୪୧ ବର୍ଷୀୟ ଏହି ମହିଳା ୧୫ ବର୍ଷର ପୁଅ ସହ ରଖିଲେ ଏମିତି ପାପ ସଂ-ମ୍ପର୍କ…..

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 41 ବର୍ଷୀୟ ଏହି ମହିଳା 15 ବର୍ଷର ପୁଅ ସହ ରଖିଲେ ଏମିତି ପାପ ସମ୍ପର୍କ ଏହା କୁହାଯାଏ କି ଜଣେ ଛାତ୍ର ର ଭବିଷ୍ୟତ ଗଠନ ରେ ଜଣେ ଶିକ୍ଷକ ର ବହୁତ ବଡ ଭୂମିକା ଥାଏ । ଗୁରୁ ଏବଂ ଶିକ୍ଷ୍ୟ ମଧ୍ୟରେ ସଂମ୍ପର୍କ ଛାତ୍ରବି ମଧ୍ୟ ନିଜର ଶିକ୍ଷ୍ୟକ ଙ୍କ ସହିତ ବହୁତ ମିଶିଥାଏ । ହେଲେ ନିକଟ ରେ ଏମିତି ଏକ ଖବର ସାମ୍ନା କୁ ଆସିଛି । ଜାହା ସମସ୍ତ ଙ୍କୁ ବିଚଳିତ କରିପାରେ ।

ହେଲେ ଏହା ଅତ୍ୟନ୍ତ ଅଦ୍ଭୁତ ଅଟେ ଆମେରିକା ର ଫ୍ଲରିଡା ଠାରେ ରହୁଥିବା 41 ବର୍ଷିୟ ହ୍ୟାରି କ୍ଲାବି ଶିକ୍ଷକତା କରୁଥିବା ସମୟ ରେ ତାଙ୍କ ବିରୋଧ ରେ ଏକ ଗରୁତ୍ୱ ଅପରାଧ ଆସିଛି । ହ୍ୟାରି ଜଣେ 15 ବର୍ଷ ର ଛାତ୍ର ସହିତ ପ୍ରେମ ସଂ-ମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଏହା ଠାରୁ ଆହୁରି ବି ଆଶ୍ଚର୍ଯ୍ୟ ଜନକ ବିଷୟ ହେଲା କି ସେ ଏହି ଛାତ୍ର ଙ୍କ ଦ୍ୱାରା ଗର୍ଭବତୀ ମଧ୍ୟ ହୋଇଥିବା ଜଣା ଜାଇଛି ।

Harry

ବର୍ତମାନ ସେ 8 ମାସର ଗର୍ଭବତୀ ପୋଲିସ୍ ତାଙ୍କୁ ଗିରୋଫ କରିଥିବା ବେଳେ ଘଟଣା ର ତଦନ୍ତ କରୁଛି । କେବଳ ଯେ ଜଣେ ନା ବାଳକ ସହିତ ସଂ-ମ୍ପର୍କ ରଖିବାର ଅପରାଧ ନୁହେଁ । ଏହା ସହିତ ସେ ସ୍କୁଲ କୁ ବନ୍ଧୁକ ଆଣୁଥିବାର ଅଭିଯୋଗ ମଧ୍ୟ ହୋଇଛି । ହ୍ୟାରି ଙ୍କୁ ଛାତ୍ର ବିରୋଧ ରେ ଅପରାଧ ଶିଶୁ ସୁରକ୍ଷା ପ୍ରତି ଅବହେଳା ସ୍କୁଲ କୁ ବନ୍ଧୁକ ଆଣିବା ଓ ନାବାଳକ ଙ୍କୁ ଯୈ-ନ ଶୋଷଣ ଅଭିଯୋଗ ରେ ଗିରୋଫ କରାଜାଇଛି ।

ଏହା ବ୍ୟତିତ ପିଡିତ ଛାତ୍ର ଶିକ୍ଷକ ଙ୍କ ବିରୋଧ ରେ କୈଣସି ପ୍ରକାରର ଅଭିଯୋଗ ଆଣିବା କୁ ପ୍ରସ୍ତୁତ ନୁହଁନ୍ତି ବୋଲି ଜାଣି ପୋଲିସ ଆଶ୍ଚର୍ଯ୍ୟ ହୋଇଛି । ପିଲାଟି ପୋଲିସ ର ତଦନ୍ତ ରେ ବି ସହଯୋଗ କରୁନାହିଁ । ଏବଂ ସେ କହିଛି ସେ ପୀଡିତ ନୁହେଁ ତାକୁ ବଳତ୍କାର କରାଜାଇ ନାହିଁ । ଫ୍ଲୋରିଡା ପୋଲିସ ର ମୂଖପାତ୍ର କହିଛନ୍ତି ଯେ ଫ୍ଲୋରିଡା ରେ ଜଣେ ନାବାଳକ ସହିତ ସଂ-ମ୍ପର୍କ ରଖିବାର ଅନୁମତି ନାହିଁ ।

Harry

ଛାତ୍ରଙ୍କ ସ୍କୁଲ ସାଙ୍ଗ ମାନେ ପୋଲିସ୍ କୁ କହିଛନ୍ତି ଯେ ସେମାନେ ନା ବାଳକ ଙ୍କ ଫୋନ୍ ରେ ଏହି ଯୈ-ନ କ୍ଷ୍ୟୁଦ୍ଧା ଶିକ୍ଷକ ଏବଂ ତାଙ୍କର ଅଶିଳ୍ଲ ଫୋଟ ଦେଖିଛନ୍ତି । ଏବଂ ଏପଟେ ପୋଲିସ୍ କହିଛି ହ୍ୟାରି ଆଠ ମାସର ଗର୍ଭବତୀ ହେଲେ ସେ ପିଲା କାହାର ଜଣାପଡି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ