ଛାତ୍ରୀଙ୍କୁ ବିବାହ କରିବା ପାଇଁ ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କଲେ ଶିକ୍ଷୟିତ୍ରୀ

student

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନାଁ ହେଉଛି ତାଙ୍କର ମୀରା ରାଜସ୍ତାନର ଜଣେ ସ୍କୁଲ ର ଶିକ୍ଷୟତ୍ରୀ । ମୀରା ଙ୍କ କହିବା କଥା କି ସେ ସିନା ଝିଅ ହୋଇ ଜନ୍ମ ହୋଇଥିଲେ ହେଲେ ତାଙ୍କୁ ପୁଅ ପୁଅ ଅନୁଭବ ହେଉଥିଲା । ସେ ସବୁ ବେଳେ ଚାହୁଁଥିଲେ କି ଝିଅ ଜନ୍ମ ସିନା ହୋଇଛି ହେଲେ କେମିତି ପୁଅ ହେବି । ଆଉ ପୁଅ ହେବା ପାଇଁ ସେ ସବୁ ବେଳେ ଚେଷ୍ଟା କରିଥିଲେ । ଏମିତି କି ପୁଅ ପିନ୍ଧୁଥିବା ଡ୍ରେସ୍ ପୁଅ ଯେମିତି ଭାବରେ ମୁଣ୍ଡ କୁଣ୍ଡାନ୍ତି । ସେହି ଭଳି ଭାବେ ତାଙ୍କର ହେୟାର ଷ୍ଟାଇଲ ।

ଆଉ ଯେଉଁ ଦିନ ଛାତିରେ କଳ୍ପନା କୁ ଦେଖିଲେ ମୀରା ତାଙ୍କୁ କାହିଁକି ଝିଅରୁ ପୁଅ ହେବା ପାଇଁ ବହୁତ ଇଚ୍ଚା ହେଲା । କଳ୍ପନା ଙ୍କୁ ଭଲ ପାଇବାକୁ ଇଚ୍ଚା ହେଲା । କଳ୍ପନା ଙ୍କୁ ନିଜ ଜିବନ ର ସାଥି କରିବାକୁ ଇଚ୍ଚା ହେଲା । ନିଜ ସୁଖରେ ଦୁଖଃରେ ଭଲରେ ମନ୍ଦରେ ଭାଗ ବସେଇବାକୁ ଇଚ୍ଚା ହେଲା । ହେଲେ କଣ କରିବେ କଳ୍ପନା ଝିଅ ଆଉ ମୀରା ବି ଝିଅ ଅଟେ ।

love 1

ହେଲେ ତଫାତ ଏତିକି ମୀରା ଝିଅ ହେଲେବି ସେ ପୁଅ ହେବାକୁ ଚାହାଁନ୍ତି । ଆଉ ନିଜର ଭାବନା କୁ ନିଜର ଛାତି ଆଗରେ ଖୋଲି କହିଥିଲା । ଏବଂ କଳ୍ପନା ବି ନିଜର ଶିକ୍ଷ୍ୟୟତ୍ରୀ ଙ୍କ ପ୍ରେମ ନିବେଦନ କୁ ଗ୍ରହଣ କରିଲା । ଆଉ ଏହା ପରେ ମୀରା ଏବଂ କଳ୍ପନା ପ୍ରେମ ରାଇଜରେ ଉଡି ବୁଲିଲେ । ଦୁହେଁ ଦୁହିଁଙ୍କୁ ନିଜର କରିବେ ବୋଲି ଭାବିଲେ ।

ଆଉ ସେହିଥି ପାଇଁ ବହୁତ ସାଧନା କରିବାକୁ ପଡିଲା ମୀରା ଙ୍କୁ । ହଁ ବନ୍ଧୁଗଣ ଶିକ୍ଷୟତ୍ରୀ ମୀରା ଅସ୍ତ୍ର ପ୍ରଚାର ଜରିଆରେ ମହିଳା ରୁ ପୁୁରୁଷ ହେଲେ । ଏହା ସହ ସେ ନିଜର ନାମ ବି ବଦଳେଇ ଦେଲେ ଏବଂ ମୀରା ରୁ ଆୱର ହୋଇଗଲେ ମୀରା । ଏବଂ ସବୁଠୁ ବଡ କଥା ହେଲାକି ମୀରାକୁ ଲିଙ୍ଗ ପରିବର୍ତନ କରିବା ପାଇଁ ଦୁଇ ଦୁଇଥର ଅସ୍ତ୍ର ପ୍ରଚାର କରିବା ପାଇଁ ପଡିଛି ଆଉ ତା ପରେ କୁଆଡେ ସେ ପୁଅ ହୋଇଗଲେ ।

Teacher

ଭଲ ପାଉଥିବା ପ୍ରେମିକା ତଥା ଛାତ୍ରୀ କଳ୍ପନା ଙ୍କୁ ବିବାହ କରିଲେ । ଏବଂ ଏବେ ଏମାନେ ବହୁତ ଖୁସୀ ସମୟ ବିତାଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ତେବେ କଳ୍ପନା ଙ୍କୁ ବିବାହ କରିବା ପାଇଁ ମୀରା ପ୍ରଥମେ 2019 ଏବଂ ପରେ 2021 ରେ ଅସ୍ତ୍ର ପ୍ରଚାର କରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *