Surya Paraga 2022 – ସୂର୍ଯ୍ୟପରାଗ ପରେ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ ।

aq666

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ପୃଥିବୀରେ ପ୍ରତ୍ୟୋକ ସମୟ ରେ ପ୍ରାକୃତିକ ବିପର୍ଯ୍ୟୟ ସବୁ ଦେଖିବାକୁ ମିଳେ । ଜାହାର ପ୍ରଭାବ ଜିବ ଜଗତ ଉପରେ ପଡିଥାଏ । ତେବେ ଏହି ପରି ଏକ ପ୍ରାକୃତିକ ବିପର୍ଯ୍ୟୟ । ଏମତି ଏକ ପ୍ରାକୃତିକ ପରିବର୍ତ୍ତନ ଆସିବାକୁ ଯାଉଛି ଅକ୍ଟୋବର 25 ତାରିଖରେ ଯେଉଁ ଦିନ ହେବାକୁ ଯାଉଛି ସୂର୍ଯ୍ୟପରାଗ ।

ତେବେ ଏହି ସୂର୍ଯ୍ୟ ପରାଗ ରେ 4 ଟି ରାଶି ରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ରହିଛି ବଡ଼ ବିପଦ । ତେବେ ଆସନ୍ତୁ ଜାଣିବା ଏହି ବିଷୟ ରେ ସୂଚନା । ତେବେ ଏହି ସୂର୍ଯ୍ୟ ପରାଗ ର ସମୟ ରହିଛି ଦିନ 9.37 ମିନିଟରୁ ଆରମ୍ଭ ହେଇ ସଂନ୍ଧ୍ୟା 6.29 ମିନିଟରେ ଶେଷ ହେବ । ଆଉ ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ଭାରତ,ଏସିଆ,ଆମେରିକାରେ ଦକ୍ଷିଣ ପଶ୍ଚିମ ଭାଗରେ ଅଷ୍ଟ୍ରେଲିଆ ଓ ୟୁରୋପରେ ଦେଖିବାକୁ ମିଳିବ । ଏହି ସୂର୍ଯ୍ୟ ପରାଗ ସମୟରେ କିଛି ବିଶେଷ ନିୟମ ପ୍ରତି ଧ୍ୟାନ ଦେବା ଜରୁରୀ ।

1.ଚନ୍ଦ୍ରଗ୍ରହଣ ହେବା ସମୟରେ ଗର୍ଭବତୀ ସମୟରେ ଶୋଇବା ଉଚିତ ନୁହେଁ କିମ୍ବା ଏହି ସୂର୍ଯ୍ୟ ପରାଗ କୁ ଦେଖିବା ଉଚିତ ନୁହେଁ। ଏହି ସମୟ ରେ ଗର୍ଭବତୀ ମହିଳା ମାନେ ହାତ ରେ ଗୋଟିଏ ନଡ଼ିଆ ଧରି ଭଗବାନ ଙ୍କ ର କୌଣସି ମନ୍ତ୍ର ଜପ କରିବା ଶୁଭ ହୋଇଥାଏ।

2. ସୂର୍ଯ୍ୟ ପରାଗ ସମୟ ରେ କୌଣସି ଧାରୁଆ ଜିନିଷ ଯେମିତି ଛୁରୀ ଓ ଛୁଞ୍ଚି ବ୍ୟବହାର କରିବା ଉଚିତ ନୁହେଁ । ଏବଂ ଏହି ସମୟରେ କିଛି ବି ଶୁଭ କାର୍ଯ୍ୟ ଯେପରି ପୂଜାର୍ଚ୍ଚନା କରିବା ଉଚିତ ନୁହେଁ ।

3.ଏହି ସମୟରେ କୌଣସି ରୋଗୀ ଗର୍ଭବତୀ ମହିଳା ଓ ଛୋଟ ପିଲା ଛଡା ଆଉ କେହି ଭୋଜନ କରିବା ଉଚିତ ନୁହେଁ । ଏହି ସମୟ ରେ କୌଣସି ରୋଷେଇ କରନ୍ତୁ ନାହିଁ । ଏହି ସମୟରେ ରୋଷେଇ ହୋଇଥିବା ଖାଦ୍ୟ ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ।

ତେବେ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ପରେ 4 ଟି ରାଶି ରେ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଆଉ ତାଙ୍କର ବହୁତ ଶୁଭ ହେବା କୁ ଯାଉଛି। ତେବେ ସେହି 4 ଟି ରାଶି ହେଉଛି , ବୃଷ ରାଶି, ସିଂହ ରାଶି , ଧନୁ ରାଶି ଓ ମକର ରାଶି।

ଏହି ରାଶି ମାନଙ୍କ ପାଇଁ ଏହି ପରାଗ ଟି ଅତ୍ୟନ୍ତ ଶୁଭ ରହିବ ଏବଂ ତାଙ୍କୁ ଶୁଭ ଫଳ ଦେବ। ଠିକ ସେହିପରି ୪ ଟି ରାଶି ତଥା ମିଥୁନ ରାଶି , କର୍କଟ ରାଶି , କୁମ୍ଭ ରାଶି ଏବଂ କନ୍ୟା ରାଶି ପ୍ରତି ଏହାର କୌଣସି ପ୍ରଭାବ ପଡିବ ନାହିଁ। ଅର୍ଥାତ କୌଣସି ଅଶୁଭ କିମ୍ବା ଶୁଭ ହେବ ନାହିଁ। ଏବଂ ବାକି 4 ଟି ରାଶିଙ୍କ ଉପରେ ଏହାର ଘରାପ ପ୍ରଭାବ ପଡିପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ