Ovulation ର ଲକ୍ଷଣ -ମହିଳା ଙ୍କ ପାଖରେ ଏହି ସବୁ ଲକ୍ଷଣ ଦେଖାଯାଉଥିଲେ ତୁରନ୍ତ କରନ୍ତୁ ସ-ହ-ବା-ସ ..ନିଶ୍ଚିତ ଗର୍ଭ ରହିବ

women 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ଅଭ୍ୟୁଲେସନ ଡେ ପାଇଁ କିଟ୍ ର ବ୍ୟବହାର ନକରି ଆପଣ ମାନେ କେମିତି ଭାବେ ଅଭ୍ୟୁଲେସନ ଡେ କୁ ଜାଣି ପାରିବେ । ତେବେ ଏହା ପୂର୍ବରୁ ଆମେ ଆପଣ ମାନଙ୍କୁ ଜଣେଇବୁ କି ଏହି ଅଭ୍ୟୁଲେସନ ଡେ କଣ ହୋଇଥାଏ ବୋଲି । ତେବେ ସବୁ ମହିଳା ଙ୍କ କ୍ଷେତ୍ର ରେ ପିରିୟଡ ସରିଗଲା ପରେ ତାଙ୍କର ଓଭାରି ରୁ ଗୋଟିଏ ଡିମ୍ବ ବାହାରିଥାଏ । ଏବଂ ପରେ କିଛି ଦିନ ଯାଏ ଡିମ୍ବାଶୟ ରେ ଅପେକ୍ଷା କରେ । ହେଲେ ଯଦି ଆପଣ ମାନେ ନିଜର ପାର୍ଟନରଙ୍କ ସହିତ ଅସୁରକ୍ଷିତ ସ-ହ-ବା-ସ କରନ୍ତି ତେବେ ଆସୁଥିବା ସ୍ପଞୀ ସହିତ ଡିମ୍ବର ମିଳନ ହେଲେ ଫର୍ଟିଲାଇଜେସନ ହୋଇଥାଏ । ଅର୍ଥାତ ଭ୍ରୁଣ ର ସୃଷ୍ଟି ହୋଇଥାଏ ।

ହେଲେ ଏବେକା ସମୟ ରେ ଏହି ସମସ୍ୟା ବହୁତ ବଡ ଅଟେ । ଏହାର ଅନେକ ଗୁଡିଏ କାରଣ ହୋଇପାରେ । ହେଲେ ଏହାର ସାଧାରଣ ସମସ୍ୟା ହେଲା ଉପଯୁକ୍ତ ସମୟରେ ସ-ହ-ବା-ସ ନକରିବା । କାରଣ ଅଭ୍ୟୁଲେସନ ଡେ ରେ ସଂ-ମ୍ପର୍କ ରଖିଲେ ବହୁତ ସମ୍ଭାବନା ରହିଥାଏ ଯେ ଗର୍ଭ ରହିବାର । ଯଦି ଆପଣ ମାନେ ଏହି ସମୟ ରେ ସ-ହ-ବା-ସ କରୁନାହାଁନ୍ତି । ତେବେ ଆପଣ ମାନଙ୍କର ଗର୍ଭ ରହିବାର ସମ୍ଭାବନା ବହୁତ ଅଧିକ କମିଯାଏ । ସେହିଥି ପାଇଁ ସବୁ ମହିଳା ମାନେ ନିଜର ଅଭ୍ୟୁଲେସନ ଡେ କୁ ଜାଣି ରଖିବା ନିହାତି ଜରରୀ ଅଟେ ।

pregnant

ଆପଣ ମାନେ ନିଜର ଅଭ୍ୟୁଲେସନ କୁ ଜାଣିବା ପାଇଁ ଅଭ୍ୟୁଲେସନ କିଟ୍ ର ବି ବ୍ୟବହାର କରି ପାରିବେ । ସେହି ପରି ଆପଣ ମାନଙ୍କ ପାଖରେ ଏମିତି କିଛି ଉପାୟ ମାନ ରହିଛି ଜାହା ମାଧ୍ୟମରେ ଆପଣ ମାନେ ନିଶ୍ଚିତ ଭାବେ ନିଜର ଅଭ୍ୟୁଲେସନ ତାରିକ ବିଷୟ ରେ ଆପଣ ମାନେ ଜାଣି ପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିନେବା ସେହି ସବୁ ଲକ୍ଷଣ ବିଷୟ ରେ ।

ସାଧାରଣ ଭାବେ ଆପଣ ମାନଙ୍କୁ ଔଷଧ ଦୋକାନ ରେ ଅଭ୍ୟୁଲେସନ୍ କିଟ୍ ମିଳି ଯିବ । ଏହା ଦ୍ୱାରା ଆପଣ ମାନେ ଜାଣି ପାରିବେ । ହେଲେ ଏହାକୁ ଆପଣ ମାନେ ଅନୁମାନ ସାହାଯ୍ୟ ରେ କରି ପାରିବେ । ଏହି ଅଭ୍ୟୁଲେସନ୍ ହେବା ସମୟ ରେ ମହିଳା ଙ୍କ ମଧ୍ୟ ରେ କିଛି ଲକ୍ଷଣ ଦେଖେଇ ଥାଏ । ପ୍ରଥମେ ରହିଛି ବ୍ରେ-ଷ୍ଟ ସଫ୍ଟ ହେବା । ଯଦି ଆପଣଙ୍କ ଦୁଇ ପିରିଅଡ ମଧ୍ୟ ରେ ନିଜର ବ୍ରେ-ଷ୍ଟ ସଫ୍ଟ ହୁଏ ଏବଂ ଅଳ୍ପ ପରିମାଣ ରେ ଯନ୍ତ୍ରଣା ହୋଇ ଥାଏ । ତେବେ ଜାଣନ୍ତୁ ଅଭ୍ୟୁଲେସନ୍ ସମୟ ରହିଛି ।

pregnant woman

ସେମିତି ରେ ଦୁଇ ରେ ଶରୀର ର ତାପମାତ୍ରା ବଢିବା ବି ଆପଣ ମାନଙ୍କ ଅଭ୍ୟୁଲେସନ୍ ଡେଟ୍ ର ସୂଚନା ଦିଏ । ତିନି ରେ ସ୍ପୋଟିଂ । ଯଦି ଆପଣଙ୍କର ସମାନ୍ୟ ରୂପେ ସ୍ପଟିଂ ବା ବ୍ଲିଡିଂ ହେଉଛି । ତେବେ ଏହା ଅଭ୍ୟୁଲେସନ୍ ର ସମୟ ବୋଲି ଜାଣନ୍ତୁ ଏହା ପିରିଅଡ ଭଳି ରକ୍ତ ହୋଇ ନ ଥିବ । ଚାରି ରେ ରହିଛି ମ୍ୟକକନ୍ ଡିସଚାର୍ଜ । ଏମିତି ରେ ଯଦି ଏହି ଦିନ ମାନଙ୍କ ରେ ଆପଣଙ୍କର ଲାଳ ଅଂଶ କିଛି ପଡେ ମାନେ ଏବଂ ଏହା ଗୋଟିଏ ପ୍ରକାରର ସ୍ମେଲ କରୁ ଥାଏ । ତେବେ ଏମିତି କ୍ଷେତ୍ର ରେ ବି ଅଭ୍ୟୁଲେସନ୍ ଡେଟ୍ ରହିଛି ବୋଲି ଜାଣନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ