
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ବଡ ଆଶ୍ଚର୍ଯ୍ୟ ଜନକ ଖବର ଗୁରୁ ଶିକ୍ଷ ସଂମ୍ପର୍କ ରେ ହିତାହିତ ଜ୍ଞ୍ୟାନ ଭୁଲିଗଲେ ଶିକ୍ଷକ ଗୁରୁ ଶିକ୍ଷ ସଂମ୍ପର୍କ ରେ ଲଗେଇ ଦେଲେ କଳଙ୍କ ତେବେ ଏହି ସମୟ ରେ ଛାତ୍ରୀ ସହିତ ପ୍ରଧାନ ଶିକ୍ଷକ ଙ୍କ ରାସଲୀଳା ଭିଡ଼ିଓ ଭାଇରଲ ହୋଇଛି । ତେବେ ବର୍ତମାନ ବାଙ୍ଗଲାଦେଶର ଜଣେ ସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ଉପରେ ଯୈନ ନିର୍ଜାତନା ର କେସ ଆସିଛି ଏବଂ ଯୈ-ନ ନିର୍ଜାତନା ପରେ ଛାତ୍ରା ଙ୍କୁ ଜିବନ୍ତ ଜାଳି ଦିଆଜାଇଛି । ତେବେ ବର୍ତମାନ ଏହି ଘଟଣା ଟି ବାଙ୍ଗଲାଦେଶର ଫେଲି ସହର ରେ ଘଟିଥିବାର ଜଣା ପଡିଛି ।
ଶୁକ୍ରବାର ଦିନ ଆରୋଗ୍ୟ ଅଧିକାରୀ ଏହି ମାମଲା ର ପର୍ଦାଫାସ କରିଛନ୍ତି । ଏହି ମାମଲା ରେ ଉକ୍ତ ଛାତ୍ରୀ ଙ୍କ ସହପାଠୀ ଙ୍କ ମଧ୍ୟ ରୁ ତିନି ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣଙ୍କୁ ଗିରୋଫ କରିଛନ୍ତି । ତେବେ ପୋଲିସ ର ସୂଚନା ଅନୁସାରେ 19 ବର୍ଷିୟ ମୁସଲ ଜାନ ରଫିନ ନାମକ ଛାତ୍ରୀ ଜଣଙ୍କ ନିଜ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ନାମରେ ଅଭିଯୋଗ ଆଣିଛନ୍ତି ।
ତେବେ ହତ୍ୟା ଦିନ ସେ ସ୍କୁଲ କୁ ପରିକ୍ଷା ଦେବାକୁ ଜାଇ ଥିଲେ ତାଙ୍କର କିଛି ସହପାଠୀ ତାଙ୍କୁ ଉପରକୁ ଡାକିଥିଲେ । ଏହା ପରେ ଯେତେ ବେଳେ ସେହି ଛାତ୍ରୀ ଜଣଙ୍କ ଛାତ ଉପରକୁ ଜାଇ ଥିଲେ ସେହି ସମୟ ରେ ତାଙ୍କ ସହିତ ସ୍କୁଲ ର ପ୍ରଧାନ ଶିକ୍ଷକ ଏମିତି କିଛି କହିଥିଲେ କି ସେହି ଅଭିଯୋଗ କୁ ପ୍ରତ୍ୟାହାର କରିବାକୁ କହିଥିଲେ ହେଲେ ଛାତ୍ରୀ ଜଣଙ୍କ ଅଭିଯୋଗ ପ୍ରତ୍ୟାହାର କରିନଥିଲେ ତେବେ ସେଠାରେ ଛାତ୍ରୀ ଜଣଙ୍କୁ ସେଠାରେ କିରୋସିନି ଢାଳି ପୋଡି ଦେଇଥିଲେ ।
ପରେ ଘଟଣା ର ତୀବ୍ର ପ୍ରତିକ୍ରିୟା ସହିତ ଆନ୍ଦୋଳନ ମଧ୍ୟ ହୋଇଥିଲା ଫଳରେ ବାଙ୍ଗଲାଦେଶର ର ପ୍ରଧାନ ମନ୍ତ୍ରୀ ଏହି ମାମଲା ରେ ପଦକ୍ଷେପ ନେଇ ଅପରାଧୀ କୁ ଧରିବା ପାଇଁ ନିସ୍ପତି ଦେଇଛନ୍ତି । ତେବେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବର୍ତମାନ ଫେରାର ହୋଇଜାଇଛନ୍ତି । ପୋଲିସ ଏହାର ତଦନ୍ତ କରୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।