ଓଡ଼ିଶାକୁ ମାଡ଼ି ଆସୁଛି ଭୟଙ୍କର Sunami,କାହିଁକି ବାରମ୍ବାର ଘଟୁଛି ଅଘଟଣ,ଏହି ଦିନ ଘଟିପାରେ ବଡ ବିପଦ..

malika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅରୁଣ ସ୍ତମ୍ଭ ରେ ଫାଟ ମାଡି ଆସୁଛି କି ମହାବିପତ୍ତି । ଇଏ ଆଉ ସୁନାମୀ ର ସଂଙ୍କେତ ନୁହେଁତ । ଏ ଆପଣଙ୍କର କି ଲୀଳା କଣ ଶେଷ ସମୟ ଆସି ଗଲାଣି କି ସତରେ କଣ ଏହି ପୃଥିବୀ ସାଗର ମଧ୍ୟରେ ବୁଡିଯିବ । ସବୁ ଦିନ ପାଇଁ କଣ ମଣିଷ ଜାତୀ ସମୁଦ୍ର ମଧ୍ୟରେ ଲୀନ ହୋଇଯିବ । ଭଗବାନ କଳ୍କି ଙ୍କ ରୂପ ଧାରଣ କରି ହାତରେ ବାର ହାତ ଖଣ୍ଡା ଧରି ଦୁଷ୍ଟ ମାନଙ୍କୁ ଶେଷ କରିବାର ସମୟ ଆସି ଗଲାଣି କି । ସତରେ କଣ ମାନବ ସଭ୍ୟତା ଲୋପ ପାଇବାର ସମୟ ଆସିଗଲାଣି ସାତ ଦିନ ଏବଂ ସାତ ରାତି ଅନ୍ଧାର ହେବ ଡାହାଣୀ ଚିରୁଗୁଣୀ ମାନେ ଭୟଙ୍କର ରଡି କରି ବୁଲିବେ ।

ପିସାଚ ଜୁଗୁନି ମାନେ ମଣିଷ ହାଡ କୁ ପିନ୍ଧିବେ କି । ତେବେ ଏହି ସବୁ କଥା ସତ ହେବାକୁ ଯାଉଛି କି । ବିନା କାରଣରେ ଆପଣ କିଛି ବି ସଂକେତ ଦିଅନ୍ତି ନାହିଁ । ଆପଣ କଣ କହିବା ପାଇଁ ଚାହୁଁଛନ୍ତି କି। ଆପଣଙ୍କ ମନ୍ଦିର ସାମ୍ନାରେ ଛାତି ଫୁଲେଇ ଛିଡ଼ା ହୋଇଥିବା ଅରୁଣ ସ୍ତମ୍ଭରେ ଫାଟ ସୃଷ୍ଟି ଦେଖି ଆମ ହୃଦୟ ଆଜି କାନ୍ଦୁଚି ପ୍ରଭୁ । ଶ୍ରୀମନ୍ଦିରକୁ ଦର୍ଶନ କରିବା ପାଇଁ ଯିବା ପୂର୍ବରୁ ଏହି ଅଶୁଭ ସଂକେତ ଦେଖି ଆମ ମନକୁ କେତେ କଣ ଆସିଜାଉଛି । କେମିତି ଆସିବ ନାହିଁ ଆମେ ପରା ସବୁ ପାପୀ ମଣିଷ ପାପ କରୁଥିବା ମଣିଷ ମନରେ ସବୁ ବେଳେ ଭୟ ରହିଥାଏ ପ୍ରଭୁ ।

Malika Bachana

ବୋଧେ ଏହି ପାପର ଭାର କୁ ଆଉ ଧରିତ୍ରୀ ସହ୍ୟ କରି ପାରୁନାହିଁ । ଦିନ କୁ ଦିନ ମନୁଶ୍ୟ ଅସଭ୍ୟ ହୋଇ ପଡୁଛି । ସଂମ୍ପର୍କ ସଂମ୍ପର୍କ ମଧ୍ୟରେ ବିଶ୍ୱାସ କମିଜାଉଛି । ଏଠି ଭଲ ଲୋକ କିଏ ଖରାପ ଲୋକ କିଏ ତାହା ମଧ୍ୟ ଜାଣିବା ଅସମ୍ଭବ ହୋଇ ପଡୁଛି । ବିଶ୍ୱାସରେ ଧୋକା ଦେଇ ମଣିଷ ଏଠାରେ ସ୍ୱାର୍ଥ ହାସଲ କରୁଛି । ସ୍ୱାର୍ଥ ହାସଲ ପରେ ମଣିଷ ସଂମ୍ପର୍କ ଭାଙ୍ଗି ଦେଉଛି । ପବିତ୍ର ସଂମ୍ପର୍କ ରେ କଳଙ୍କ ଲଗେଇବା ପାଇଁ ବି ପଛେଇ ଯାଉନାହାଁନ୍ତି ଆଜିର ମଣିଷ ମାନେ ।

ଆଜିର ମଣିଷ ଏତେ ତଳକୁ ଖସି ଗଲାଣି ଯେ ତାର ପ୍ରଭାବରେ ସମସ୍ତେ ତ୍ରାହୀ ତ୍ରାହୀ ଡାକିଲେଣି । କେବଳ ନିଜର ଖୁସୀ ଏବଂ ସ୍ୱାର୍ଥ ପାଇଁ ପରିବେଶ କୁ ନଷ୍ଟ କରି ଚାଲିଛି ମନୁଶ୍ୟ । ବର୍ତ୍ତମାନ ସମୟ ରେ ଶସ୍ୟ ସ୍ୟାମଳା ପୃଥିବୀ କୁ ବୃକ୍ଷ ହୀନ କରି ପ୍ରକୃତି କୁ ନଷ୍ଟ କରି ଚାଲିଛି ପ୍ରକୃତି ର ନିୟମ କୁ ନମାନି ଗୋଟାଏ ପରେ ଗୋଟାଏ ପାପ କରି ଚାଲିଛି ମଣିଷ ।

ତେବେ ପୃଥିବୀ ର ଶ୍ରେଷ୍ଠ ପ୍ରାଣୀ ମନୁଶ୍ୟ ଙ୍କ କାରଣ ରୁ ଆଜିର ସମୟ ରେ ଅନ୍ୟ ଜିବ ଯନ୍ତୁ ଙ୍କୁ ଅସୁବିଧା ଭୋଗ କରିବାକୁ ପଡୁଛି । ତେବେ ସେ ମାନବ ଏହି ଦୁନିଆଁ ର ତେବେ ତାଙ୍କର ଦୟାରୁ ଆମେ ସମସ୍ତେ ବଚିଂଛେ ସେହିଥି ପାଇଁ ତ ଗଛ ଲଗାଅ ବନ୍ଧୁଗଣ । ଗଛର ଯତ୍ନ ନିଅ ପାଣି ନଷ୍ଟ କର ନାହିଁ । କେବଳ ଭଗବାନ ଙ୍କ ନାମ ଯପ କରିଲେ ହିଁ ସବୁ ଦୁଖଃ ଦୂର ହେବ । ଏହି ଦୁନିଆଁ ରୁ ରକ୍ଷା ପାଇବା ପାଇଁ ହେଲେ ଆପଣ ସବୁଦିନ ମାନେ ରାମ ନାମ ଯପ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *