ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ର କୋହ ଭରା କାନ୍ଦ ଦେଖିଲେ ଆଖିରୁ ଲୁହ ଝରି ଆସିବ |

Pintu Na

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ଏମିତି ଅଚାନକ ମୃ-ତ୍ୟୁ ର ଖବର ସୁଣିବା ପରେ ସାରା ଓଡିଶା ରେ ଦୁଃଖ ର ଲହରୀ ଖେଳିଜାଇଛି ଦୁଃଖ ରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ମଧ୍ୟ ଏହି ପରି ଘଟଣା କୁ ଆଦୁ ବିଶ୍ୱାସ କରି ପାରୁ ନାହାଁନ୍ତି । ପିଣ୍ଟୁ ନନ୍ଦ ଙ୍କୁ ହସ୍ପିଟାଲ ରେ ଏମିତି ଅବସ୍ତା ରେ ଦେଖି ପୂରା ଦୁଃଖରେ ଭାଙ୍ଗି ପଡିଛନ୍ତି । ପୂରା ଦୁଃଖ ରେ ବେହୋସ ହୋଇ ପଡିଛନ୍ତି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ । ଯେଉଁ ଭିଡ଼ିଓ କୁ ଦେଖିବା ପରେ ଆପଣ ମାନଙ୍କ ଆଖିରୁ ଲୁହ ଝରି ଆସିବ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ଥିଲେ ଅଭିନେତା ପିଣ୍ଟୁ ନନ୍ଦ । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରନ୍ତି । ଆପଣ ମାନଙ୍କ ମଧ୍ୟରୁ ନିଶ୍ଚିତ ଭାବେ ପିଣ୍ଟୁ ନନ୍ଦ ଙ୍କ ଅଭିନୟ କୁ ବହୁତ ପରିମାଣ ରେ ପସନ୍ଦ କରିଥାନ୍ତି । ହେଲେ ପିଣ୍ଟୁ ନନ୍ଦ ଙ୍କ ଏମିତି ଅଚାନକ ଭାବେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ର ହୋଇ ପଡିଥିବା ବେଳେ ପାଖା ପାଖି ଗୋଟିଏ ମାସ ହେବ ପିଣ୍ଟୁ ନନ୍ଦ ଙ୍କୁ ଚିକିତ୍ସା କରାଜାଉ ଥିଲା ।

Pintu Nanda

ହାଇଦ୍ରାବାଦ ର ଏକ ଘୋରଇ ହସ୍ପିଟାଲ କୁ ମଧ୍ୟ ଦୁଇ ଦିନ ହେବ ସେଠାକୁ ମଧ୍ୟ ନିଆଜାଇ ଥିଲା ସେଠାରେ ତାଙ୍କର ଲିଭର ର ଅପରେସନ ହେବାର ଥିଲା । ଏବଂ ଅପରେସନ ପାଇଁ ଗୋଟିଏ ଦିନରେ 35 ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଥିଲା ଏବଂ ସବୁ କିଛି ବନ୍ଦୋବସ୍ତ ହୋଇ ଜାଇଥିଲେ ଗତ କାଲି ରାତିରେ ପିଣ୍ଟୁ ନନ୍ଦ ଙ୍କ ଅପରେସନ ହେବାର ଥିଲା । ହେଲେ ଏହି ସମୟ ରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱ ର ହୋଇ ପଡିଲା ଏବଂ ପରେ ଅଚାନକ ତାଙ୍କୁ ଭେଣ୍ଟିଲେଟର ରେ ଭର୍ତ୍ତି କରାଜାଇ ଥିଲା ।

ଏବଂ ଭେଣ୍ଟିଲେଟର ରେ ପାଖା ପାଖି ଗୋଟିଏ ଘଣ୍ଟା ରହିବା ପରେ 11.30 ପାଖା ପାଖି ରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ବର୍ତମାନ ସମୟ ରେ ହ୍ରାଇଦ୍ରାବାଦ ରୁ ଆସି ଓଡିଶା ପହଁଚି ଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ତେବେ ତାଙ୍କର ଜନ୍ମ ମାଟିରେ ତାଙ୍କର ଶେଷ କୃତ୍ୟ ସଂମ୍ପର୍ଣ୍ଣ କରାଯିବ । ଆମ ତରଫ ରୁ ଭଗବାନ ଙ୍କ ନିକଟ ରେ ତାଙ୍କର ଆତ୍ମାର ସଦଗତି ପାଇଁ ପାର୍ଥନା କରୁଛୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *