ବିବାହିତ ଅଭିନେତାଙ୍କ ସହ ସମ୍ବନ୍ଧ ରଖିଥିବା ଆରୋପରେ ୩ ବର୍ଷ ପାଇଁ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ପ୍ରତିବନ୍ଧକ ଲଗାଯାଇଥିଲା ।

Spread the love

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି; ଯେଉଁମାନଙ୍କର ଅଫେୟର ବିଷୟରେ ସବୁବେଳେ ଖବର ଆସୁଥାଏ । ସେଥିମଧ୍ୟରୁ ଏମିତି କିଛି ଘଟଣା ଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଲା ଭଳି ହୋଇଥାଏ । ଆଜିକାଲି ବହୁତ ଅଭିନେତ୍ରୀ ବିବାହିତ ନ ହୋଇ ମଧ୍ୟ ନିଜ ବୟଫ୍ରେଣ୍ଡ ସହିତ ଶାରିରୀକ ସମ୍ପର୍କରେ ରହିଥାନ୍ତି । ଆଜି ଆମେ ଏମିତି ଏକ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ; ଯିଏ ଜଣେ ବିବାହିତ ଅଭିନେତାଙ୍କ ସହ ସମ୍ବନ୍ଧ ରଖିବା କାରଣରେ ଦୋଷୀ କରାଯାଇଥିଲା । ଯେଉଁଥି ପାଇଁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପ୍ରତିବନ୍ଧିତ ଲଗା ଯାଇଥିଲା । ଆସନ୍ତୁ ଦେଖିବା ସେହି ସୁନ୍ଦରୀ ଅଭିନେତ୍ରୀ ଜଣକ କିଏ ?

ସେହି ସୁନ୍ଦରୀ ଅଭିନେତ୍ରୀ ଆଉ କେହି ନୁହେଁ ବରଂ ନିକିତା ଠୁକରାଲ । ନିକିତା ଠୁକରାଲ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ୱେବସାଇଟ ଅମର ଉଜଲାଙ୍କ ରିପୋର୍ଟ ଅନୁସାରେ ନିକିତା ଠୁକରାଲଙ୍କ ଅଫେୟର କନ୍ନଡ଼ର ସୁପରଷ୍ଟାର ଦର୍ଶନଙ୍କ ସହିତ ଥିଲା ।

ଯେତେବେଳେ ଏହି ଘଟଣାର ଖବର ଦର୍ଶନଙ୍କ ସ୍ତ୍ରୀଙ୍କୁ ମିଳିଲା, ସେତେବେଳେ ସେ ନିକିତଙ୍କ ବିରୋଧରେ ଦୋଷାରୋପ କରିଥିଲେ । ଦର୍ଶନଙ୍କ ସ୍ତ୍ରୀଙ୍କର ଏମିତି ଦୋଷାରୋପ ପରେ କନ୍ନଡ଼ ଫିଲ୍ମ ଅନୁଷ୍ଠାନ ନିକିତାଙ୍କୁ ୩ ବର୍ଷ ପାଇଁ ବାହାର କରି ଦେଇଥିଲେ । ଏହାର ଅର୍ଥ ଥିଲା ଯେ, ନିକିତା ତିନି ବର୍ଷ ପର୍ଯ୍ୟନ୍ତ ଫିଲ୍ମରେ କାମ କରିପାରିବେ ନାହିଁ ।

ଏହି ଘଟଣା କାରଣରୁ ନିକିତା କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ନାମିଦାମୀ ଅଭିନେତ୍ରୀ ହୋଇଯାଇଥଲେ ଏବଂ ପୁରା ଦେଶସାରା ଜଣାଶୁଣା ଅଭିନେତ୍ରୀ ହୋଇ ଯାଇଥିଲେ ।

ବନ୍ଧୁମାନେ ଏହି ବିଷୟରେ ଅପଣଙ୍କର ମତ କଣ ତଳେ କମେଣ୍ଟ ବକ୍ସରେ ଲେଖି ଆମକୁ କୁହନ୍ତୁ । କଣ ବାସ୍ତବରେ ନିକିତାଙ୍କୁ ଏହିପରି ପ୍ରତିବନ୍ଧକ ଲଗାଇବା ଠିକ ଥିଲା ?