ଲଳିତ ମୋଦିଙ୍କ ସହ ଖୁଲମ ଖୁଲା ଏମିତି ଅବସ୍ତାରେ ଧରା ପଡିଲେ ଏହି ଅବିନେତ୍ରୀ ।

Lalit Modi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୂର୍ବତନ ମିସ୍ ଇୟୁନିଭର୍ସ ଙ୍କ ପ୍ରେମରେ IPL ର ଚେୟାର ମ୍ୟାନ ଅଭିନେତ୍ରୀ ସୁସ୍ମିତା ସେନ୍ ଙ୍କୁ ଡେଟ କରୁଛନ୍ତି ବ୍ୟବସାୟି ଲଲିତ ମୋଦି । ତେବେ ବର୍ତମାନ ସମୟ ରେ ଇଣ୍ଟର୍ନେଟ ରେ ଧୁମ୍ ମଚାଉଛି ସୁସ୍ମିତା ସେନ୍ ଏବଂ ଲଲିତ ମୋଦି ଙ୍କ ଫୋଟ । ତେବେ ପ୍ରଥମ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ କେଇଦିନ ପାଇଁ କିମ୍ବଦନ୍ତି କ୍ରିକେଟର ଓସିମ୍ବା କ୍ରାମ୍ପ , ନିଜ ଠାରୁ ବୟସ ରେ ବହୁତ ସାନ ରୋମାନ ସୱାଗ ଏବଂ ଏବେ ନଗଦ ବ୍ୟବସାୟୀ ବା ପୂର୍ବତନ କ୍ରିକେଟ ପ୍ରଶାସକ ଲଲିତ ମୋଦି ।

ତେବେ ବନ୍ଧୁଗଣ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ଇଣ୍ଡିଆନ ପ୍ରିମିୟର ଲିଗ୍ ର ବ୍ରାଇଡଲ କୁହାଜାଉଥିବା ତଥା IPL ର ପ୍ରଥମ ଚେୟାରମ୍ୟାନ ଲଲିତ ମୋଦି ଙ୍କ ପ୍ରେମ ରେ ଉବୁଡୁବୁ ହେଉଛନ୍ତି । ତେବେ ଉଭୟ ଙ୍କ କିଛି ରୋମାଣ୍ଟିକ ଫୋଟ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ନିଜେ ଲୋଲିତ ମୋଦି ଏହି ସବୁ ଫୋଟ ରୁ ନିଜର ଟୁଇଟର ହେଣ୍ଡେଲ ରେ ପୋଷ୍ଟ କରିଛନ୍ତି । ଏବଂ ସେଠାରେ ସେମାନଙ୍କ ରୋ-ମାନ୍ସ ର ପର୍ଦାଫାସ କରିଛନ୍ତି ।

Lalit Modi

ଫୋଟ ସବୁ ସେୟାର କରିବା ବେଳେ ଲୋଲିତ ମୋଦି ସୁସ୍ମିତା ସେନ୍ ଙ୍କୁ ନିଜର ୱେଟର ହାର୍ଟ ବୋଲି ସମ୍ବୋଦ୍ଧିତ କରିଛନ୍ତି । ତେବେ ସେହି ପରି ଆଉ ଏକ ପୋଷ୍ଟ ରେ କହିଛନ୍ତି ଲୋଲିତ ଯେ ସେ ଆଉ ସୁସ୍ମିତା ସେନ୍ ଏବେ ପରସ୍ପର କୁ ଡେଟ କରିବା ସହିତ ବହୁତ ଜଲ୍ଦି ବିବାହ ବନ୍ଧନ ରେ ବାନ୍ଧି ହେବେ । ତେବେ 56 ବର୍ଷ ର ଲୋଲିତ ମୋଦି ଙ୍କ ପୂର୍ବତନ ପତ୍ନୀ ମିନାଲ କ୍ୟାନସର ଆକ୍ରାନ୍ତ ହୋଇ 2018 ରେ ମୃ-ତ୍ୟୁ ବରଣ କରିଥିଲେ ।

ଏପଟେ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କ ଠାରୁ 12 ବର୍ଷ ସାନ ମୋଡେଲ ଅଭିନେତା ରୋମାନ ସୋୱାଲ ଙ୍କ ସହିତ ଗତ ବର୍ଷ ବ୍ରେକପ ହୋଇଥିବା ଘୋଷଣା କରିଥିଲେ । ତେବେ 46 ବର୍ଷିଆ ସୁସ୍ମିତା ସେନ୍ ଙ୍କ ଦୁଇ ପାଳିତ ଝିଅ ବି ରହିଛନ୍ତି । 1994 ରେ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟେଲ ହାତେଇଥିବା ସୁସ୍ମିତା ସେନ୍ ଙ୍କ ସହିତ ଲୋଲିତ ମୋଦି ଙ୍କ ଘନିଷ୍ଠତା ପୂର୍ବରୁ ରହିଥିଲେ ହିଁ ଉଭୟ ଙ୍କ ଡେଟିଂ ଖବର ଏବେ ସମସ୍ତ ଙ୍କୁ ଚକିତ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ