ଅର୍ଚ୍ଚନାଙ୍କୁ ପ୍ରେମଭରା ମେସେଜ ଦେଉଥିଲେ ୮୦ ବର୍ଷୀୟ ନେତା !

archana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ଙ୍କ ମାୟା ଜାଲରେ ବୟସ୍କ ନେତା ପୋଲିସ ହାତରେ ଲାଗିଲା ବାର୍ତ୍ତାଳାପ ର ଅଡ଼ିଓ । 25 ଲକ୍ଷ ଦେବା ପରେ ବି ଭୁଲି ପାରିନଥିଲେ ନେତା ବ୍ଲାକମେଲ ର ଶୀକାର ହେବା ପରେ ବି ପଠାଉଥିଲେ ପ୍ରେମ ଭରା ମେସେଜ । ଉତ୍ତର ଓଡିଶାର ଜଣେ ବୟସ୍କ ନେତା ଅର୍ଚ୍ଚନା ଙ୍କ ନାଗ ଫାସରେ ପଡିଛନ୍ତି । ଜାହାଙ୍କ ବୟସ 80 ବର୍ଷ ହେବ । ବ୍ଲାକମେଲ ର ଶୀକାର ହୋଇ ଲକ୍ଷାଧିକ ଟଙ୍କା ଗଣିସାରିବା ପରେ ମଧ୍ୟ ଭୁଲି ପାରୁନଥିଲେ ।

ଜାହାର ପ୍ରମାଣ ପୋଲିସ ହାତରେ ଲାଗିଛି ପୋଲିସ ଜାଣିବାକୁ ପାଇଛି ଯେ ଏହି ପୁରୁଖା ନେତା 2019 ରେ ନିଜର ଦଳିୟ କାର୍ଯ୍ୟକ୍ରମ ରେ ଅର୍ଚ୍ଚନା ଙ୍କ ସହିତ ମିଶିଥିଲେ । ସେହି ସମୟ ରେ ଅନେକ କିଛି ଯୁବନେତା ଙ୍କ ସହିତ ଅର୍ଚ୍ଚନା କଥା ହେଉଥିବାର ଦେଖିଥିଲେ ମଧ୍ୟ । ଏବଂ ସମୟ କ୍ରେମ ସେ ନିଜେ ମଧ୍ୟ ଅର୍ଚ୍ଚନା ଙ୍କ ସହିତ କଥା ହୋଇଥିଲେ । 2 ରୁ 3 ମାସ ପରେ ଉଭୟ ଙ୍କ ମଧ୍ୟରେ ସଂ-ମ୍ପର୍କ ଗଢିଉଠିଥିଲା ।

archana nag 2

ସେମାନେ ପୁରୀର ଏକ ତାରକା ହୋଟେଲ କୁ ମଧ୍ୟ ଜାଇଥିଲେ ତାହାର ମୈକା ଦେଖି ବୟସ୍କ ନେତା ଙ୍କୁ ଅ-ଶ୍ଳୀ-ଳ ଫୋଟ ଦେଖେଇଥିଲେ । କିଛି ଦିନ ପରେ ଯେତେ ବେଳେ ନେତା ଜଣଙ୍କ ପୁଣି ଅର୍ଚ୍ଚନା ଙ୍କୁ ଡାକିଥିଲେ ସେତେ ବେଳେ ଅର୍ଚ୍ଚନା ନଜାଇ ଅନ୍ୟ ଜଣେ ଯୁବତୀ ଙ୍କୁ ପଠେଇଥିଲେ । ଅର୍ଚ୍ଚନା ନେତା ଙ୍କୁ କହିଥିଲେ କି ସେହି ଯୁବତୀ ଜଣଙ୍କ ହେଲେ ଗୋଆ ର ଜଣେ ନାମୀ ଦାମୀ ମୋଡେଲ ଗୋଟିଏ ଦିନର ମୂଲ୍ୟ 2.5 ରୁ 3 ଲକ୍ଷ ଟଙ୍କା ଯିବା ଆସିବା ଟିକେଟ ଦେବାକୁ ପଡିବ ଖାସ କରି ତୁମ ପାଇଁ ମାଗିଛି ।

ସେହିଥିରେ ନେତା ଜଣଙ୍କ ରାଜି ହୋଇଥିଲେ । ଜାହାର ଭିଡ଼ିଓ ପୋଲିସ ହାତରେ ଲାଗିଛି । ଅର୍ଚ୍ଚନା ଯେଉଁ ଯୁବତୀ ଙ୍କୁ ଗୋଆ ବୋଲି କହିଥିଲେ ସେ ଜଣେ ପଶ୍ଚିମବଙ୍ଗର ରୂପଜିବୀ । ସେ ଭୁବନେଶ୍ୱର ର ଏକ ସ୍ପା ରେ କାମ କରୁଥିଲେ । ଯୁବତୀ ଙ୍କୁ 20 ହଜାର ଟଙ୍କା ପଠେଇ ବାକି ସବୁ ହଡପ କରିଥିବା ବେଳେ ବୃଦ୍ଧ ନେତା ଜଣଙ୍କ ଅର୍ଚ୍ଚନା ଙ୍କୁ ଅନ୍ଧ ଭଲି ବିଶ୍ୱାସ କରୁଥିଲେ ।

ଆଉ ଏହାର ଫାଇଦା ଉଠେଇ ଥିଲେ ଅର୍ଚ୍ଚନା ଲୋକ ଲଜ୍ୟା ଭୟ ରେ ନେତା ଜମଙ୍କ 25 ଲକ୍ଷ ପର୍ଯ୍ୟନ୍ତ ଅର୍ଚ୍ଚନା ଙ୍କୁ ଦେଇଥିବାର ଜଣା ପଡିଛି । ଏହା ପରେ ଉଭୟ ଙ୍କ ସଂମ୍ପର୍କ ଛିନ୍ନ ହୋଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ