ଅଭିନେତ୍ରୀ Rani Pandaଙ୍କ ଚମତ୍କାର ନୃତ୍ୟ ଦେଖି ଦର୍ଶକମାନେ ଦେଲେ ଏଭଳି ପ୍ରତିକ୍ରିୟା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣମାନେ ସବୁ ଓଲିଉଡ ଏବଂ ଯାତ୍ରା ଜଗତର ମହାନ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ବହୁତ ଭଲଭାବରେ ଜାଣିଥିବେ । ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ଆଉ ସେ ଜଣେ ମହାନ୍ କଳାକାର ମଧ୍ୟ ଅଟନ୍ତି । ଆଉ ତାଙ୍କ ଅଭିନୟ ବହୁତ ଚମତ୍କାର ହୋଇଥାଏ । ଆଉ ତାଙ୍କୁ ସାରା ଓଡ଼ିଶାବାସୀ ଜାଣିଛନ୍ତି । ଆଉ ତାଙ୍କ ଅଭିନୟ ବହୁତ ସୁନ୍ଦର ହୋଇଥାଏ ।

ଆଉ ଏବେ ତାଙ୍କ ଅଭିନୟର ଏକ ନାଟକ ଆସୁଛି । ଆଉ ଦୀର୍ଘ ଦୁଇ ବର୍ଷ ପରେ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଅଭିନୟ ଲୋକମାନେ ଦେଖିବାକୁ ପାଉଛନ୍ତି । ଏହି ସମ୍ପର୍କରେ ଦର୍ଶକମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଜଣେ ଦର୍ଶକ କହିଛନ୍ତି, ଆପଣ ଯେଉଁ କୋଭିଡ ପରର ଯେଉଁ ସଂମ୍ପୂର୍ଣ୍ଣ ନାଟକ ଦେଖୁଛନ୍ତି ତାହା ଏକ ନୂଆ ବାତାବରଣ ସୃଷ୍ଟି କରିଛି । ଆଉ ଆମେ ଦୁଇଦିନ ହେଲା ଏହି ନାଟକ ଦେଖୁଛୁ । ଆଉ ଅନେକ ଲୋକ ଆସି ନାଚ ଦେଖୁଛନ୍ତି ।

ra

ଆଉ କାଲିର ନାଟକ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି । ଆଉ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଅଭିନୟ ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା । ଆଉ ଏହି ନାଟକରେ ରାନୀ ପଣ୍ଡା ବହୁତ ନିର୍ଯ୍ୟାତନା ପାଇ ବହୁତ ସୁନ୍ଦର ଭାବରେ ପ୍ରଦର୍ଶନ କରି ପାରିଛନ୍ତି ନିଜକୁ । ସେ ନିଜକୁ ଶେଷରେ ପ୍ରତିଷ୍ଠିତ କରି ପାରିଛନ୍ତି । ଏବଂ ଏହା ବହୁତ ସୁନ୍ଦର ରହିଥିଲା । ଆଉ ସ୍ଵର୍ଣ୍ଣ ମନ୍ଦିର ଗଣନାଟ୍ୟର ଲାଇଟ୍ ଆଉ ସାଉଣ୍ଡ ବହୁତ ଭଲ ରହିଥିଲା ବୋଲି ସେ କହିଛନ୍ତି ।

ଆଉ ଏହି ନାଟକର ରଚନା ଆଉ ନିର୍ଦ୍ଦେଶନା ବହୁତ ସୁନ୍ଦର । ଏକ ଅଦୃଶ୍ୟ ଶକ୍ତିର ବାତାବରଣ ସୃଷ୍ଟି କରିଥିଲେ । ଆଉ ଏହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି । ଏହି ନାଟକ ହେଉଛି ଘୋଡ଼ା ହାତୀ ଗଣ୍ଡା କୁ ଗଣ୍ଡା ଏକା ଲଢିବ ରାନୀ ପଣ୍ଡା ।

ଏହି ନାଟକରେ ରାନୀ ପଣ୍ଡା ବହୁତ ସୁନ୍ଦର ଅଭିନୟ କରିଛନ୍ତି । ଆଉ ସେ ସାରା ଓଡ଼ିଶାରେ ନାଁ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହି ନାଟକ ର କିଛି ଦୃଶ୍ୟ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଇବେ । ଜାହାକୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *