୪୭ ବର୍ଷୀୟ ଏହି ବଲ୍ଡ ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରି ଅଛନ୍ତି, ଏହି ଅଭିନେତାଙ୍କୁ ଦାୟୀ କରୁଛନ୍ତି କାରଣ…..

Spread the love

ବଲିଓଡ଼ ଅଭିନେତ୍ରୀ ତବୁ ଗୋଟିଏରୁ ଗୋଟିଏ ଭଲ ଚଳଚ୍ଚିତ୍ରରେ କାମ କରିଛନ୍ତି । ୯୦ ଦଶକରୁ ହିଁ ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରି ଆସୁଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ସେ ଆକର୍ଷଣୀୟତାର ଜଲବା ଚଳଚ୍ଚିତ୍ରରେ ପ୍ରଦର୍ଶନ କରୁଛନ୍ତି । ୪୭ ବର୍ଷୀୟ ତବୁ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରି ଅଛନ୍ତି ଏବଂ ସେ ଏଥିପାଇଁ ଅଜୟ ଦେବଗନଙ୍କୁ ଦାୟୀ ବୋଲି କହୁଛନ୍ତି । ବର୍ତ୍ତମାନ ନିକଟରେ ହିଁ ତବୁଙ୍କୁ ଏୟାରପୋର୍ଟ ଠାରେ ବହୁତ ହଟ୍ ଲୁକରେ ଦେଖିବାକୁ ମିଳିଥିଲା, ଯିଏ ସେଠାରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ ।

ଏୟାରପୋର୍ଟରେ ନିଜ ହଟନେସ ଦ୍ୱାରା ଆକର୍ଷିତ କଲେ :

୪୭ ବର୍ଷୀୟ ତବୁଙ୍କ ହଟନେସ ଆଜି ପର୍ଯ୍ୟନ୍ତ କମ ହୋଇ ନାହିଁ, ବର୍ତ୍ତମାନ ସୁଦ୍ଧା ସେ ସେତିକି ହିଁ ବଲ୍ଡ ଦେଖାଯାଆନ୍ତି । ନିକଟରେ ସେ ମୁମ୍ବାଇ ଏୟାରପୋର୍ଟରେ ଫେରୁଥିଲେ । ସେହି ସମୟରେ ତାଙ୍କ ଭାରତୀୟ ଲୁକରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ବହୁତ ହଟ ଦେଖାଯାଉଥିଲେ । ନିଜ ସହିତ ସେ ତାଙ୍କ କୁକୁରକୁ ମଧ୍ୟ ନେଇ ଆସିଥିଲେ । ଯାହାକୁ ସମ୍ଭାଳୁ ଥିବାର ଦେଖାଗଲା ।

ସେ ବର୍ଣ୍ଣଆଉଟ ଜିନ୍ସ ସହିତ ଲଙ୍ଗ ସୁଟ ପିନ୍ଧିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ ଏବଂ ସେଠାରେ ଠିଆ ହୋଇଥିବା କ୍ୟାମେରା ମ୍ୟାନ୍ ତାଙ୍କ ଫୋଟୋ ନେବାକୁ ଲାଗିଲେ; ତେବେ ସେ ମଧ୍ୟ କ୍ୟାମେରାକୁ ଦେଖି ହସିଲେ । ଯାହା ପରେ ତାଙ୍କର ଫୋଟୋ ଗୁଡ଼ିକ ସେୟାର ହେବା ସଙ୍ଗେ ସଙ୍ଗେ ଜୋରଦାର ଭାଇରଲ ହେବାକୁ ଲାଗିଲା ।

ଅଜୟଙ୍କୁ ନିଜର ଅବିବାହିତା ପାଇଁ ଦାୟୀ କରିଛନ୍ତି :

୪୭ ବର୍ଷୀୟ ତବୁ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରି ଅଛନ୍ତି ଏବଂ ଯେବେ ତାଙ୍କୁ ଏ ବିଷୟରେ ପଚାରଗଲା ଯେ, ସେ ଏପର୍ଯ୍ୟନ୍ତ କାହିଁକି ବିବାହ କରି ନାହାଁନ୍ତି ? ତେବେ ସେ ହସି ହସି ଏହାର ଉତ୍ତର ଦେଇ କହିଲେ, ଏହା ପାଇଁ ଦାୟୀ ହେଉଛନ୍ତି ଅଜୟ । ସେ କହିଥିଲେ ଯେ, ତାଙ୍କ ଘର ପାଖରେ ହିଁ ପଡ଼ୋଶୀ ଭାବେ ଅଜୟ ଏବଂ ତାଙ୍କର ଜଣେ ସମ୍ପର୍କୀୟ ଭାଇ ସମୀର ରହୁଥିଲେ ଏବଂ ଯେବେ ବି ସେ କୁଆଡ଼େ ବାହାରକୁ ଯାଉଥିଲେ, ତେବେ ସେ ଦୁଇଜଣ ତାଙ୍କୁ ପିଛା କରିବା ଆରମ୍ଭ କରି ଦେଉଥିଲେ । କୌଣସି ପୁଅ ଯଦି ତବୁଙ୍କୁ ମନେଇବା ପାଇଁ କିମ୍ବା କିଛି କହିବା ପାଇଁ ଚେଷ୍ଟା କରୁଥିଲେ, ତେବେ ଅଜୟ ଓ ସମୀର ସେମାନଙ୍କୁ ବେଳେବେଳେ ମାଡ଼ ମଧ୍ୟ ମାରୁଥିଲେ । ଏହି କାରଣରୁ ତବୁ ବର୍ତ୍ତମାନ ପର୍ଯ୍ୟନ୍ତ କୁଆଁରି ରହିବାର ଦୋଷୀ ଅଜୟ ବୋଲି କହିଛନ୍ତି । ସେ ପୁଣି କହିଛନ୍ତି ଯେ, ତାଙ୍କର ଓ ଅଜୟଙ୍କର ବନ୍ଧୁତାର ସମ୍ପର୍କ ବହୁତ ନିବିଡ଼ ବା ଦୃଢ଼ ଅଟେ ଏବଂ ସେ ଅଜୟଙ୍କୁ ନିଜ ପରିବାରର ଜଣେ ସଦସ୍ୟ ବୋଲି ଭାବନ୍ତି । ବର୍ତ୍ତମାନ ନିକଟରେର ହିଁ ଦୁଇଜଣ ଏକା ସହିତ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର ଦେ’ରେ ମଧ୍ୟ କାମ କରିଛନ୍ତି ।