ଯଦି ଆପଣ ନିଜକୁ ବୁଦ୍ଧିମାନ ଭାବନ୍ତି; ତେବେ ଏହି ଫୋଟ ଗୁଡିକର ରହସ୍ୟ ବିଷୟରେ କୁହନ୍ତୁ । ସର୍ତ୍ତ ଲଗାଇ କହିପାରିବୁ ଆପଣ ଏହା ପଛର ରହସ୍ୟ ବିଷୟରେ କହି ପାରିବେ ନାହିଁ ।

Spread the love

ଆଜି ଆମେ ଆପଣଙ୍କ ପାଇଁ କିଛି ଏହିଭଳି ଫୋଟଚିତ୍ର ଆଣିଛୁ, ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ପଡିବେ । ଏହି ଚିତ୍ର ଗୁଡିକର ରହସ୍ୟ ଜାଣିବା ପାଇଁ ଆପଣଙ୍କୁ ୨ ରୁ ୩ଥର ଏହି ଚିତ୍ରଗୁଡିକୁ ଭଲ ରୂପେ ଦେଖିବା ପାଇଁ ପଡିବ । ଯାହାଫଳରେ ଆପଣ ଏହି ଚିତ୍ର ଗୁଡିକରେ ଲୁକ୍କାୟିତ ରହସ୍ୟ ଗୁଡିକ ବିଷୟରେ ଜାଣି ପାରିବେ । ଆସନ୍ତୁ ସେହି ଚିତ୍ର ଗୁଡିକ ଦେଖି ନିଜର ବୁଦ୍ଧି ପରୀକ୍ଷା କରାଇବେ ।

1. ଦେଖନ୍ତୁ ଏହି ଚିତ୍ରଟି ଯେଉଁଥିରେ ଆପଣ ଦେଖି ଜାଣିପାରୁ ନ ଥିବେ ବାସ୍ତବରେ ଝିଅଟି ଠିଆ ହୋଇଛି ନା ପୁଅଟି । ଚିତ୍ରଟିରୁ ଜଣାପଡୁଛି ପୁଅଟିଏ ଝିଅର ପୋଷାକ ପିନ୍ଧି ଠିଆ ହୋଇଛି ।

2. ଆପଣ ଏହି ଝିଅଟିର ଫୋଟ ଦେଖି ପାରୁଥିବେ ଏହି ଝିଅଟିର କାନଟିର ଗଠନ ସଂପୂର୍ଣ୍ଣ ଭିନ୍ନ ଦେଖାଯାଉଛି ।

3. ଚିତ୍ରଟିରେ ଦେଖି ପାରୁଥିବେ ବିଲେଇଟି ବସିଛି କିନ୍ତୁ ଅନ୍ୟ ବିଲେଇଟିର ଚିତ୍ର ମଧ୍ୟ ଦେଖି ପାରୁଥିବେ କିନ୍ତୁ ଜାଣି ପାରୁ ନ ଥିବେ, ଏହା ଗୋଟିଏ ବିଳେଇ ନା ବିଲେଇର ଛାୟା ଅଟେ ।

4. ଆପଣ ଚିତ୍ରଟିରେ ଦେଖି ପାରୁଥିବେ ଝିଅଟି ଚାରୋଟି ଜୋତା ପିନ୍ଧିଛି । ଚିତ୍ରଟି ଦେଖିବା ପରେ ଆପଣ ଭାବୁଥିବେ, ଝିଅଟିକୁ ଭଗବାନ ଚାରୋଟି ଗୋଡ଼ ଦେଇଛନ୍ତି କି ?

5. ଚିତ୍ରଟି ଦେଖିବା ପରେ ଆପଣ ଭାବୁଥିବେ, ଭେନରେ କାରର ଚିତ୍ର ଅଙ୍କିତ ହୋଇଛି ନା କାର ଏବଂ ଭେନ ଦୁଇଟି ଯାକ ଭିନ୍ନ ଭିନ୍ନ ଅଟେ ।

6. ଏହି ଚିତ୍ରଟି ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ, ଝିଅଟି ପୁଅଟିକୁ ଟେକି ଧରିଛି ନା ପୁଅଟି ଝିଅଟିକୁ ଟେକିଛି । ଟିକେ ଭାବି କୁହନ୍ତୁ କିଏ କାହାକୁ ଉଠାଇଛି ?