କାଲିଠୁ ଲାଗୁ ବଡ ନିୟମ . ମାନନ୍ତୁ ନହେଲେ ପସ୍ତେଇବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ରାଜ୍ୟ ବାସୀ ମାନଙ୍କ ପାଇଁ ଆସିଲା ଖୁସୀ ଖବର ଓଡିଶା କୁ ମିଳିବ 9 ଲକ୍ଷ ରୁ ଅଧିକ ପ୍ରଧାନ ମନ୍ତ୍ରୀ ଆୱାସ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏହି ନେଇ ପୂର୍ବରୁ ବିବାଦ ଦେଖା ଦେଇଥିବା ବେଳେ ଏବେ ବାଟ ଫିଟିଛି । ନିକଟ ରେ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶିକ୍ଷାମନ୍ତ୍ରାଳୟ ସହିତ ଯୋଗାଯୋଗ କରି ରାଜ୍ୟର ହକ୍ ନେଇ ଆଲୋଚନା କରିଥିଲେ । ରାଜ୍ୟ ସରକାର ଙ୍କୁ ଯୋଗ୍ୟ ହୀତାଧିକାରୀ ତାଲିକା ମଗାଜାଇ ଥିଲା ।

ତେବେ ବନ୍ଧୁଗଣ ଏହି ନେଇ ସଂମ୍ପର୍ଣ୍ଣ ଆପଡେଟ କଣ ରହିଛି ଆପଣ ମାନଙ୍କ ସହିତ ଆଲୋଚନା କରିବୁ । ତେବେ ବନ୍ଧୁଗଣ 9 ଟି ଜିଲ୍ଲାର ଯୋଗ୍ୟ ହୀତାଧିକାରୀ ମାନଙ୍କୁ ଏମିତି କି ବାତ୍ୟା ଫନି ହୀତାଧିକାରୀ ଙ୍କ ତାଲିକା ନେଇ ଆଲୋଚନା ହୋଇଥିବା ଏକ ବିଶେଷ ସୂତ୍ର ରୁ ଜଣା ପଡିଛି । ତେବେ ପ୍ରାଥମିକ ପର୍ଯ୍ୟାୟ ରେ 5.69 ଲକ୍ଷ ହୀତାଧିକାରୀ ଙ୍କୁ ପିଏମ୍ ଆୱାସ ଯୋଜନା ରେ ସାମିଲ କରିବା ନେଇ ସ୍ଥିର କରାଜାଇଛି । ତେବେ ଏହିଥିରେ ବାତ୍ୟା କ୍ଷେତି ଗ୍ରସ୍ଥ ଙ୍କୁ ମିଶେଇ 9 ଲକ୍ଷ୍ୟ ହୀତାଧିକାରୀ ମାନଙ୍କୁ ଆୱାସ ମିଳିବା ନେଇ ପକ୍ରିୟା ଜାରି ରହିଛି ।

pm

ପରବର୍ତି ଖବର ଟି ହେଲା ରାଜ୍ୟ ସରକାର ଙ୍କ ପରବର୍ତି କୃଷି ଆକ୍ସନ ପ୍ଲାନ । ରାଜ୍ୟରେ 5 ହଜାର ଗ୍ରାମ ରେ ଖୋଲିବା ପାଇଁ ଯାଉଛି ବିହନ ବ୍ୟାଙ୍କ୍ ସେହିଥି ପାଇଁ ରାଜ୍ୟ ସରକାର 10 ବର୍ଷର ଖର୍ଚ୍ଚ କରିବେ 10 କୋଟି ଟଙ୍କା ଏବେ ପାରମ୍ପାରିକ ପଦ୍ଧତି କୁ ଛାଡି ଉନ୍ନତ ଧରଣ ର ବିହନ ବ୍ୟବହାର କରାଯିବ । 2030 ସୁଧା କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାରା ଆଣିବାକୁ ରାଜ୍ୟ ସରକାର ଲକ୍ଷ ରଖିଛନ୍ତି । ଜଳବାୟୁ ମୁକାବିଲା ପାଇଁ କୃଷି ପଦ୍ଧଥି ଏବଂ ବ୍ୟବସ୍ଥାରେ ରାଜ୍ୟ ସରକାର ବଡ ଧରଣ ର ପରିବର୍ତନ ଆଣିବେ । ତେଣୁ ନୂଆ ପଦ୍ଧଥି ରେ ପ୍ରୟୋଗ ସଚେତନତା ଏବଂ ଭିତ୍ତି ଭୂମି ଉପରେ ରାଜ୍ୟ ସରକାର 10 ବର୍ଷରେ 5 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

ପରବର୍ତି ଖବର ଟି ହେଲା ରାଜ୍ୟ ସରକାର ଙ୍କ ବଡ ନିସ୍ପତି ଏଣିକି ଘୋରଇ ହସ୍ପିଟାଲ ରେ ଦୂର୍ଘଟଣା ରେ ଆହାତ ଙ୍କୁ ମିଳିବ ମାଗଣା ଚିକିତ୍ସା । ଦୃଘଟଣା ରେ ମୃ-ତ୍ୟୁ ହାର କମେଇବାକୁ ରାଜ୍ୟ ସରକାର ଏମିତି ପଦକ୍ଷେପ ନେଇଥିବାର ଜଣା ପଡିଛି । ସରକାରୀ ବ୍ୟତିତ ଘୋରଇ ହସ୍ପିଟାଲ ରେ ବି ଏହି ସୁବିଧା ମିଳିବ । ପୂର୍ବରୁ ଏହି ସୁବିଧା ଉପଲ୍ବଧ ହେଉଥିବା ବେଳେ ଏବେ ସାତଟି ଘୋରଇ ହସ୍ପିଟାଲ ରେ ମାଗଣା ଚିକିତ୍ସା ସୁବିଧା ମିଳିବ । ଏବେ ମୋଟ 18 ଘୋରଇ ହସ୍ପିଟାଲ ରେ ମାଗଣା ଚିକିତ୍ସା ମିଳିବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ