ଏହି ଅଭିନେତ୍ରୀ ସହିତ ହେବାକୁ ଯାଉଥିଲା ସଚିନଙ୍କ ବିବାହ ! ତେନ୍ଦୁଲକର କହିଥିଲେ – “ମୁଁ ତୋ ତାଙ୍କୁ…”

Spread the love

ଯେଉଁ ଝିଅର ପ୍ରେମରେ ସଚିନ କ୍ଲିନ ବୋଲ୍ଡ ହୋଇଥିଲେ, ତାହାର ଖବର ଅନେକ ବର୍ଷ ପର୍ଯ୍ୟନ୍ତ କାହାକୁ ଜଣାନଥିଲା ।

ଘଟଣା ବହୁଳର ଏକତ୍ରିତ ହିଁ ଜୀବନ । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ୪୬ବର୍ଷ ପୂର୍ତ୍ତି ହୋଇଯାଇଛି । ତାଙ୍କ ଜୀବନ କଳା ମଧ୍ୟରେ ଅନେକ ଉତଥାନ ପତନ ଦେଇ ଗତି କରି ଆସଛନ୍ତି । କିନ୍ତୁ ଆଜିର ଏହି ଅନୁଛେଦରେ ଆମେ ଆପଣଙ୍କୁ କ୍ରିକେଟର ମଇଦାନରେ ସଚୀନଙ୍କ ଅକଳ୍ପନୀୟ ବ୍ୟଟିଙ୍ଗ କରିବା ବିଷୟରେ କହିବାକୁ ଯାଉ ନାହୁଁ ବରଂ ଆମେ ତାଙ୍କର ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କ’ଣ ଅଛି ଖାସ୍ ।

କ୍ରିକେଟର ମଇଦାନରେ ଆଶ୍ଚର୍ଯ୍ୟ ଜନକ ଭାବରେ ବ୍ୟଟିଙ୍ଗ କରି ବୋଲରଙ୍କ ନିଦ ଉଡାଇଥିବା ସଚିନ ତେନ୍ଦୁଲକରଙ୍କରେ ନାମ ଅଗଣିତ ରେକର୍ଡ ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ । ସଚିନ ଯେତେବେଳେ ଯୁବକ ଅବସ୍ଥାରେ କ୍ରିକେଟର ଦୁନିଆରେ ପାଦ ରଖିଥିଲେ, ସେତେବେଳେ ସେ ମୋଷ୍ଟ ବେଚଲରସ୍ ନାମରେ ପରିଚିତ ଥିଲେ, ଯାହାଙ୍କ ଉପରେ ଅଧିକାଂଶ ଝିଅ ଦିୱାନୀ ଥିଲେ । ଏତିକି ହିଁ ନୁହେଁ ସେହି ସମୟରେ ସଚିନଙ୍କ ନାମ ସହ ଏକ ଅଭିନେତ୍ରୀ ନାମ ଯୋଡ଼ା ଯାଉଥିଲା, ଯାହା ସହିତ ତାଙ୍କର ବିବାହ ଖବର ମଧ୍ୟ ମିଡ଼ିଆରେ ଟ୍ରେଣ୍ଡ ହେଉଥିଲା ।

ଏହି ଅଭିନେତ୍ରୀ ସହ ହେବାକୁ ଯାଉଥିଲା ସଚିନଙ୍କ ବିବାହ :

୧୯୯୩-୧୯୯୫ ମସିହାରେ ଯେତେବେଳେ ସଚିନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଥିଲା, ସେତେବେଳେ ତାଙ୍କର ନାମ ଏକ ଅଭିନେତ୍ରୀ ସହିତ ଯୋଡ଼ା ହେଉଥିଲା । ମିଡିଆରେ ମଧ୍ୟରେ ସେମାନଙ୍କ ସମ୍ପର୍କକୁ ପ୍ରତିଦିନ କିଛି ନା କିଛି ଖବର ଆସୁଥିଲା । ଏତିକି ହିଁ ନୁହେଁ, ଖବର ଅନୁସାରେ ସଚୀନଙ୍କ ବିବାହ ସେହି ଅଭିନେତ୍ରୀ ସହ ହେବାର ଥିଲା । ଆପଣଙ୍କୁ ଜଣାଇ ଦେଉଛୁ କି ସଚିନଙ୍କ ନାମ ସେହି ଦିନ ଗୁଡ଼ାକରେ ଶିଳ୍ପା ଶିରୋଡ଼କର ସହିତ ଯୋଡା ଯାଉଥିଲା । ଖବର ଅନୁସାରେ ଦୁହେଁ ମରାଠୀ ଥିଲେ, ଉଚ୍ଚ ଜାତିର ଥିଲେ, ତୋ ବିବାହରେ କୌଣସି ଅସୁବିଧା ହେବ ନାହିଁ । ମିଡ଼ିଆ ଦ୍ୱାରା ପ୍ରସାରିତ ଏହି ଖବରର ପୋଲ ସେହି ଦିନ ଖୋଲିଲା ଯେଉଁଦିନ ସଚିନ ମିଡିଆ ସାମ୍ନାରେ ବୟାନ ଦେଇଥିଲେ ।

ମୁଁ ତୋ ତାଙ୍କୁ ଜାଣି ହିଁ ନାହିଁ- ସଚିନ ତେନ୍ଦୁଲକର :

ସେହି ଦିନ, ଯେତେବେଳେ ସଚିନ ଏବଂ ଶିଳ୍ପାର ବିବାହ ଖବର ଭାଇରଲ ହେବାରେ ଲାଗିଥିଲା, ସେତେବେଳେ ସଚିନ ତେନ୍ଦୁଲକର ମିଡ଼ିଆ ସାମ୍ନାକୁ ଆସି କହିଥିଲେ କି, “ଏ ସବୁ ମିଥ୍ୟା ଅଟେ । କାରଣ ମୁଁ ନା କେବେ ତାଙ୍କ ସହ ମିଶିଛି ନା ହିଁ ତାଙ୍କୁ ଠିକରେ ଜାଣିଛି । ତୋ କେମିତି ବିବାହ ଏବଂ ଆଫେୟର ହେଇପାରିବ ।” ଯଦିଓ ସଚିନଙ୍କ ନାମ ଶିଳ୍ପା ସହ ଯୋଡ଼ା ଯାଉଥିଲା କିନ୍ତୁ ସଚିନ ଏକ ଝିଅର ପ୍ରେମରେ କ୍ଲିନ ବୋଲ୍ଡ ହୋଇଯାଇ ଥିଲେ । ଯାହା ବିଷୟରେ କାହାକୁ ଖବର ହୋଇ ନ ଥିଲା ଆଉ ହଠାତରେ ସଚିନ ବିବାହର ଘୋଷଣା କରିଥିଲେ ।

ଏହି ଝିଅର ପ୍ରେମରେ ପାଗଳ ଥିଲେ ସଚିନ୍ ତେନ୍ଦୁଲକର :

ଯେତେବେଳେ ଗୋଟିଏ ପକ୍ଷରେ ମିଡ଼ିଆ ସଚିନର ନାମ ତାଙ୍କର ପିଲାବେଳର ସାଙ୍ଗ ସହିତ ଯୋଡୁଥିଲେ, ତୋ ଅନ୍ୟପକ୍ଷରେ ସଚିନ ଜଣେ ଝିଅ ପ୍ରେମରେ ପାଗଳ ଥିଲେ । ହଁ ଆଜ୍ଞା, ସେହି ଝିଅର ନାମ ଅଞ୍ଜଳି ଅଟେ । ସଚିନଙ୍କୁ ଅଞ୍ଜଳି ସହ ପ୍ରଥମ ନଜରରେ ହିଁ ପ୍ରେମ ହୋଇଥିଲା ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ । ସଚିନ ଯେତେବେଳେ ନିଜ ଠାରୁ ପାଞ୍ଚ ବର୍ଷରେ ବଡ ହୋଇଥିବା ଝିଅ ଅଞ୍ଜଳି ସହ ବିବାହ କରିବାକୁ ଘୋଷଣା କଲେ ସେତେବେଳେ ସବୁ ଚକିତ ହୋଇ ଯାଇଥିଲେ ।

ଲାଇଭ ଟେଲିକାଷ୍ଟ ପାଇଁ ସଚିନ କରିଥିଲେ ମନା :

ସଚିନଙ୍କ ବିବାହ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ହୋଇଥିଲା, ଯେଉଁଥିରେ ପାଖାପାଖି ୧୦୦-୧୫୦ ଲୋକ ସାମିଲ ହୋଇଥିଲେ । ଏହା ସହ ସଚିନଙ୍କୁ ଏକ ଚ୍ୟାନେଲ୍ ଏକ ଲକ୍ଷ ଟଙ୍କା ଦେଇ ବିବାହକୁ ଲାଇଭ ଟେଲିକଷ୍ଟ କରିବା ପାଇଁ ଅଫର୍ ଦେଇଥିଲେ । ସେତେବେଳେ ସଚିନ ମନା କରି ଦେଇଥିଲେ । ସଚିନ କହିଥିଲେ, ବିବାହ ଏକ ଶୁଭ କାର୍ଯ୍ୟ ଅଟେ, ତୋ ଏହାକୁ ଏମିତି ହିଁ ବିଶୁଦ୍ଧ ରହିବାକୁ ଦିଆଯାଉ । ଲାଇଭ ଟେଲିକଷ୍ଟ କରିବାର କୌଣସିି ଆବଶ୍ୟକତା ନାହିଁ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସଚିନଙ୍କ ବିବାହ ୨୫ ମଇ ୧୯୯୫ରେ ହୋଇଥିଲା ।