କୈଟ୍ରୀନାଙ୍କ ଠାରୁ ଅଧିକ ସୁନ୍ଦର ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ । ସୁନ୍ଦରତାରେ ଅନ୍ୟ ଅଭିନେତ୍ରୀଙ୍କୁ ମଧ୍ୟ ପଛରେ ପକାଇଦେବ ।

Spread the love

ଛୋଟ ପରଦାରୁ ଅଭିନୟ ଆରମ୍ଭ କରିଥିବା ସୁଶାନ୍ତ ସିଂହ ରାଜପୁତ ଆଜି ବୋଲିଉଡ଼ର ଜଣେ ନାମିଦାମୀ ଅଭିନେତା ହୋଇଯାଇଛନ୍ତି । ସୁଶାନ୍ତ ସିଂହଙ୍କୁ ପ୍ରଥମେ “ଜି ଟିଭିର ଶୋ” ପବିତ୍ର ରିସ୍ତାରେ ବ୍ରେକ ମିଳିଥିଲା । ଏହି ଶୋ’ରୁ ସେ ଘରେ ଘରେ ପ୍ରସିଦ୍ଧ ହୋଇ ଯାଇଥିଲେ । ଏହାର ପରେ ପରେ ବଲିଉଡରେ ତାଙ୍କର ପ୍ରବେଶ ଫିଲ୍ମ “କାଇପୋଚେ”ରେ ହୋଇଥିଲା । ଏହି ଫିଲ୍ମ ହିଟ୍ ହୋଇଥିଲା ଏବଂ ସୁଶାନ୍ତ ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା ହୋଇ ଯାଇଥିଲେ । ଏବେ ରିଲିଜ ହୋଇଥିବା ଫିଲ୍ମ “ଛିଛୋରେ” ବକ୍ସ୍ ଅଫିସରେ ଅନେକ ନାମ କମଉଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଶ୍ରଦ୍ଧା କାପୁର ଅଛନ୍ତି । ଆଜିକାଲି ସୁଶାନ୍ତ ନିଜର ବୃତ୍ତି ଜୀବନ ଠାରୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ମାତ୍ର ଏବେ ସୁଶାନ୍ତ ଏବଂ ସାରାଙ୍କର ବିବାଦ ଲାଇମ ଲାଇଟରେ ରହିଛନ୍ତି । ଆଜିର ଏହି ପୋଷ୍ଟରେ ଆମେ ସୁଶାନ୍ତ ସିଂହଙ୍କର ସୁନ୍ଦରୀ ଭଉଣୀ ସହିତ ଅପଣଙ୍କର ଦେଖା କରାଇବାକୁ ଯାଉଛୁ ।

ସୁଶାନ୍ତ ସିଂହ ରାଜପୁତଙ୍କର ଭଉଣୀ ଅତ୍ୟନ୍ତ ସୁନ୍ଦରୀ :

ସୁଶାନ୍ତ ସିଂହ ରାଜପୁତଙ୍କର ଜଣେ ସୁନ୍ଦର ଭଉଣୀ ଅଛି, ଯାହାଙ୍କ ନାମ ଶ୍ୱେତା ସିଂହ କୀର୍ତ୍ତୀ । ସୁଶାନ୍ତଙ୍କୁ ତ ସାରା ଦେଶର ଲୋକ ଜାଣିଛନ୍ତି ମାତ୍ର ତାଙ୍କ ଭଉଣୀଙ୍କ ବିଷୟରେ ବହୁତ କମ ଲୋକଙ୍କୁ ଜାଣନ୍ତି । ସୁଶାନ୍ତ ସିଂହଙ୍କର ଭଉଣୀ ସୁନ୍ଦରତା ମାମଲାରେ କୌଣସି ବଲିଉଡ ଅଭିନେତ୍ରୀ ଠାରୁ କମ୍ ନୁହଁନ୍ତି । ଶ୍ୱେତା ସୋସିଆଲ ମିଡିଆରେ ଜଡ଼ିତ ଅଛନ୍ତି ଏବଂ ନିଜର ସୁନ୍ଦର ଫୋଟୋ ମଧ୍ୟ ସେୟାର କରିଥାନ୍ତି । ଆହୁରି ମଧ୍ୟ କହି ରଖୁଛୁ କି ଯେ, ଶ୍ୱେତା ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ଆଜିର ଏହି ପୋଷ୍ଟରେ ଆମେ ଶ୍ୱେତାଙ୍କର କିଛି ଅଣଦେଖା ଫୋଟ ଆପଣ ମାନଙ୍କୁ ଦେଖାଇବାକୁ ଯାଉଛୁ, ଯାହାକୁ ଦେଖି ଆପଣ ତାଙ୍କ ସୁନ୍ଦରତାର ମୁଗ୍ଧ ହୋଇଯିବେ ।

ଜାଣିବା ପାଇଁ କହି ରଖୁଛୁ ଯେ, ଫିଲ୍ମ “କେଦାରନାଥ” ସମୟରେ ସୁଶାନ୍ତ ସିଂହ ଏବଂ ସାରା ଅଲୀ ଖାନଙ୍କର ଅଫେୟାର ବିଷୟରେ ଶୁଣା ଯାଇଥିଲା । ପରେ ଜଣାପଡ଼ିଲା ଯେ, ସେମାନେ ଦୁଇଜଣ ସତରେ ପରସ୍ପରକୁ ଡେଟ କରୁଛନ୍ତି । ସୁଶାନ୍ତ ଏବଂ ସାରାଙ୍କର ଲିଂକଅପ ପରେ ଦୁଇଜଣଙ୍କର ଅଲଗା ହେବାର ଖବର ମଧ୍ୟ ଆସିଥିଲା । ସୁଶାନ୍ତ ଏବଂ ସାରା ଉଭୟ ପରସ୍ପରକୁ ଇନଷ୍ଟାଗ୍ରାମରେ ଫୋଲୋ କରୁଥିଲେ ମାତ୍ର ଏବେ ସୁଶାନ୍ତ ସାରାଙ୍କୁ ଅନଫୋଲୋ କରିଦେଇଛନ୍ତି । ଏହା ପଛର କାରଣ ଦୁଇଜଣଙ୍କର ବ୍ରେକଅପ କୁହାଯାଉଛି । ଖବର ଆସିଛି ଯେ, ଦୁଇଜଣଙ୍କ ଭିତରେ ମତଭେଦ ଏତେ ବଢ଼ିଯାଇଥିଲା ଯେ ଦୁଇଜଣଙ୍କୁ ପରସ୍ପର ସହ କଥା ହେବା ମଧ୍ୟ ବନ୍ଦ କରିଦେଇଥିଲେ । ଛାଡ଼ନ୍ତୁ ଏବେ ଆପଣ ସୁଶାନ୍ତଙ୍କ ଭଉଣୀ ଶ୍ୱେତଙ୍କର କିଛି ନ ଦେଖିଥିବା ଫୋଟ ଦେଖନ୍ତୁ ।

ଦେଖନ୍ତୁ ଶ୍ୱେତା ସିଂହ କୀର୍ତ୍ତୀଙ୍କର କିଛି ସୁନ୍ଦର ଫୋଟୋ :-

ସୌଜନ୍ୟ : https://www.newstrend.news