ପତି ପତ୍ନୀଙ୍କ ମଧ୍ୟରେ ଏହି ୫ଟି ଜିନିଷକୁ ନେଇ ହୋଇଥାଏ ସବୁଠାରୁ ଅଧିକ ଝଗଡ଼ା, ୪ ନମ୍ବର କାରଣ ଯୋଗୁଁ ବହୁତ ଭୟାନକ ହୋଇଥାଏ ।

Spread the love

ସେହି ପତି ପତ୍ନୀହିଁ ଜଣ ଯାହା ମଧ୍ୟରେ ଝଗଡ଼ା ହୋଇନଥାଏ । ସେଥିପାଇଁ ତୋ ଗୋଟିଏ କଥା କୁହାଯାଏ, ବାହାଘରର ଲଡ଼ୁ ଯିଏ ଖାଏ ସେ ମଧ୍ୟ ପସ୍ତାଏ ଏବଂ ଯିଏ ନ ଖାଏ ସେ ମଧ୍ୟ ପସ୍ତାଏ । ବାହାଘରର ପ୍ରାରମ୍ଭରେ କିମ୍ବା ପ୍ରଥମ ଦିନ ଗୁଡ଼ିକରେ ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ବହୁତ ଭଲପାଇବା ରହିଥାଏ । କିନ୍ତୁ ଅସଲି କାହାଣୀ ବାହାଘରର କିଛି ବର୍ଷ ପରେ ଆରମ୍ଭ ହୋଇଥାଏ । ଦୁହେଁ ଦୁହିଁଙ୍କ ସହ ଗୋଟିଏ ଛାତ ତଳେ ରହିବା ସହଜ ହୋଇନଥାଏ । ଛୋଟ କଥାରୁ ନେଇ ବଡ଼ କଥା ପର୍ଯ୍ୟନ୍ତ କୌଣସି ନା କୌଣସି ଜିନିଷକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଏ । ଏମିତିରେ ଆଜି ଆମେ ଆପଣଙ୍କୁ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଲଢ଼େଇ ହେବାର ଏହି ୫ଟି ସବୁଠାରୁ ପୋପୁଲାର କାରଣ ଜଣାଉଛୁ ।

ସପୀଙ୍ଗ :

Google

ଏହି କଥା କାହାପାଖରେ ମଧ୍ୟ ଲୁଚିନଥାଏ, କି ମହିଳାମାନଙ୍କୁ ସୋପିଙ୍ଗ କରିବା ବହୁତ ପସନ୍ଦ ହୋଇଥାଏ । ତାଙ୍କ
ଉପରେ ଏହାର ଏମିତି ଯୁନୁନ ଚଡିଥାଏ, କି ସେ ସେହି ଜିନିଷ ମଧ୍ୟ କିଣି ନିଅନ୍ତି ଯାହା ତାଙ୍କ ବଜେଟରେ ମଧ୍ୟ ଆସିନଥାଏ, ଅଥବା ଯାହାର ଆବଶ୍ୟକ ତାଙ୍କୁ ନଥାଏ । ଏମିତିରେ ପତି ଏହି କଥାକୁ ନେଇ ପତ୍ନୀ ଉପରେ କ୍ରୋଧିତ ହୋଇଥାଏ । କିଛି ମାମଲା ଏମିତି ମଧ୍ୟ ଆସିଥାଏ କି ଯେତେବେଳେ ପତ୍ନୀ କୌଣସି ଖାସ ଜିନିଷ କିଣିବାକୁ ଜିଦ୍ଧି କରିଥାଏ, କିନ୍ତୁ ସ୍ଵାମୀ ତାଙ୍କୁ କିଣିବାକୁ ଦେଇନଥାଏ । ଏହି ସ୍ଥିତିରେ ଭୟାନକ ଲଢ଼େଇ ହୋଇପାରେ ।

ଶ୍ଵଶୁରଘର ଲୋକସହ ଅନାବନା :

Google

ଗୋଟିଏ ସ୍ତ୍ରୀକୁ ନିଜର ଶାଶୁଘରର ପ୍ରତ୍ୟେକ ବ୍ୟକ୍ତି ସହ ଭଲ ସମ୍ପର୍କ ବନେଇ ରହୁ ଏହା ଜରୁରୀ ନାହିଁ । ଯଦି ତାଙ୍କ ଶାଶୁଘରର କୌଣସି ବ୍ୟକ୍ତି ସହ ଝଗଡ଼ା ହୋଇଥାଏ ତୋ ପତି କ୍ରୋଧିତ ହୋଇଯାଇଥାଏ । ଅନେକ ଥର ସେହି ବ୍ୟକ୍ତିକୁ ଫେବର କରିବା କାରଣ ଯୋଗୁଁ ମଧ୍ୟ ପତ୍ନୀ କ୍ରୋଧିତ ହୋଇଯାଇଥାଏ । ଏହିପରି ଭାବେ ପତି ନିଜ ପତ୍ନୀ ଏବଂ ଘରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ପେଶି ହୋଇଯାଇଥାଏ ।

କାମ କାର୍ଯ୍ୟ :

ଯଦି କୌଣସି ମହିଳା ଅଳସୁଆଣି ହୋଇଥାଏ, ଏବଂ ଘରର କାମ କାର୍ଯ୍ୟ କରିବାରେ କାମ ଚୋରି କରିଥାଏ, ତେବେ ପତିଙ୍କ ସହ ତାଙ୍କର ଝଗଡ଼ା ହେବା ବାଧ୍ୟ ଅଟେ । ଏଭଳି ସ୍ଥିତି ମଧ୍ୟ ହୋଇଥାଏ କି ପତ୍ନୀ ସମସ୍ତ କାର୍ଯ୍ୟ କରିଥିଲେ ମଧ୍ୟ ତାହା ଭଲ ହୋଇନଥାଏ । ସେ ଖାଦ୍ୟ ପ୍ରସ୍ତୁତ ଅବଶ୍ୟ କରିଥାଏ, କିନ୍ତୁ ସେଥିରେ ଅନେକ କମି ରହିଯାଇଥିଏ ଏବଂ ପତି ଖରାପ କହିଦିଏ ତୋ ଘରେ ମହାଯୁଦ୍ଧ ଅବଶ୍ୟ ହୋଇଥାଏ ।

ପ୍ରୋପର୍ଟି :

Google

ଏହା ଘର ମଧ୍ୟରେ ଲଢେ଼ଇର ସବୁଠାରୁ ବଡ଼ କାରଣ ହୋଇଥାଏ । ଏଥିପାଇଁ ଗୋଟିଏ ପୁଅ ତାର ମାତା ପିତା ଠାରୁ ଅଲଗା ହୋଇଯାଇଥାଏ । ଭାଇ ଭାଇଙ୍କ ମଧ୍ୟରେ କଥାବାର୍ତ୍ତା ହୋଇନଥାଏ । ବାହାଘର ପରେ ସ୍ତ୍ରୀକୁ ଏହି ଚିନ୍ତା ଘେରିଥାଏକି ତାକୁ ଏହି ଘୋରଇ ପ୍ରୋପର୍ଟି କଣ କଣ ସବୁ ମିଳିବ ଏବଂ କେତେ ପରିମାଣରେ ମିଳିବ ? ବାସ ଏହାକୁ ନେଇ ଘରର ସମସ୍ତ ବୋହୂମାନେ ଲଢ଼େଇ କରିବାକୁ ଲଗିଯାଆନ୍ତି, ଯେଉଁଥିରେ ପତି ମଧ୍ୟ ସାମିଲ ହୋଇଥାଏ ।

ରୋକଠକ :

ମହିଳା ମାନଙ୍କୁ ସ୍ଵାଧୀନତା ପସନ୍ଦ ହୋଇଥାଏ । କିନ୍ତୁ କିଛି ପତି ତାଙ୍କୁ ସବୁ କାର୍ଯ୍ୟରେ ରୋକଠକ ଲଗାଇଥାନ୍ତି । ଏହା କରନାହିଁ, ସେମିତି କରନାହିଁ, ସେଠାକୁ ଯାଓ ନାହିଁ, ସେମାନଙ୍କ ସହ କଥା ହୁଅ ନାହିଁ ଇତ୍ୟାଦି । କିଛି ତୋ ନିଜର ସ୍ତ୍ରୀକୁ ସନ୍ଦେହ ମଧ୍ୟ କରିଥାନ୍ତି । ଏମିତିରେ ଏହି କଥା ସ୍ତ୍ରୀ ମାନଙ୍କ ଉପରେ ମଧ୍ୟ ଲାଗୁ ହୋଇଥାଏ । ସେ ନିଜର ସ୍ଵାମୀକୁ କଣ୍ଟ୍ରୋଲରେ ରଖିବା ପାଇଁ ପ୍ରୟାସ କରିଥାନ୍ତି । ଦୁହିଁଙ୍କ ତରଫରୁ ଯେତେବେଳେ ଏହିପରି ରୋକଠୋକ ହୋଇଥାଏ ତୋ ଲଢ଼େଇର ସ୍ଥିତି ଆରମ୍ଭ ହୋଇଥାଏ ।

ତେବେ ଆପଣଙ୍କର ଆପଣଙ୍କ ପାର୍ଟନରଙ୍କ ସହିତ କୌଣସି ବିଷୟକୁ ନେଇ ଝଗଡ଼ା ହୋଇଥାଏ,ତାହା ଆମକୁ ନିଶ୍ଚୟ କମେଣ୍ଟ କରିଜଣାନ୍ତୁ ।