ସକାଳୁ ଏହି 1 ଜିନଷ ଧରି ଦିଅନ୍ତୁ । ଭାଗ୍ୟ ବଦଳିଯିବ

Fortune

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ଙ୍କ ଦ୍ୱାରା ରଚିତ ଚାଣକ୍ୟ ଶାସ୍ତ୍ର ରେ ଉଲ୍ଲେଖ କରାଯାଇଥିବା ଏପରି କିଛି କଥା କହିବୁ ଯାହାକି ଆପଣ ମାନେ ସକାଳୁ ଉଠିବା ମାତ୍ରେ ମହିଳା ମାନଙ୍କ ର କେଉଁ ଅଙ୍ଗ କୁ ସ୍ପର୍ଷ କରିବା ଦ୍ୱାରା ଆପଣ ଙ୍କ ର ଭାଗ୍ୟ ଚମକିଥାଏ । ତେବେ ବନ୍ଧୁଗଣ ସେହି କଥା ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଚାଣକ୍ୟ ଶାସ୍ତ୍ର ରେ କୁହାଯାଇଥିବା କିଛି ଏପରି କଥା ବିଷୟ ରେ କହିବୁ ଯାହାକି ଆପଣ ମାନେ ପ୍ରତିଦିନ ସକାଳୁ ମହିଳା ମାନଙ୍କ ର ଏହି ଖାସ ଅଙ୍ଗକୁ ସ୍ପର୍ଷ କରିବା ଦ୍ୱାରା ଆପଣ ଙ୍କ ର ଶୋଇ ହୋଇ ରହିଥିବା ଭାଗ୍ୟ ମଧ୍ୟ ଚମକି ହୋଇ ଉଠିବ । ତେବେ ଆସନ୍ତୁ ଜାଣିବା ସେହି ଖାସ ଅଙ୍ଗ ବିଷୟ ରେ ,

Chanakya

ତେବେ ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ର ସ୍ୱରୁପ ବୋଲି ମାନା ଯାଏ । ତେବେ ଯେଉଁ ମହିଳା ମାନଙ୍କ ର ମାନ ସମ୍ମାନ ଯେଉଁ ଘରେ କରାଯାଇଥାଏ ସେହି ଘରେ କେବେ ହେଲେ ଟଙ୍କା ପଉସା ର କେବେ ହେଲେ ଅଭାବ ଦେଖା ଯାଇ ନଥାଏ । ତେବେ ଏହା ବ୍ୟତୀତ ନାରୀ ମାନଙ୍କ ମନ ଯେଉଁ ଘରେ ଅତ୍ୟନ୍ତ ପ୍ରସନ୍ନ ଥାଏ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ର ପ୍ରବେଶ ହୋଇଥାଏ ,

ତେବେ ବନ୍ଧୁଗଣ ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ର ଗୁରୁତ୍ୱ ପୁର୍ଣ୍ଣ ଭୂମିକା ରିହିଛି ତେବେ ସାହି ନାରୀ କେଉଁଠାରେ ସ୍ତ୍ରୀ ର ଭୂମିକା କରିଥାଏ ତ କେଉଁଠାରେ ମାଆ ଏବଂ ଆଉ କେହି ଠାରେ ଗୋଟିଏ ଭଉଣୀ ର ଭୂମିକା କରିଥାଏ । ତେବେ ନାରୀ ବିନା ଆମର କୌଣସି ଅସ୍ତିତ୍ୟ ନାହିଁ ।

women 2

ତେବେ ଆପଣ ମାନେ ନାରୀ ମାନଙ୍କ ର ପ୍ରତିଦିନ ସକାଳୁ ପାଦ କୁ ସ୍ପର୍ଷ କରିବା ଦ୍ୱାରା ଆପଣ ଙ୍କ ଜୀବନ ରେ ରହିଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହେବା ସହ ଆପଣ ଙ୍କ ଜୀବନ ରେ ସକରାତ୍ମକ ଶକ୍ତି ଭରି ହୋଇଯାଏ । ଯାହା ଫଳରେ ଆପଣ ଙ୍କ ଜୀବନ ରେ ହସ ଖୁସି ଭରି ହୋଇଯାଏ । ତେବେ ବନ୍ଧୁଗଣ ଏହା ରହିଥିଲା ସେହି ଖାସ ଅଙ୍ଗ ଯାହା କୁ ଆପଣ ପ୍ରତିଦିନ ସ୍ପର୍ଷ କରିବା ଦ୍ୱାରା ଆପଣ ଙ୍କ ର ଭାଗ୍ୟ ଚମକି ଉଠିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ