ପିଣ୍ଟୁଙ୍କ ବିଷୟରେ ଆସିଲା ସବୁଠୁ ବଡ ଖବର ।

Pintu Nanda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ବେଳେ ହସ ଏବଂ ରାଗ ବାଣ୍ଟି ଆସୁଥିବା ଅଭିନେତା ପିଣ୍ଟୁନନ୍ଦ । ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଗତ କିଛି ଦିନ ହେବ ଜିବନ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ଏବେ ପିଣ୍ଟୁ ନନ୍ଦ ଙ୍କୁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଜାଇଛି । ଦିଲ୍ଲୀ ର ଏକ ପ୍ରାଇଭେଟ ହସ୍ପିଟାଲ ରେ ଚିକିତ୍ସା କରାଜାଉଥିବା ବେଳେ ପାରିଲେନି ଦିଲ୍ଲୀ ଡାକ୍ତର । ତେବେ ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଆପଣ ମାନେ ବହୁତ ଭଲ କରି ଜାଣିଥିବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବିଷୟ ରେ ଯେ କି ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି । ଆଉ ଦର୍ଶକ ମାନଙ୍କ ପସନ୍ଦ ଆସିବା ଭଳି ଅନେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରି ଦର୍ଶକ ଙ୍କ ପ୍ରତି ଆକୃଷ୍ଟ କରିଥିଲେ । ଦିଲ୍ଲୀ ଡାକ୍ତର ମାନଙ୍କ କହିବା କଥାକି ପିଣ୍ଟୁ ନନ୍ଦ ଙ୍କ ପାଇଁ ଅଧିକ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ଆବଶ୍ୟକତା ରହିଛି ।

ତେବେ ଦିନ କୁ ଦିନ ଲକ୍ଷେ ରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏଠାରେ ଚିକିତ୍ସା ଠିକ୍ ଭାବେ ହୋଇ ପାରିବ ନାହିଁ । ଆଉ ତାଙ୍କୁ ଚେନ୍ନାଇ ବା ହାଇଦ୍ରାବାଦ କୁ ନିଆଯିବା କଥା ମଧ୍ୟ କହିଥିଲେ । ଲିଭର ସିରୋସିସ ରେ ଆକ୍ରାନ୍ତ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବର୍ତମାନ ଦିଲ୍ଲୀ ଇନସଚ୍ୟୁଟ ଆଣ୍ଡ ଲିଭର ଦୀଲ୍ଲୀ ଆରି ସାଇନ୍ସ ରେ ଭର୍ତ୍ତି କରାଜାଇ ଥିଲା । ଆଉ ସେଠାରେ ଯକୃତ ପ୍ରତ୍ୟାରୋପଣ ହେବାର ଥିଲା ହେଲେ ପରିବାର ରୁ କାହାର ବି ବ୍ଲଡ୍ ଗୃପ୍ ମେଚ କରି ପାରିଲା ନାହିଁ ।

Pintu Nanda

ଯେଉଁଥି ପାଇଁ ଡୋନର ମିଳିଲେ ନାହିଁ ଯେଉଁଥି ପାଇଁ ବର୍ତମାନ ହାଇଦ୍ରାବାଦ ଜାଇଛନ୍ତି ପିଣ୍ଟୁ ନନ୍ଦ । ଆଉ ସବୁଠୁ ବଡ କଥା ହେଲା ଦିଲ୍ଲୀରେ ଅନ୍ୟ ଡୋନର ଙ୍କ ଠାରୁ ଯକୃତ ପ୍ରତ୍ୟାରୋପଣ କରିବାର ନିୟମ ନାହିଁ । ଯେଉଁଥି ପାଇଁ ପିଣ୍ଟୁ ନନ୍ଦ ଙ୍କୁ ହ୍ରାଇଦ୍ରାବାଦ ର ଯୋଶଦା ହସ୍ପିଟାଲ କୁ ନିଆଜାଇଛି । ଆଉ ଯେତିକି ବେଳେ ଏହି ଲଣ୍ଡା ଫୋଟ କୁ ଯାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ