୍ଧ୍ରା ଡି ଙ୍କ ସହିତ ହୋଇଥିଲା । ତେବେ କୈରା ପ୍ରଥମେ 2000 ମସିହା ରେ ପ୍ରଥମ ସନ୍ତାନ ରେ ମାଆ ହୋଇଥିଲେ । ଏହା ପରେ ସେ ଶେଷ ବା ନବମ ସନ୍ତାନ କୁ 2012 ମସିହା ରେ ଜନ୍ମ ଦେଇଥିଲେ । ବାହାଘର ଠାରୁ 12 ବର୍ଷ ପର୍ଯ୍ୟନ୍ତ ସେ ଛୁଆ ଜନ୍ମ କରି ଚାଲିଥିଲେ । ବାଧ୍ୟ ବାଧକତା ରେ ନୁହେଁ ବରଂ ସେ ନିଜ ଇଚ୍ଛାରେ ଛୁଆ ଜନ୍ମ କରି ଚାଲିଥିଲେ ।

ସେହିଥି ପାଇଁ ସେ ଅନେକ ପ୍ରକାରର କଷ୍ଟ ପାଇଛନ୍ତି । ହେଲେ ତଥାପି ପଛ ଘୁଞ୍ଚା ଦେଇ ନାହାଁନ୍ତି । ତେବେ ଏହିଥିରେ ସ୍ୱାମୀ ଆନ୍ଧ୍ରା ଡି ବି ମଧ୍ୟ ସୋ କରିଥିଲେ । ତେବେ କୈରା ଙ୍କୁ ଏବେ 39 ବର୍ଷ ହୋଇଛି । ତେବେ ଯେତେ ବେଳେ ସେ ରାସ୍ତା ରେ ଜାଆନ୍ତି ସେତେ ବେଳେ ତାଙ୍କୁ ଲୋକ ମାନେ ତାଙ୍କ ସନ୍ତାନ ମାନଙ୍କର ମାଆ ନୁହେଁ ବରଂ ଭଉଣୀ ବୋଲି କୁହନ୍ତି । ଆଉ ଯେତେ ବେଳେ ସେମାନେ ଜାଣନ୍ତି କି ସେ 9 ସନ୍ତାନ ର ମାଆ ବୋଲି ତେବେ ସେମାନେ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଜାଆନ୍ତି ।

baby

କୈରା 9 ଟି ସନ୍ତାନ ର ମାଆ ହୋଇଥିଲେ ମଧ୍ୟ ସେ ତାଙ୍କ ଶରୀର ର ସନ୍ଦର୍ଯ୍ୟ କୁ ହରେଇବାକୁ ଦେଇ ନାହାଁନ୍ତି । କୈରା ଙ୍କର ସୋସିଆଲ ମିଡିଆ ରେ 4 ଲକ୍ଷ ରୁ ଅଧିକ ଫୋଲୟାର୍ସ ରହିଛନ୍ତି । ସେ ଜଣେ ମୋଡେଲର ହୋଇଥିବା ବେଳେ ସେ ଭାର ଉତ୍ତଳନ କରି ନିଜ ଶରୀର କୁ ସଠିକ୍ ରଖିଛନ୍ତି । ତେବେ ଏହାକୁ ନେଇ ଆପଣ ମାନଙ୍କର ମତା ମତ କଣ ରହିବ ନିଶ୍ଚିତ ଭାବେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *